Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

Read more

ଶ୍ରଦ୍ଧାଳୁଙ୍କ ଉପରେ ମାଡିଗଲା ଟ୍ରକ, ୧୨ ମୃତ

ନୂଆଦିଲ୍ଲୀ: କୋଲକାତା ଦୁର୍ଗାପୂଜା ମଣ୍ଡପ ଦଳାଚକଟା ଭିତରେ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶ ଗ୍ବାଲିୟରରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୧୨ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ୨୯ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆଜି ଭୋରୁ ଶୀତଳା ...
Read more

ମଣ୍ଡପରେ ଦଳାଚକଟା ଟ୍ରାଜେଡି; ୭ ଗିରଫ

କୋଲକାତା; ପଶ୍ଚିମବଙ୍ଗ ରାଜଧାନୀ ଉତ୍ତର କୋଲକାତାରେ ଦୁର୍ଗପୂଜା ମହୋତ୍ସବରେ ହୃଦୟବିଦାରକ ଅଘଟଣ ଘଟିଛି । ଚୋରବାଗାନର ଦୁର୍ଗା ପୂଜା ମଣ୍ଡପରେ ଦଳାଚକଟାରେ ୧୯ ଜଣଙ୍କର ମୃତ୍ୟୁ ଘଟିଛି । ୩୦ ଜଣ ଆହତ ହୋଇଛନ୍ତି । କୋଲକାତା ପୁଲିସ ହତ୍ୟା ମାମଲା ରୁଜୁ କରିଛି ଏବଂ ...
Read more

ପ୍ରେସ ସଚିବଙ୍କୁ ହଟାଇଲେ ଟ୍ରମ୍ପ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମାତ୍ର ୫ ଦିନ ଭିତରେ ତାଙ୍କର ନୂଆ ପ୍ରେସ୍ ସଚିବ କେଟି ଜାକାରିଆଙ୍କୁ ପଦରୁ ହଟାଇ ଦେଇଛନ୍ତି। ଜାକାରିଆ ସୋମବାର କାର୍ଯ୍ୟଭାର ଗ୍ରହଣ କରିଥିଲେ। ହ୍ୱାଇଟ୍ ହାଉସ୍‌ର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଟ୍ରମ୍ପ ...
Read more

ପିନାରାଇ ବିଜୟନ୍‌ଙ୍କୁ ଇଡି ସମନ

ତିରୁଅନନ୍ତପୁରମ୍‌: କେରଳ ବିରୋଧୀ ଦଳ ନେତା ପିନାରାଇ ବିଜୟନ୍‌ଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ତରଫରୁ ସମନ ଜାରି କରାଯାଇଛି। କୋଚିନ୍‌ ମିନେରାଲ ଓ ରୁଟାଇଲ ଲିମିଟେଡ୍‌(ସିଏମ୍‌ଆରଏଲ)ରେ ବେଆଇନ ଅର୍ଥ କାରବାରରେ ବିଜୟନ୍‌ଙ୍କ ସଂପୃକ୍ତି ଥିବା ଅଭିଯୋଗରେ ...
Read more

ଇଣ୍ଟରନେଟ୍ ବ୍ୟବହାର ମୌଳିକ ଅଧିକାର : ସୁପ୍ରିମକୋର୍ଟ

 ସୁପ୍ରିମକୋର୍ଟ କହିଛନ୍ତି ଯେ, ଇଣ୍ଟରନେଟ୍ ବ୍ୟବହାର ପ୍ରତ୍ୟେକ ବ୍ୟକ୍ତିଙ୍କର ଏକ ମୌଳିକ ଅଧିକାର। ଏହି ଅଧିକାର ଶିଶୁମାନଙ୍କ ପାଇଁ ମଧ୍ୟ ପ୍ରୟୋଜ୍ୟ। ସେମାନଙ୍କୁ ଇଣ୍ଟରନେଟ୍‌ରୁ ସମ୍ପୂର୍ଣ୍ଣ ଭାବେ ବଞ୍ଚିତ କରିବା ଠିକ୍ ନୁହେଁ। ବେଞ୍ଚ କହିଛନ୍ତି ଯେ, ...
Read more

ନରମିଲେ ଟ୍ରମ୍ପ, ଭାରତ ଉପରେ କମିବ ଟାରିଫ୍

ନୂଆଦିଲ୍ଲୀ:  ଟାରିଫକୁ ନେଇ ନରମିଲେ ଟ୍ରମ୍ପ । ଭାରତ ଉପରେ କମିବ ଟାରିଫ୍ ! ୧୦୦ ପ୍ରତିଶତ ଶୁଳ୍କ ଲାଗିବନି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସ୍ୱତନ୍ତ୍ର ଆଦେଶ ଜାରି କରିଛନ୍ତି ।ଯେଉଁଥିରେ ଭାରତ ସମେତ ୫ ଦେଶ ଯିଏକି ଋଷଠାରୁ ତେଲ ଏବଂ ଗ୍ୟାସ୍ କିଣୁଛନ୍ତି ...
Read more

ପୋଲରୁ ଖସିଲା ମିନିବସ୍‌, ୮ ମୃତ

ନୂଆଦିଲ୍ଲୀ:  ରାଜସ୍ଥାନ କୋଟାରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ନୟନ୍ତ୍ରଣ ହରାଇ  ପୋଲ ଉପରୁ ଖସିପଡ଼ିଲା ବସ୍ । ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି  ।  ମଧ୍ୟପ୍ରଦେଶରୁ ...
Read more

୨ ଆତଙ୍କବାଦୀ ନିହତ

କୁପୱାଡା: ଜମ୍ମୁ-କାଶ୍ମୀରରେ ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ସେନାକୁ ମିଳିଛି ବଡ଼ ଧରଣର ସଫଳତା। କୁପଓ୍ବାଡାରେ ଶନିବାର ଭୋର ପ୍ରାୟ ୩ଟା ୩ ୦ ମିନିଟ୍‌ରେ କୈରନ୍ ସେକ୍ଟରର ଜୁମାଗୁଡ ଅଞ୍ଚଳରେ ଏହି ସଂଘର୍ଷ ହୋଇଥିଲା। ଏଥିରେ ଦୁଇ ଆତଙ୍କବାଦୀ ...
Read more

ଗୋଟିଏ ପରିବାରର ୫ଜଣଙ୍କ ସନ୍ଦେହଜନକ ମୃତ୍ୟୁ

ଗ୍ରେଟର ନଏଡା: ରାବୁପୁରା ଥାନା ଅଧୀନସ୍ଥ ନାଗଲା ଶ୍ରୀଗୋପାଳ ଗ୍ରାମରେ ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟ ସ୍ବାମୀ, ସ୍ତ୍ରୀ ଏବଂ ସେମାନଙ୍କର ତିନି ସନ୍ତାନମୃତ୍ୟୁବରଣ କରିଛନ୍ତି। ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ...
Read more

ଆମେରିକାରେ କାମ ଛାଡ଼ିଲେ ୩୦ ହଜାର ଭାରତୀୟ ଶ୍ରମିକ

ୱାଶିଂଟନ : ଆମେରିକାରେ ଭୟରେ କାଳ କାଟୁଛନ୍ତି ଭାରତୀୟ। ଏହି ଭୟ ଯୋଗୁଁ କାଲିଫର୍ଣ୍ଣିଆରେ ପ୍ରାୟ ୩୦ ହଜାର ଭାରତୀୟ ଶ୍ରମିକଙ୍କୁ ଚାଷ କାମ ଛାଡ଼ିବାକୁ ପଡ଼ିଛି। ଅଧିକାଂଶ ଶ୍ରମିକଙ୍କ ପାଖରେ ଆମେରିକାରେ ରହିବାକୁ ଓ କାମ କରିବାକୁ ସବୁ ପ୍ରମାଣପତ୍ର ନ ଥିବାରୁ ଏହି ...
Read more

ଶିକ୍ଷକଙ୍କ ସମେତ ଅନ୍ୟମାନେ ବି କରିବେ ଜନଗଣନା କାର୍ଯ୍ୟ

ନୂଆଦିଲ୍ଲୀ : ଏଣିକି ଜନଗଣନା କାର୍ଯ୍ୟରେ କେବଳ ଶିକ୍ଷକମାନଙ୍କୁ ନିଯୁକ୍ତ କରାଯିବ ନାହିଁ। ବ୍ୟାଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କିରାଣି ଓ ଅଧିକାରୀଙ୍କୁ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ କରାଯିବ। ଏପରି କି ବେସରକାରୀ ସଂସ୍ଥାର ...
Read more

ଲାଲକୃଷ୍ଣ ଆଡୱାଣୀ ଅସୁସ୍ଥ

ନୂଆଦିଲ୍ଲୀ : ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ୱାଣୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। ଛାତି ସଂକ୍ରମଣ ହେବାରୁ ତାଙ୍କୁ ଶୁକ୍ରବାର ସନ୍ଧ୍ୟାରେ ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ...
Read more

ପେଟ୍ରୋଲ ଓ ଡିଜେଲ ରପ୍ତାନି ଉପରେ ଲାଗୁ ୱିଣ୍ଡଫଲ୍ ଟ୍ୟାକ୍ସରେ ପରିବର୍ତ୍ତନ

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ରପ୍ତାନି ଉପରେ ଲାଗୁ ହେଉଥିବା ୱିଣ୍ଡଫଲ୍ ଟ୍ୟାକ୍ସରେ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର। ଗୁରୁବାର ବିଳମ୍ବିତ ରାତିରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ପେଟ୍ରୋଲ ରପ୍ତାନି ଉପରେ ଟିକସ ପରିମାଣ ଲିଟର ପିଛା ୦.୫୦ ଟଙ୍କାରୁ ...
Read more

ବୋନସ ଘୋଷଣା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ କର୍ମଚାରୀଙ୍କୁ ୩୦ ଦିନର ‘ନନ-ପ୍ରଡକ୍ଟିଭିଟି ଲିଙ୍କଡ’ (ଆଡ-ହକ) ବୋନସ ପ୍ରଦାନ ପାଇଁ ଅନୁମୋଦନ ଦେଇଛନ୍ତି। ଏହି ବୋନସର ହିସାବ ମାସିକ ୭,୦୦୦ ଟଙ୍କାର ଦରମା ସୀମା ଆଧାରରେ କରାଯାଏ। ଅର୍ଥାତ୍‌ ...
Read more

ଷ୍ଟାରଲିଙ୍କ ବିବାଦରେ ଏଲନ ମସ୍କଙ୍କୁ ଜବାବ ଦେଲା ରିଲିଆନ୍ସ

ମୁମ୍ବାଇ: ଏଲନ ମସ୍କଙ୍କ ଷ୍ଟାରଲିଙ୍କ୍‌ ବିବାଦରେ ଜବାବ ଦେଇଛି ରିଲିଆନ୍ସ ଇଣ୍ଡଷ୍ଟ୍ରିଜ୍‌ । ‘କମ୍ପାନୀ କଦାପି ନିଜ ପ୍ରତିଯୋଗୀକୁ ନେଇ ଡରେ ନାହିଁ । ବଂର ସେମାନଙ୍କୁ ସ୍ବାଗତ କରୁଛୁ ।’ ଆଜି(ଶୁକ୍ରବାର) ରିଲିଆନ୍ସ ଇଣ୍ଡଷ୍ଟ୍ରିଜ୍‌ ପକ୍ଷରୁ ନେଇ ବିବୃତ୍ତି ...
Read more

ସିଇସିଙ୍କୁ ସରକାର ସୁରକ୍ଷା ଦେଉଛନ୍ତି: ଅଭିଜିତ

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କୁ ନରେନ୍ଦ୍ର ମୋଦୀ ସରକାର ସୁରକ୍ଷା ଦେଉଛନ୍ତି। ଜ୍ଞାନେଶଙ୍କ ସୁରକ୍ଷା ପାଇଁ ସରକାର ଦେଶର ରାଜଧାନୀ ଦିଲ୍ଲୀକୁ ଏବେ ଭାରତ-ପାକିସ୍ତାନ ସୀମାରେ ପରିଣତ କରିଦେଇଛନ୍ତି ବୋଲି କକ୍ରୋଚ ଜନତା ପାର୍ଟିି ...