Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

UTKAL DIVAS

ମୁଖ୍ୟ ଖବର

Read more

ଓଡ଼ିଶା ପ୍ରଦେଶର ମହାନ ଜନନାୟକ ରାଜା କୃଷ୍ଣ ଚନ୍ଦ୍ର ଗଜପତି

ଭୁବନେଶ୍ୱର: ପାରଳା ମହାରାଜା, ଭାଷା ଆନ୍ଦୋଳନର ପୁରୋଧା, ପ୍ରଜାବତ୍ସଳ, ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ମହାରାଜା କୃଷ୍ଣଚ଼ନ୍ଦ୍ର ଗଜପତି ନାରାୟଣ ଦେବ । ମହାରାଜା କୃଷ୍ଣଚ଼ନ୍ଦ୍ର ଗଜପତି ୧୮୯୨ ମସିହା ଅପ୍ରେଲ ୨୬ ତାରିଖ ରେ ପାରଳାଖେମୁଣ୍ଡି ରେ ଜନ୍ମଗ୍ରହଣ କରିଥିଲେ । ...
Read more

ଉତ୍କଳ ଦିବସ, ଇତିହାସ କୁହେ ଓଡିଆ ବୀରର ଗଥା

ଭୁବନେଶ୍ୱର : ପ୍ରାୟ ପାଂଚ ଶହ ବର୍ଷର ସଂଘର୍ଷ । ସୀମାହୀନ, ଜାତିହୀନ ଓ ଭାଷାହୀନ ଅବସ୍ଥାରେ ଖଣ୍‌ତ-ବିଖଣ୍ଡିତ ହୋଇ ରହିବା ପରେ, ଏହି ଦିନରେ ଓଡ଼ିଶା ଏକତ୍ର ହୋଇଥିଲା । ଏକଦା ନିଜର କଳା-ସଂସ୍କୃତି, ଭାଷା-ସାହିତ୍ୟ, ବାଣିଜ୍ୟ-ବ୍ୟବସାୟ ଓ ସାମାଜିକ-ସାମରିକ ପରମ୍ପରା ପାଇଁ ...
Read more

ଉତ୍କଳ ଦିବସ: ଏହି ମହାପୁରୁଷଙ୍କ ପାଇଁ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠନ ହୋଇଥିଲା, ସେ ଥିଲେ ସବୁଥିରେ ପ୍ରଥମ

ଭୁବନେଶ୍ୱର: ମଧୁବାବୁ ନାମରେ ମଧ୍ୟ ଜଣାଶୁଣା । ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା, ଲେଖକ ଓ କବି ଥିଲେ  । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ...
Read more

ଏମିତି ଥିଲା ୧୯୩୬ ମସିହା ଏପ୍ରିଲ୍‌ ୧

ଭୁବନେଶ୍ୱର : ୧୯୩୬ରୁ ଏପ୍ରିଲ୍‌ ୧ ତାରିଖକୁ ଉତ୍କଳ ଦିବସ ବୋଲି ପାଳନ କରଯାଇଥାଏ  । ଏହି ଦିନ ନୂଆ ରାଜ୍ୟ ଭାବେ ଉତ୍କଳ ଗଠନ ହୋଇଥିଲା  । କେହି କେହି ଏହାକୁ ଓଡ଼ିଶା ଦିବସ ବୋଲି ମଧ୍ୟ କହିଥାନ୍ତି  । ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡ଼ିଶା ଭାରତର ପ୍ରଥମ ...
Read more

ଉତ୍କଳ ଦିବସ : ମନେ ପଡ଼ନ୍ତି ସେହି ଓଡ଼ିଆ ପୁଅ

ଭୁବନେଶ୍ୱର: ୧୮୭୭ ମସିହା ଅକ୍ଟୋବର ମାସ ୯ ତାରିଖରେ ପିତା ଦୈତାରି ଦାସ ଓ ମାତା ସ୍ୱର୍ଣ୍ଣମୟୀ ଦେବୀଙ୍କ ସନ୍ତାନ ଭାବେ ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଗୋପବନ୍ଧୁ ଦାସ । ତାଙ୍କୁ ଖୁବ ଅଳ୍ପ ବୟସ ହୋଇଥିବା ବେଳେ ତାଙ୍କ ମାତାଙ୍କର ମୃତ୍ୟୁ ...
Read more

କାହିଁକି ପାଳନ କରାଯାଏ ଉତ୍କଳ ଦିବସ ?

ଭୁବନେଶ୍ୱର: ୧୯୩୬ରୁ ଏପ୍ରିଲ୍‌ ୧ ତାରିଖକୁ ଉତ୍କଳ ଦିବସ ବୋଲି ପାଳନ କରାଯାଇଥାଏ  । ଏହି ଦିନ ନୂଆ ରାଜ୍ୟ ଭାବେ ଉତ୍କଳ (ଓଡିଶା) ଗଠନ ହୋଇଥିଲା  । କେହି କେହି ଏହାକୁ ଓଡ଼ିଶା ଦିବସ ବୋଲି ମଧ୍ୟ କହିଥାନ୍ତି  । ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡ଼ିଶା ଭାରତର ...
Read more

ଓଡ଼ିଆଙ୍କ ପାଇଁ ଉତ୍କଳ ଦିବସ..

ଭୁବନେଶ୍ୱର: ୧୯୩୬ ଅପ୍ରେଲ ୧ ତାରିଖ ଦିନ ଏକ ରାଜ୍ୟ ଭାବେ ନବଗଠିତ ହେବା ସ୍ମୃତିରେ ଅପ୍ରେଲ ମାସ ୧ ତାରିଖ ଦିନ ଉତ୍କଳ ଦିବସ (ଓଡ଼ିଶା ଦିବସ) ପାଳନ କରାଯାଇଥାଏ  । ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ  । ୧୫୬୮ରେ ଶେଷ ରାଜା ମୁକୁନ୍ଦ ଦେବଙ୍କ ...