Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

Read more

ଗଣେଶ ପୂଜାରେ ଏମିତି ଦୂର କରନ୍ତୁ ବାସ୍ତୁଦୋଷ

ସାରା ଦେଶରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ପାଳିତ ହେଉଛି  । ତେବେ ଗଣେଶ ଚତୁର୍ଥୀ ଅବସରରେ କେତେକ ଜିନିଷ ଘରକୁ ଆଣିଲେ ମହାପ୍ରଭୂ ଗଣେଶ ପ୍ରସନ୍ନ ହେବା ସହ ଲକ୍ଷ୍ମୀ ବି ସାଥ ଦେବେ  । ଅର୍ଥାତ ବିଘ୍ନ ବିନାଶ ହେବା ସହ ସମ୍ପତିରେ ବି ବୃଦ୍ଧି ଘଟିବ  ।  ଗଣେଶଙ୍କ ...
Read more

ସମ୍ପର୍କରେ ବଢୁଛି କି ତିକ୍ତତା?

ସମ୍ପର୍କ ହେଉଛି ଜୀବନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଜିନିଷ । ଉତ୍ତମ ସମ୍ପର୍କ ମଣିଷକୁ ଆଗକୁ ବଢିବା ପାଇଁ ପ୍ରେରଣା ଦେଇଥାଏ । କିନ୍ତୁ ଅନେକ ସମୟରେ ଏହି ସମ୍ପର୍କ ଆମକୁ କଷ୍ଟ ଦେଇଥାଏ । ସମ୍ପର୍କରେ ତିକ୍ତତା ଆସିବା ଯୋଗୁଁ ଏହା ଜୀବନରେ ନକରାତ୍ମକ ପ୍ରଭାବ ପକାଇଥାଏ । ଯଦି ...
Read more

ରାତିରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି କାମ

ବାସ୍ତୁ ଶାସ୍ତ୍ର ଅନୁସାରେ, ଅଇଁଠା ବାସନ ରାତି ସାରା ପକାଇ ରଖିଲେ, ପରିବାର ଉପରେ ଏହାର ଖରାପ ପ୍ରଭାବ ପଡ଼ିବା ସହ ଘରେ ନକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ । ଏପରିକି ଏହା ଦ୍ୱାରା ପରିବାର ସଦସ୍ୟଙ୍କ ମଧ୍ୟରେ କଥା କଥାରେ ଝଗଡ଼ା ସୃଷ୍ଟି ହୋଇଥାଏ । ଘରର ଲୋକେ ମିଳିମିଶି ...
Read more

ବିବାହରେ ବିଳମ୍ବ ହେଉଛିକି? ଜାଣନ୍ତୁ ଏହାର କାରଣ ଓ ଉପଚାର

ବିବାହ ମଣିଷ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ । ସମସ୍ତ ମଣିଷଙ୍କ ଜୀବନ ଭିନ୍ନଭିନ୍ନ ହୋଇଥାଏ । କେତେକଙ୍କ କ୍ଷେତ୍ରରେ ଏହା ଶୀଘ୍ର ହୋଇଥାଏ ଓ କେତେକଙ୍କ କ୍ଷେତ୍ରରେ ଏହା ଖୁବ ବିଳମ୍ବ ହୋଇଥାଏ  । ଜ୍ୟୋତିଷ ଶାସ୍ତ୍ରରେ ନବଗ୍ରହ ଓ ୧୨ ରାଶିଙ୍କ ବିଷୟରେ ଅଧ୍ୟୟନ ...
Read more

ଘରେ ରଖନ୍ତୁ ନାହିଁ ଏହି ପୁରୁଣା ଜିନିଷ, କାଙ୍ଗାଳ ହୋଇଯିବେ

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ରଖାଯାଇଥିବା ପ୍ରତ୍ୟେକ ଜିନିଷର ନିଜସ୍ୱ ଶୁଭ ଓ ଅଶୁଭ ପ୍ରଭାବ ରହିଛି । କେତେକ ପୁରାତନ ଜିନିଷ ଯଦି ନଷ୍ଟ ହୋଇନଥାଏ ଅବା ବ୍ୟବହାର କରାଯାଉନଥାଏ ତେବେ ସେଗୁଡିକ ନକରାତ୍ମକ ଶକ୍ତି ସୃଷ୍ଟି କରେ  । ଯାହା ଆମର ପ୍ରଗତି ଓ ଘରର ସମୃଦ୍ଧିକୁ ...
Read more

ଘରେ ଧନର ଅଭାବ ରହିଛି କି, ଏହି ବାସ୍ତୁଦିଗ ପ୍ରତି ଦୃଷ୍ଟି ଦିଅନ୍ତୁ

ବହୁ ଲୋକଙ୍କର ରୋଷେଇ ଘର ଅସନା ଅପରିଷ୍କାର ହୋଇରହିଥାଏ। ଏପରି ଘରର ପରିବାର ସଦସ୍ୟଙ୍କ ଜାତକରେ ବିଭିନ୍ନ ଗ୍ରହଙ୍କର କୁପ୍ରଭାବ ପଡ଼ିଥାଏ। କୁହାଯାଏ ଯେ, ରୋଷେଇ ଘରକୁ ସର୍ବଦା ସଫାସୁତୁରା ରଖିବା ଉଚିତ। ରାତିର ଅଇଁଠା ବାସନକୁ ସକାଳ ଯାଏଁ ରଖିବା ଉଚିତ ନୁହେଁ। ଏହା ଦ୍ୱାରା ...
Read more

ବୟସ ଗଡ଼ିଯାଉଛି କି? ହୋଇପାରୁନାହିଁ ବାହାଘର। ତେବେ ଜାଣନ୍ତୁ ବାସ୍ତୁ ସମ୍ପର୍କରେ

ବିବାହ ପ୍ରତ୍ୟେକ ବ୍ୟକ୍ତି ଜୀବନରେ ଏକ ମହତ୍ତ୍ବପୂର୍ଣ ସ୍ଥାନ ଅଧିକାର କରିଛି। ହୋଇପାରେ ଭଲ ଜୀବନ ସାଥୀ ବାଝିବା ମୁଣ୍ଡବିନ୍ଧାର କାରଣ ହୋଇପାରେ। ତଥାପି ପ୍ରତ୍ୟେକ ପୁଅ ଝିଅ ଭଲ ଜୀବନ ସାଥୀଟିଏ ପାଇବା ପାଇଁ ନିଜ ମନ ପ୍ରାଣ ସବୁ ଲଗାଇଦେଇଥାନ୍ତି। ଯେଉଁମାନଙ୍କର ଡେରିରେ ...
Read more

ଘରର ଏହି ସ୍ଥାନରେ ରଖନ୍ତୁ ମୟୂର ପଙ୍ଖ, ଘରେ ହେବ ଧନର ବର୍ଷା

ଧନର ମୋହ ଅଧିକାଂଶ ଲୋକଙ୍କର ଥାଏ । ମଣିଷ ଯେତେ ଧନ ସମ୍ପଦ ଅର୍ଜନ କଲେ ମଧ୍ୟ ତାର ମନ  ମାନି ନଥାଏ  । ଅନେକ କ୍ଷେତ୍ରରେ କିଛି ଲୋକ ଅଧିକ ପରିଶ୍ରମ କରୁଥିଲେ ବି ସେମାନଙ୍କୁ ଉପଯୁକ୍ତ ଅର୍ଥ ମଳିନଥାଏ  ।ଶାସ୍ତ୍ର ଅନୁସାରେ ଏଭଳି କିଛି ଉପାୟ ଅଛି ଯାହାଦ୍ୱାରା ଘରକୁ ପଇସା ...
Read more

ଘରେ ଲଗାନ୍ତୁ ଏହି ଗଛ, ବଢିବ ସୁଖ-ସମୃଦ୍ଧି

ସମସ୍ତେ ଚାହାଁନ୍ତି ଶାନ୍ତିପୂର୍ଣ୍ଣ ଜୀବନ ଓ ଟଙ୍କା ପଇସାର ବୃଦ୍ଧି । ଏଥିପାଇଁ ଲୋକେ ଦିନ ରାତି ପରିଶ୍ରମ କରିଥାନ୍ତି । ଯଦି କଠୋର ପରିଶ୍ରମ ପରେ ଘରେ ଅସୁବିଧା ବଢିଥାଏ, ତେବେ ବାସ୍ତୁ ଅନୁସାରେ ଏହାର ସମାଧାନ ରହିଛି । ଏମିତି କିଛି ଗଛ ଅଛି ଯାହା ଲଗାଇବା ଦ୍ୱାରା ଘରେ ...
Read more

ବାଥରୁମରେ ପାଣି ଭର୍ତ୍ତି ବାଲଟି ବଦଳାଇ ପାରେ ଆପଣଙ୍କ ଭାଗ୍ୟ

ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ବାସ୍ତୁଶାସ୍ତ୍ରର ଜ୍ୟୋତିଷଶାସ୍ତ୍ରର ବିଶେଷ ମହାତ୍ତ୍ବ ରହିଛି। ସେଭଳି କୁହାଯାଏ ଯେ ବାସ୍ତୁର ନିୟମ ପାଳନ କରିବା ଦ୍ବାରା ଲୋକଙ୍କ ଜୀବନରେ ସଫଳତା ଓ ସୁଖ ସମୃଦ୍ଧି ମିଳିଥାଏ। ସେଭଳି ଆମର ଆଖପାଖର ବାତବରଣରେ ସବୁବେଳେ ସକାରତ୍ମକ ଶକ୍ତି ...
Read more

ବୈବାହିକ ଜୀବନରେ ଖୁସି ଚାହୁଁଥିଲେ ବେଡରୁମରେ କରନ୍ତୁ ନାହିଁ ଏହି ସବୁ ଭୁଲ୍

ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ରର ଖାସ୍ ମହତ୍ୱ୍ୱ ରହିଛି । ବାସ୍ତୁ ଅନୁସାରେ ଘରର ଜିନିଷପତ୍ର ରଖିବା ଦ୍ୱାରା ଘରେ ସୁଖ ସମୃଦ୍ଧି ବଢିଥାଏ । ବାସ୍ତୁ ଶାସ୍ତ୍ରରେ ଶୟନ କକ୍ଷକୁ ଅତ୍ୟନ୍ତ ଗୁରୁତ୍ୱ ଦିଆଯାଇଛି । - ଖଟ ଉପରେ ଶୋଇଲା ବେଳେ ସର୍ବଦା ମୁଣ୍ଡ ଦକ୍ଷିଣ ଦିଗକୁ ଓ ...
Read more

ଏହି ସ୍ଥାନରେ ରଖନ୍ତୁ ବୁଦ୍ଧଙ୍କ ପ୍ରତିମୂର୍ତି, ମିଳିବ ମାନସିକ ଶାନ୍ତି

ସମସ୍ତେ ଚାହାଁନ୍ତି ସୁଖମୟ ଜୀବନ । ଏଥିପାଇଁ ଲୋକେ ପ୍ରତ୍ୟେକ ସ୍ତରରେ ଉଦ୍ୟମ କରିଥାନ୍ତି । କିନ୍ତୁ ପରିବାର ସଦସ୍ୟଙ୍କ ଭିନ୍ନ ମତ ଯୋଗୁଁ  ଘରେ ଅସନ୍ତୋଷ ଦେଖାଯାଏ । ଏଥିରୁ ମୁକ୍ତି ପାଇବା ପାଇଁ ଘରେ ସୁଖ, ଶାନ୍ତି, ସମୃଦ୍ଧତା ଓ ମାନସିକ ଶାନ୍ତି ପାଇଁ ମଧ୍ୟ ବିଭିନ୍ନ ...
Read more

ଚାକିରୀରେ ପଦୋନ୍ନତି ହେଉନଥିଲେ ଏହା କରନ୍ତୁ, ପାଇବେ ସଫଳତା

ଆଜକାଲି ଦୁନିଆରେ ଚାକିରୀ ପାଇଁ ସବୁଆଡେ ପ୍ରତିଯୋଗିତା । ଯେତେବେଳେ ଚାକିରୀ କରୁଥିବା ବ୍ୟକ୍ତିଙ୍କ କଥା ଆସେ, ପ୍ରମୋସନ ପାଇଁ ସମସ୍ତେ ଚାହାନ୍ତି । ଅନେକଙ୍କ କ୍ଷେତ୍ରରେ ଅଧିକ ପରିଶ୍ରମ କଲାପରେ ମଧ୍ୟ ଚାକିରୀରେ ପ୍ରମୋସନ ହୁଏ ନାହିଁ । ଏହା ଦ୍ୱାରା ବ୍ୟକ୍ତି ଧିରେ ...
Read more

ଘରର ପାପୋଛ ତଳେ ରଖନ୍ତୁ ଏହି ଜିନିଷ, ହୋଇଯିବେ ଧନୀ

ବାସ୍ତୁଶାସ୍ତ୍ରରେ ସମସ୍ତ ସମସ୍ୟାର ସରଳ ସମାଧାନ ରହିଛି । ପ୍ରତ୍ୟେକ ଜିନିଷର ଅଲଗା ଅଲଗା ମହତ୍ତ୍ୱ ରହିଛି । ଏହାକୁ ଅନୁସରଣ କରି କାର୍ଯ୍ୟ କଲେ ଘରର ଉନ୍ନତି ହେବା ସହ ଘରେ ସୁଖ, ଶାନ୍ତି ଓ ସକରାତ୍ମକତା ଭରି ରହିଥାଏ । ଘରକୁ ଯେପରି ନକରାତ୍ମକତା ନଆସିବ, ସେଥିପାଇଁ ଲୋକେ ...
Read more

ଏହା କରନ୍ତୁ ବଢିବ ବାପା-ପୁଅଙ୍କ ସମ୍ପର୍କ

ବାପା ପୁଅ ସମ୍ପର୍କ ଅତ୍ୟନ୍ତ ନିବିଡ । କିନ୍ତୁ ଅନେକ ସମୟରେ ଛୋଟ ଛୋଟ କଥାକୁ ନେଇ ବାପା ପୁଅଙ୍କ ଭିତରେ ମତାନ୍ତର ହେଉଥିବା ଦେଖାଯାଏ । ଏହା ପଛରେ ବାସ୍ତୁ ଦୋଷ ରହୁଥିବା ଅନୁମାନ କରାଯାଏ । ବାସ୍ତୁ ଅନୁସାରେ ଘରର ଉତ୍ତର-ପୂର୍ବ ଦିଗରେ ଯଦି ଅଳିଆ ଆବର୍ଜନା ଜମା ରହୁଥିବ, ...
Read more

ଏହି ଦିଗରେ ରଖନ୍ତୁ ନାହିଁ ପିତୃ ପୁରୁଷଙ୍କ ଫଟୋ, ନଚେତ ଅନେକ ସମସ୍ୟା !

ସଂସାରରେ ଗୋଟିଏ ଜିନିଷ ହିଁ ସତ୍ୟ, ତାହା ହେଉଛି ଜନ୍ମ ଓ ମୃତୁ୍ୟ । ଯେତେବେଳେ କେହି ନିଜ ଲୋକ ଛାଡି ଚାଲିଯାଆନ୍ତି, ଆମେମାନେ ଦୁଃଖରେ ମ୍ରିୟମାଣ ହୋଇପଡୁ । ସେମାନେ ଦୁନିଆ ଛାଡି ଗଲା ପରେ ସେମାନଙ୍କ ସ୍ମୃତି କେବଳ ରହିଥାଏ । ଏହି କାରଣରୁ ଲୋକମାନେ ନିଜ ଲୋକଙ୍କ ଫଟୋକୁ ...