Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

Read more

ଆଜି ମାଆ ଦୁର୍ଗାଙ୍କ ସପ୍ତମୀ ପୂଜା

ଜଗତ ଜନନୀ ମା’ ଦୁର୍ଗାଙ୍କ ପୂଜା ପାଇଁ ଚଳଚଞ୍ଚଳ ସାରା ରାଜ୍ୟ। ଆଜି ମଣ୍ଡପରେ ମାଆଙ୍କ ମହା ସପ୍ତମୀ ପୂଜା। ପରମ୍ପରା ଅନୁଯାୟୀ, ଷଷ୍ଠୀରେ ମା’ଙ୍କର ବେଲବରଣୀ ପୂଜା କରାଯାଇଥାଏ। ଅର୍ଥାତ ବେଲ ଗଛ ନିକଟରେ ପୂଜା କରାଯାଇ ଘଟ ଆସି ମଣ୍ଡପରେ ରଖାଯାଇଥାଏ।  ବେଲ ଗଛରେ ମା’ ...
Read more

ପିଏମ୍ ସେତୁ ଅଧୀନରେ ବିକଶିତ ହେବ ରାଜ୍ୟର ୫ ଆଇଟିଆଇ

ଭୁବନେଶ୍ୱର,: ପିଏମ୍ ସେତୁ ଅଧୀନରେ ବିକଶିତ ହେବ ରାଜ୍ୟର ୫ ଆଇଟିଆଇ । ଏଥିପାଇଁ ୨୪୦ କୋଟି ୫୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବେ ସରକାର । କଟକ ସରକାରୀ ଆଇଟିଆଇ, ଚୌଦ୍ୱାରସ୍ଥିତ ମଧୁସୂଦନ ସରକାରୀ ଆଇଟିଆଇ ଏବଂ ପାରାଦୀପ, ଯାଜପୁର ଓ ଢେଙ୍କାନାଳସ୍ଥିତ ସରକାରୀ ଆଇଟିଆଇର ...
Read more

କୃଷକର ଫସଲ ଓ ଗରିବର ଥାଳିକୁ ଡବ୍ଲୁଟିଓ ନିୟମରୁ ସୁରକ୍ଷା ଦେଇଥିଲେ ମୋଦୀ: ସତ୍ୟବ୍ରତ ପଣ୍ଡା

ଭୁବନେଶ୍ୱର: :  ବିଶ୍ୱ ଖାଦ୍ୟ ଦିବସରେ ଭାରତର ୮୦ କୋଟିରୁ ଅଧିକ ଗରିବ ଓ ଅସହାୟ ଲୋକଙ୍କ ଖାଦ୍ୟ ସୁରକ୍ଷା ପଛରେ ଥିବା ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଐତିହାସିକ ବାଣିଜ୍ୟ କୂଟନୀତିକୁ ଦେଶ ମନେ ପକାଉଛି। ୨୦୧୪ରେ କ୍ଷମତାକୁ ଆସିବାର ମାତ୍ର ଦୁଇ ...
Read more

ବିରୁଡ଼ି ଆକ୍ରମଣ, ୧୫ ଆହତ

ଗଜପତି: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପାଟିପଙ୍କା ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗାଁ ନିକଟସ୍ଥ ଏକ କାଜୁ ବଗିଚାରେ କାମ କରୁଥିବା ସମୟରେ ହଠାତ୍ ବିରୁଡ଼ି ଆକ୍ରମଣ କରିବାରୁ ୧୫ ଜଣ ଗ୍ରାମବାସୀ ଗୁରୁତର ଭାବେ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ...
Read more

ସର୍ଟ ସର୍କିଟରୁ ଜଳିଗଲା ଚଳନ୍ତା ଟ୍ରକ୍

କେନ୍ଦୁଝର: ସର୍ଟ ସର୍କିଟରୁ ଜଳିଗଲା ଚଳନ୍ତା ଟ୍ରକ୍ । କେନ୍ଦୁଝର ଜିଲ୍ଲା ବମେବାରୀ ଥାନା ହେଶା ବେଡା ଗାଁ ନିକଟରେ ଲୁହା ପଥର ବୋଝେଇ କରିଯାଉଥିବା ବେଳେ ଟ୍ରକ୍‌ରେ ଲାଗିଗଲା ନିଆଁ । ଗତକାଲି ବିଳମ୍ବିତ ରାତିରେ ଲୁହାପଥର ବୋଝେଇ କରି ଯାଉଥିବା ବେଳେ ହଠାତ୍ ଗାଡିରୁ ଧୂଆଁ ...
Read more

ଉତ୍କଳ ବିଶ୍ବବିଦ୍ୟାଳୟରେ ଭାଙ୍ଗିଲା ବିଜେଡି ଗଡ଼

ଉତ୍କଳ ବିଶ୍ବବିଦ୍ୟାଳୟରେ ଭାଙ୍ଗିଲା ବିଜେଡି ଗଡ଼। ଲଗାତାର ଉତ୍କଳ କ୍ୟାମ୍ପସରେ ବିଜୟର ବାନା ଉଡ଼ାଉଥିବା ଛାତ୍ର ବିଜେଡିକୁ ଲାଗିଛି ଶକ୍ତ ଧକ୍କା। କୌଣସି ଗୋଟିଏ ବି ପଦବୀରେ ସଙ୍ଗଠନର ପ୍ରାର୍ଥୀ ବିଜୟୀ ହୋଇପାରି ନାହାନ୍ତି। ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ଭାବେ ...
Read more

ହାଇକୋର୍ଟର: ୧୯ରୁ ଛୁଟି, ୨୭ରେ ଖୋଲିବ

କଟକ: ଓଡ଼ିଶା ହାଇକୋର୍ଟର ଦଶହରା ଅବକାଶ ଆସନ୍ତା ୧୯ତାରିଖରୁ ଆରମ୍ଭ ହେବାକୁ ଯାଉଛି । ୧୭ ଓ ୧୮ ତାରିଖ ଯଥାକ୍ରମେ ଶନିବାର ଓ ରବିବାର କୋର୍ଟ ସ୍ୱାଭାବିକ ଭାବେ ବନ୍ଦ ରହୁଥିବାରୁ ଶୁକ୍ରବାର ହେଉଛି ଦଶହରା ପୂର୍ବ ଶେଷ କାର୍ଯ୍ୟ ଦିବସ । ଆସନ୍ତା ୨୭ ତାରିଖରେ କୋର୍ଟ ଖୋଲିବ । ...
Read more

ଟ୍ରଫ୍‌ ଲାଇନ ସକ୍ରିୟ: ଘଡ଼ଘଡ଼ି ବିଜୁଳି ସହିତ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର:ବିଦାୟନେଲା ମୌସୁମୀ। ଗୁରୁବାର ଓଡ଼ିଶା ସମେତ ସାରା ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ଦକ୍ଷିଣ ଭାରତରେ ଉତ୍ତର ପୂର୍ବ ମୌସୁମୀ ବାୟୁ ପ୍ରବେଶ କରିଛି। ଏଥିସହ ତାମିଲନାଡୁ ଉପକୂଳରୁ ଉତ୍ତର-ପୂର୍ବ ଓଡ଼ିଶା ...
Read more

ବିରୋଧୀମାନେ ରାଜନୀତିରେ, ଆମ ସରକାର ଓଡ଼ିଶାର ବିକାଶରେ ବ୍ୟସ୍ତ:ମୁଖ୍ୟମନ୍ତ୍ରୀ

ଯାଜପୁର : ରାଜ୍ୟରେ ଦ୍ୱିତୀୟ ଶିଳ୍ପ ବିପ୍ଲବର ସ୍ୱର୍ଣ୍ଣିମ ଅଧ୍ୟାୟ ଆରମ୍ଭ ହୋଇଛି। ଦୁଇ ବର୍ଷରୁ କମ୍ ସମୟ ମଧ୍ୟରେ ୧୫୧ଟି ପ୍ରକଳ୍ପର ଭୂମି ପୂଜନ କିମ୍ବା ଉଦ୍‌ଘାଟନ କରାଯାଇଛି। ଏଥିରେ ୩ ଲକ୍ଷ ୧୧ ହଜାର କୋଟିରୁ ଅଧିକ ପୁଞ୍ଜିନିବେଶ ହୋଇଥିବା ବେଳେ ଏହା ଦ୍ୱାରା ୨ ଲକ୍ଷ ...
Read more

ଜାନୁଆରୀ ୧୨ରୁ ବରଗଡ଼ ଧନୁଯାତ୍ରା

​​​​​​ବରଗଡ: ୨୦୨୭ ଜାନୁଆରୀ ୧୨ରୁ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । କଂସଙ୍କ ଶାସନରେ କମ୍ପିବ ମଥୁରା ନଗରୀ। ଧନୁଯାତ୍ରା ମହୋତ୍ସବ ସମିତି ତଥା ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି ...
Read more

ମୋଦୀଙ୍କ ୨୫ବର୍ଷର ନିରବଚ୍ଛିନ୍ନ ଜନସେବା ପାଇଁ ରାଜ୍ୟ କ୍ୟାବିନେଟରେ ସଂକଳ୍ପ ପାରିତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀର୍ଘ ୨୫ବର୍ଷର ସେବା, ସମର୍ପଣ ଓ ସଂକଳ୍ପକୁ ସମ୍ମାନ ଜଣାଇ  ରାଜ୍ୟ କ୍ୟାବିନେଟ୍ ବୈଠକରେ ଏକ ସଂକଳ୍ପ ପ୍ରସ୍ତାବ ପାରିତ ହୋଇଛି। ପ୍ରଧାନମନ୍ତ୍ରୀଙ୍କ 'ଇଣ୍ଡିଆ ଫାଷ୍ଟ' ନୀତି, ଅନ୍ତ୍ୟୋଦୟ ଭାବନା ଓ ବିକଶିତ ଭାରତର ପରିକଳ୍ପନା ...
Read more

୧୦ ଜିଲାରୁ ଫେରିଗଲା ମୌସୁମୀ

ଭୁବନେଶ୍ୱର: ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁପ୍ରତ୍ୟାହାର ଜାରି ରହିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ୧୦ ଜିଲାରୁ ମୌସୁମୀ ବାୟୁ ସଂପୂର୍ଣ୍ଣ ବିଦାୟ ନେଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ...
Read more

୧୪ରେ ବସିବ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ

ପୁରୀ: ଆସନ୍ତା ୧୪ରେ ବସିବ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ।  ଶ୍ରୀମନ୍ଦିର ସଦର କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହେବ । ଅପରାହ୍ଣ ୫ଟାରୁ  ହେବାକୁ ଥିବା ଏହି ବୈଠକରେ ସମସ୍ତ ସେବାୟତ ନିଯୋଗ ପ୍ରତିନିଧି ଉପସ୍ଥିତ  ରହିବା ସହ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ...
Read more

ବିଜେବି କଲେଜ ସଭାପତି ପ୍ରାର୍ଥୀଙ୍କୁ ମାଡ, ଥାନାରେ ଏତଲା

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ଭିତରେ ପ୍ରାକ୍ ନିର୍ବାଚନୀ ହିଂସା ଆରମ୍ଭ ହୋଇଛି । ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ସଭାପତି ପ୍ରାର୍ଥୀ ଆର୍ଯ୍ୟନ ମହାପାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ପିପିଲି ପଦା ପଡି଼ଆରେ ଭୋଜିଭାତ ଚାଲିଥିବା ବେଳେ ଏକ ...
Read more

ଜୁଆ ଆଡ୍ଡାରେ ରେଡ୍, ୭୦ ଗିରଫ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଉପକଣ୍ଠ ଦେବିତି ଗାଁରେ ଚାଲିଥିଲା ଏକ ବଡ଼ଧରଣର ଜୁଆ ଆଡ୍ଡା । କେବଳ ପାରଳା ସହର ନୁହେଁ, ଗଜପତି ଜିଲ୍ଲା ଏବଂ ଓଡ଼ିଶାର ବିଭିନ୍ନ ସ୍ଥାନ  ସମେତ ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ଆସି ଲୋକମାନେ ଏଥଇରେ ସାମିଲ  ହେଉଥିଲେ । ଏହାର ...
Read more

ରାଜନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍‌ଦାର ଗିରଫ

ଭୁବନେଶ୍ୱର: ମହିଳାଙ୍କୁ ସୁରକ୍ଷା ବଦଳରେ ଇଜ୍ଜତ ଲୁଟୁଛି ପୋଲିସ। ଖୋଦ୍‌ ଜଣେ ରାଜନେତ୍ରୀଙ୍କୁ ୬ ମାସ ହେବ ଯୌନ ନିର୍ଯାତନା ଦେଉଥିଲେ ପୋଲିସ କର୍ମଚାରୀ। ରାତି ହେଲେ ମହିଳାଙ୍କୁ ହ୍ବାଟ୍ସଆପ୍‌ରେ ଭିଡିଓ କଲ୍‌ କରି ଉଲଗ୍ନ ହେବାକୁ ବାଧ୍ୟ କରୁଥିଲେ। ନ ହେଲେ ମାମଲା ...