Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

Read more

ଅଧିନାୟକ ପଦ ଛାଡିଲେ ହରମନପ୍ରୀତ

ନୂଆଦିଲ୍ଲୀ : ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ପଦ ଛାଡିଛନ୍ତି। ସେ ମଙ୍ଗଳବାର ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ଏହା ଘୋଷଣା କରିଛନ୍ତି। ସ୍ମୃତି ମନ୍ଧାନା ନୂତନ ଅଧିନାୟକ ଭାବରେ ହରମନପ୍ରୀତଙ୍କ ସ୍ଥାନ ନେବେ ବୋଲି ଆଶା ...
Read more

ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ ହରାଇ ଭାରତର ଦମଦାର ବିଜୟ ...
Read more

ଏସୀୟ କ୍ରୀଡା: ପାକିସ୍ତାନ ଆଗରେ ୨୧୨ ଟାର୍ଗେଟ

ନୂଆଦିଲ୍ଲୀ : ୨୦୨୬ ଏସୀୟ କ୍ରୀଡାର ପୁରୁଷ କ୍ରିକେଟ ଫାଇନାଲରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେଉଛନ୍ତି। ଏସୀୟ କ୍ରୀଡାରେ ପୁରୁଷ କ୍ରିକେଟରେ ଏହି ଦୁଇ ଦଳ ପ୍ରଥମ ଥର ପାଇଁ ମୁହାଁମୁହିଁ ହେଉଛନ୍ତି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ମ୍ୟାଚ୍ ର ଦୀର୍ଘକାଳୀନ ...
Read more

ଓଡ଼ିଶା ଟି୨୦ ଲିଗ୍‌: ସମ୍ବଲପୁରକୁ ହରାଇ କେନ୍ଦୁଝର ମାଇନର୍ସ ଚାମ୍ପିଅନ୍

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ବୁଧବାର ଭାରତ ମସଲା ଓଡ଼ିଶା ଟି୨୦ ଲିଗ୍‌ ସିଏମ୍‌ ଟ୍ରଫିର ଫାଇନାଲ୍‌ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ସମ୍ବଲପୁର ୱାରିୟର୍ସକୁ ୯ ୱିକେଟ୍‌ରେ ପରାସ୍ତ କରି କେନ୍ଦୁଝର ମାଇନର୍ସ ଚାମ୍ପିଅନ୍‌ ହୋଇଛି। ମ୍ୟାଚରେ ଉଭୟ ବ୍ୟାଟିଂ ଓ ...
Read more

ଭାରତ-ୱେଷ୍ଟଇଣ୍ଡିଜ୍ ସିରିଜ୍‌: ଗୌହାଟୀରେ ଭାରତର ବଡ଼ ବିଜୟ

ଚଳିତ ଭାରତ-ୱେଷ୍ଟ ଇଣ୍ଡିଜ୍ ଦିନିକିଆ କ୍ରିକେଟ ଶୃଙ୍ଖଳାରେ ଆଜି ଭାରତ ବୃହତ ବିଜୟ ହାସଲ କରିଛି । ୱେଷ୍ଟ ଇଣ୍ଡିଜ୍‌କୁ ୮ ୱିକେଟରେ ପରାସ୍ତ କରି ଭାରତ ଏହି ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ ଲାଭ କରିଛି । ଗୌହାଟୀରେ ଅନୁଷ୍ଠିତ ଏହି ଦିବାରାତ୍ରୀ ମ୍ୟଚରେ ପ୍ରଥମେ ବ୍ୟାଟିଂ କରି ...
Read more

ସୁଟିଂରେ ଆଉ ଏକ ରୌପ୍ୟ

ଜାପାନର ଆଇଚି-ନାଗୋୟା ଠାରେ ଚାଲିଥିବା ଏସିଆନ୍ ଗେମ୍ସରେ ମଙ୍ଗଳବାର ସୁଟିଂରେ ଭାତରକୁ ଆଉ ଏକ ରୌପ୍ୟ ପଦକ ମିଳିଛି । ମହିଳାଙ୍କ 'ଟ୍ରାପ୍ ଟିମ୍' ଇଭେଣ୍ଟରେ ନୀରୁ, ଆଶିମା ଅହଲାୱାତ ଏବଂ ମନିଷା କୀର ରୌପ୍ୟ ପଦକ ହାସଲ କରିଛନ୍ତି। ଏହାକୁ ମିଶାଇ ଭାରତର ପଦକ ସଂଖ୍ୟା ୪୬କୁ ...
Read more

ମହିଳା କବାଡିରେ ଭାରତ ଆଣିଲା ସ୍ୱର୍ଣ୍ଣ ପଦକ

ନାଗୋୟା : ପୁଣି ଭାରତ ଆଣିଲା ସୁନା। ଭାରତ କବାଡିରେ ସ୍ୱର୍ଣ୍ଣ ପଦକ ଜିତିଛି। ଭାରତୀୟ ମହିଳା କବାଡି ଦଳ ଏସୀୟ କ୍ରୀଡା ୨୦୨୬ରେ ଜିତିଲେ ସ୍ୱର୍ଣ୍ଣ ପଦକ। ଫାଇନାଲରେ ଇରାନକୁ ୩୭-୩୪ରେ ପରାସ୍ତ କରିଛନ୍ତି। ଏହି ଏସୀୟ କ୍ରୀଡାରେ ଏହା ଭାରତର ତୃତୀୟ ସ୍ୱର୍ଣ୍ଣ ପଦକ। ଏସୀୟ ...
Read more

ମୀରାବାଇ ଚାନୁ ଜିତିଲେ ରୌପ୍ୟ ପଦକ

ନୂଆଦିଲ୍ଲୀ : ଭାରତର ପ୍ରସିଦ୍ଧ ତଥା ଷ୍ଟାର ଭାରୋତ୍ତୋଳକ ମୀରାବାଇ ଚାନୁ ଏସୀୟ କ୍ରୀଡ଼ାରେ ଇତିହାସ ସୃଷ୍ଟି କରିଛନ୍ତି। ସେ ମହିଳା ୪୯ କିଲୋଗ୍ରାମ ଇଭେଣ୍ଟରେ ମୋଟ ୧୯୮ କିଲୋଗ୍ରାମ ଭାର ଉଠାଇ ରୌପ୍ୟ ପଦକ ଜିତିଛନ୍ତି। ଏହା ମୀରାବାଇଙ୍କ ପ୍ରଥମ ଏସୀୟ କ୍ରୀଡ଼ା ପଦକ। ଏହା ...
Read more

ଓଡ଼ିଶା ଟି-୨୦ ଲିଗ୍ ସିଏମ୍ ଟ୍ରଫି ୨୦୨୬ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶାର କ୍ରୀଡ଼ା ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି।କଟକର ଐତିହାସିକ ବାରବାଟୀ ଷ୍ଟାଡିଅମଠାରେ ‘ଓଡ଼ିଶା ଟି-୨୦ ଲିଗ୍ ସିଏମ୍ ଟ୍ରଫି ୨୦୨୬’ର  ଶୁଭାରମ୍ଭ ହୋଇଯାଇଛି ।ମୁଖ୍ୟମନ୍ତ୍ରୀ ଟ୍ରଫିରେ ଫୁଟବଲ, ଖୋ-ଖୋ, କବାଡ଼ି ଓ ଭଲିବଲ ପରେ ଏବେ ...
Read more

ଆଜିଠାରୁ ଏସୀୟ କ୍ରୀଡ଼ାର ବିଂଶତମ ସଂସ୍କରଣ

ନାଗୋୟା: ବିଶ୍ବର ଅନ୍ୟତମ ସର୍ବବୃହତ କ୍ରୀଡ଼ା ମହାକୁମ୍ଭ ଏସୀୟ କ୍ରୀଡ଼ାର ବିଂଶତମ ସଂସ୍କରଣ -୨୦୨୬ର ଉଦ୍‌ଘାଟନୀ ଉତ୍ସବ ଶନିବାର ସନ୍ଧ୍ୟାରେ ଜାପାନର ନୋଗୋୟା ମିଜୁହୋ ଷ୍ଟାଡ଼ିୟମରେ ଆୟୋଜିତ ହେବ। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଉକ୍ତ ପ୍ରତିଯୋଗିତା ...
Read more

୩୦ ବଲ୍‌ରୁ ଅଭିଷେକଙ୍କ ଶତକ

ନୂଆଦିଲ୍ଲୀ: ଅଭିଷେକ ଶର୍ମାଙ୍କ ଧୂଆଁଧାର ଶତକ ବଲ୍‌ରେ ଭାରତୀୟ ଦଳ ଆଫଗାନିସ୍ତାନ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୩-୦ରେ ମୂଳପୋଛ ଭାବେ ଜିତିନେଇଛି। ଗୁରୁବାର ଖେଳାଯାଇଥିବା ତୃତୀୟ ତଥା ଶେଷ ମ୍ୟାଚ୍‌ରେ ଶ୍ରେୟସ ଆୟରଙ୍କ ଦଳ ୧୨୭ ରନ୍‌ର ବଡ଼ ବିଜୟ ସହ ଏହି ଗୌରବ ...
Read more

ସମ୍ପର୍କରେ ଫାଟ: ଅଲଗା ହେଲେ ପୃଥ୍ବୀ-ଆକୃତି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ପୃଥ୍ୱୀ ସ’ ଓ ତାଙ୍କ ପ୍ରେମିକା ଆକୃତି ଅଗ୍ରୱାଲଙ୍କ ସମ୍ପର୍କରେ ଫାଟ ଦେଖାଦେଇଛି। ନିର୍ବନ୍ଧର ପ୍ରାୟ ୬ ମାସ ପରେ ଉଭୟ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଆକୃତି ଗୁରୁବାର ସୋସିଆଲ ମିଡିଆରେ ଏକ ବିବୃତି ଜାରି କରି ଏହି ସୂଚନା ...
Read more

ଆଫ୍‌ଗାନିସ୍ତାନ ପୁଣି ପରାସ୍ତ; ଭାରତ ଶୃଙ୍ଖଳା ବିଜୟୀ

ନୂଆଦିଲ୍ଲୀ: କ୍ରମାଗତ ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍‌​ରେ ଆଫ୍‌ଗାନିସ୍ତାନ ବିପକ୍ଷରେ ସହଜ ବିଜୟ ହାସଲ କରିଛି ଭାରତ। ମଙ୍ଗଳବାର ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ୭ ୱିକେଟ୍‌ରେ ଆଫ୍‌ଗାନିସ୍ତାନକୁ ଭାରତ ପରାସ୍ତ କରିଛି। ଫଳରେ ୨-୦ରେ ଆଗୁଆ ହୋଇ ୩ ମ୍ୟାଚ୍‌ର ଟି୨୦ ...
Read more

ମୋହସିନ୍‌ ନକଭିଙ୍କ ହାତରୁ ଟ୍ରଫି ନେଲାନି ଭାରତୀୟ ମହିଳା ଦଳ

ପୁଣି ଟ୍ରଫି ବିବାଦ, ଏସିଆ କପ୍‌ ଫାଇନାଲ୍‌ ଟ୍ରଫି ପ୍ରଦାନ ଉତ୍ସବରେ ପୁଣି ପାକିସ୍ତାନ ଅପଦସ୍ତ । ଅଷ୍ଟମ ଥର ପାଇଁ ମହିଳା ଏସିଆ କପ୍‌ କ୍ରିକେଟ୍‌ ଟ୍ରଫି ଜିତିଛି ଭାରତୀୟ ଦଳ । ରବିବାର ଶ୍ରୀଲଙ୍କା ବିପକ୍ଷ ଫାଇନାଲ୍‌ ମ୍ୟାଚ୍‌କୁ ଅତି ସହଜରେ ୭୨ ରନ୍‌ରେ ଜିତି ...
Read more

ଆଜି ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍‌ ଟୁର ସିଲଭର୍‌ ମିଟ୍‌, ଶୁଭାରମ୍ଭରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଉ କିଛି ଘଣ୍ଟାର ଅପେକ୍ଷା । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର ମିଟ୍ । କେବଳ ଓଡ଼ିଶା ନୁହେଁ, ଭାରତରେ ଏହି ପ୍ରତିଯୋଗିତା ପ୍ରଥମ ଥର ଆୟୋଜିତ ହେଉଛି ।ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ, ...
Read more

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଭାରତକୁ ପ୍ରଥମ ସ୍ବର୍ଣ୍ଣପଦକ ଜିତାଇଛନ୍ତି ମୀରାବାଈ ଚାନୁ

ଗ୍ଲାସ୍‌ଗୋ : ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ସ୍ବର୍ଣ୍ଣପଦକ ଜିତାଇଛନ୍ତି ମୀରାବାଈ ଚାନୁ। ରବିବାର ମହିଳା ୪୮ କିଗ୍ରା ଭାରୋତ୍ତୋଳନ ବର୍ଗରେ ପ୍ରଥମ ସ୍ଥାନରେ ରହି ମୀରାବାଈ ସ୍ବର୍ଣ୍ଣପଦକ ଜିତି ପାରିଛନ୍ତି। ମଣିପୁରର ୩୨ ବର୍ଷ ବୟସ୍କା ମୀରାବାଈ ...