Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ବାସ୍ତୁଶାସ୍ତ୍ର ଅନୁସାରେ ଖାଇବା ପରଷନ୍ତୁ, ମିଳିବ ଏହି ସବୁ ଫାଇଦା

    Share on :
    ajab-Image
    Date: Oct 25, 2023    Views: 11660

    ଭୁବନେଶ୍ୱର : ବାସୁଶାସ୍ତ୍ରରେ ଖାଦ୍ୟ ପରଷିବା ସମୟରେ କିଛି ବିଶେଷ ନିୟମ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଯାହାକୁ ନିଶ୍ଚିତ ଭାବରେ ପାଳନ କରାଯିବା ଆବଶ୍ୟକ। ଏହା କରିବା ଦ୍ୱାରା ଘରେ ସୁଖଶାନ୍ତି ବିରାଜମାନ ହେବା ସହ ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଥାଏ। ତେବେ ଆସନ୍ତୁ ଜାଣିବା ସେହି ନିୟମଗୁଡ଼ିକ ବିଷୟରେ।

    ବାସ୍ତୁଶାସ୍ତ୍ରରେ କୌଣସି ବ୍ୟକ୍ତିଙ୍କୁ ଏକା ସାଙ୍ଗରେ ୩ ଖଣ୍ଡ ରୁଟି ଖାଇବାକୁ ଦିଅନ୍ତୁ ନାହିଁ। ଏହା କରିବା ଦ୍ୱାରା ଅଶୁଭ ଫଳ ମିଳିଥାଏ। ଏହାସହ ଘରେ ନକାରାତ୍ମକ ଶକ୍ତିର ପ୍ରଭାବ ବଢ଼ିଥାଏ । କାହାକୁ ରୁଟି ଖାଇବାକୁ ଦେବାବେଳେ ରୁଟିକୁ ହାତରେ ଧରି ଆଣି ଖାଇବାକୁ ଦିଅନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ। ଘରେ ସବୁବେଳେ ଅଭାବଅନଟନ ଲାଗିରହିଥାଏ ।ରାତିରେ ବଳି ପଡ଼ିଥିବା ବାସିରୁଟିକୁ ନିଜେ ଖାଇଦେବା ଭଲ। ଏହି ବାସି ରୁଟିକୁ ସାଧୁ,ସନ୍ଥ ଓ ଭିକାରୀଙ୍କୁ ଖାଇବାକୁ ଦିଅନ୍ତୁ ନାହିଁ। ଏହା କରିବା ଦ୍ୱାରା ମା’ ଲକ୍ଷ୍ମୀ ରୁଷ୍ଟ ହୁଅନ୍ତି।କେବେ ରାତିରେ ଅଟା ଗୋଳା ଫ୍ରିଜରେ ରଖି ସକାଳେ ଖାଆନ୍ତୁ ନାହିଁ। ଏହା କରିବା ଦ୍ୱାରା ଘରେ ଅଶାନ୍ତି ଲାଗି ରହିବ। ଘରେ ସବୁବେଳେ ଅଭାବଅନଟନ ଲାଗି ରହିବ।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook