Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

T20 WORLDCUP

ମୁଖ୍ୟ ଖବର

Read more

ଆଇସିସିର ବଡ଼ ଘୋଷଣା, କରୋନା ସଂକ୍ରମିତ ଖେଳାଳି ଖେଳି ପାରିବେ ମ୍ୟାଚ

ଟି-୨୦ ବିଶ୍ୱକପ୍‌ ଅଷ୍ଟ୍ରେଲିଆରେ ଆରମ୍ଭ ହୋଇଯାଇଛି। ଏଥର ଟୁର୍ଣ୍ଣାମେଣ୍ଟରେ ଅନେକ କିଛି ପରିବର୍ତ୍ତନ ହୋଇଥିବାର ନଜର ଆସିବ। ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ (ICC ) କରୋନା ସମ୍ବନ୍ଧୀୟ ପ୍ରସଙ୍ଗରେ ସବୁଠାରୁ ବଡ଼ ପରିବର୍ତ୍ତନ କରିଛି। ଯେବେଠାରୁ କରୋନା ଆସିଛି, ...
Read more

ଟି-୨୦ ବିଶ୍ୱକପ: ୟୁଏଇକୁ ୩ ୱିକେଟରେ ହରାଇଲା ନେଦରଲ୍ୟାଣ୍ଡ

ଟି-୨୦ ବିଶ୍ୱକପ୍ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚରେ ନାମ୍ବିଆ ଠାରୁ ଶ୍ରୀଲଙ୍କା ହାରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ନେଦରଲାଣ୍ଡ ଠାରୁ ହାରିଛି ୟୁଏଇ । ନେଦରଲାଣ୍ଡ ୩ ୱିକେଟରେ ମ୍ୟାଚ୍ ଜିତିଛି । ପ୍ରଥମେ ବ୍ୟାଟିଂ କରି ୟୁଏଇ ୨୦ ଓଭରରେ ୮ ୱିକେଟ ହରାଇ ୧୧୧ ରନ୍ କରିଥିଲା । ...
Read more

ଆଜିଠୁ ଆରମ୍ଭ ବିଶ୍ୱକପ ଟି-ଟ୍ୱେଣ୍ଟି ମହାସମାରହ

କ୍ରିକେଟର ତିନୋଟି ଫର୍ମାଟ ମଧ୍ୟରୁ  ଟି-ଟ୍ୱେଣ୍ଟି  ଲୋକପ୍ରିୟ ସର୍ବାଧିକ । ପ୍ରତି ମୁହୂର୍ତ୍ତରେ ଛକା ,ଚୌକାର ବର୍ଷା । ଓଭରର ପ୍ରତି ବୋଲକୁ ନେଇ ହିଏ ଅଙ୍କ କଷା । ସୀମିତ ସମୟ ମଧ୍ୟରେ ଦର୍ଶକ ଟି-ଟ୍ୱେଣ୍ଟିରୁ ଭରପୁର ରୋମାଞ୍ଚ ନେଇଥାନ୍ତି । ତେଣୁ ଖୁବ ଅଳ୍ପ ବର୍ଷ ...
Read more

ଦ. ଆଫ୍ରିକା ଦଳରେ ଜାନସେନ

ଜୋହାନ୍ୱବର୍ଗ : ଆହାତ ଅଲରାଉଣ୍ଡର ଡ୍ୱେନ ଫ୍ରିଟୋରିୟସଙ୍କ  ସ୍ଥାନରେ ଆଜି ବାମହାତି ପେସ ବୋଲର ମାର୍କୋ ଜାନସେନ ଦକ୍ଷିଣ ଆଫ୍ରିକା ବିଶ୍ୱକପ  ଦଳରେ ସ୍ଥାନ ପାଇଛନ୍ତି । ପୂର୍ବରୁ ସେ ଅତିରିକ୍ତ ଖେଳାଳି ଭାବରେ ସେ ଦଳରେ ସାମିଲ ଥିଲେ । ଜାମସେନ ମୁଖ୍ୟ ଦଳରେ ସୁଯୋଗ ...
Read more

ଆଇସିସି ଟ୍ବେଣ୍ଟି୨୦ ବିଶ୍ବକପ:ଦୀପକ ଚହର ଅଷ୍ଟ୍ରେଲିଆ ଗସ୍ତରୁ ବାଦ୍‌

ନୂଆଦିଲ୍ଲୀ  : ଅଷ୍ଟ୍ରେଲିଆରେ  ଆଇସିସି ଟ୍ବେଣ୍ଟି୨୦ ବିଶ୍ବକପର ଅଷ୍ଟମ ସଂସ୍କରଣ ଆରମ୍ଭ ହେବାକୁ ଥିବାବେଳେ ଭାରତୀୟ ଦଳର ଆହତ ସମସ୍ୟା ପିଛା ଛାଡୁନି। ପୂର୍ବରୁ ଆହତ ପାଇଁ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଓ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ବାଦ୍‌ ପଡିଥିଲେ। ...
Read more

ଟି-୨୦ ବିଶ୍ବକପ୍‌: ଭାରତୀୟ ଟିମ୍‌ର ଅଷ୍ଟ୍ରେଲିଆ ଗସ୍ତ

ନୂଆଦିଲ୍ଲୀ: ଅକ୍ଟୋବର ୧୬ରେ ବାଜିବ ଟି-୨୦ ବିଶ୍ବକପ୍‌ର ବିଗୁଲ। ନିଜର ସମସ୍ତ ପ୍ରସ୍ତୁତିକୁ ସାରି ସବୁ ଟିମ୍‌ ଏବେ ଅଷ୍ଟ୍ରେଲିଆ ମାଟିରେ ପହଞ୍ଚୁଛନ୍ତି। ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଭାରତୀୟ ଟିମ୍‌ ଗୁରୁବାର ସକାଳୁ ସକଳୁ ଟି-୨୦ ବିଶ୍ବକପ୍‌ ପାଇଁ ...
Read more

ଟି-୨୦ ବିଶ୍ୱକପରୁ ବାଦ ପଡିଲେ ବୁମରା

 ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ପୂର୍ବରୁ ଭାରତକୁ ବଡ ଝଟକା । ଟିମ ଇଣ୍ଡିଆର ଦକ୍ଷ ଦ୍ରୁତ ବୋଲର ଯଶପ୍ରିତ ବୁମରା ବିଶ୍ୱକପ ଦଳରୁ ବାଦ ପଡିଛନ୍ତି । ପିଠିରେ ଆଘାତ ଲାଗିବା କାରଣରୁ ତାଙ୍କୁ ବିଶ୍ୱକପରୁ ଓହରିବାକୁ ପଡିଛି । ଅଷ୍ଟ୍ରେଲିଆ ବିପକ୍ଷରେ ସେ ଦଳକୁ ଫେରିଥିଲେ । ପରେ ...
Read more

ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ : ବିଜେତା ଦଳକୁ ମିଳିବ ୧୩ କୋଟି

ଦୁବାଇ : ଅଷ୍ଟ୍ରେଲିଆରେ ଆସନ୍ତା ଅକ୍ଟୋବର ୧୬ରୁ ନଭେମ୍ବର ୧୩ ପର୍ୟ୍ୟନ୍ତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ ଖେଳାଯିବ। ଉକ୍ତ ଟୁର୍ଣ୍ଣାମେଣ୍ଟର ବିଜେତା ଦଳକୁ ୟୁଏସ୍‌ଡି ୧.୬ ମିଲିୟନ ଡଲାର (ଭାରତୀୟ ମୁଦ୍ରରେ ୧୩କୋଟି ) ଟଙ୍କା ମିଳିବ । ଏ ନେଇ ଆଇସିସି ପରିଚାଳନା ପରିଷଦ ...