Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ମୁଖ୍ୟ ଖବର

Read more

କାଉଣ୍ଟରରେ ନୁହେଁ, ଅନଲାଇନରେ ମିଳିବ ହକି ଟିକେଟ

ଭୁବନେଶ୍ୱର: ଏଣିକି କାଉଣ୍ଟରରେ ହକି ବିଶ୍ୱ କପ ଉଦଘାଟନୀ ଉତ୍ସବ ଟିକେଟ ବିକ୍ରି ହେବ ନାହିଁ । ଦିନେ ଦୁଇ ଦିନ ଭିତରେ ଅନଲାଇନରେ ଟିକେଟ ବିକ୍ରି ହେବ । ହକି ବିଶ୍ୱ କପ ଉଦଘାଟନୀ ଉତ୍ସବ ଟିକେଟ ବିକ୍ରି ବିଭ୍ରାଟ ପରେ ଏହା କହିଛନ୍ତି  କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ ବିଶାଳ ...
Read more

ବେଗୁନିଆରୁ ଲଢ଼ିବେ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର : ଦଳ ଭିତରେ କୋଣଠେସା ହୋଇଥିଲେବି ଅପରାଜିତା ଷଡ଼ଙ୍ଗୀ ନିଜ ଢଙ୍ଗରେ ସାଂଗଠନିକ କାର୍ଯ୍ୟ ଜାରି ରଖିଛନ୍ତି  । ଆଗାମୀ ୨୦୨୪ ପାଇଁ ସେ ମଧ୍ୟ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି  । ତେବେ ସେ ସାଂସଦ ଭାବେ ଲଢ଼ିବେ ନା ବିଧାୟକ ଭାବେ ଲଢ଼ିବେ ତାହା ସ୍ପଷ୍ଟ ...
Read more

ଖାରବେଳ ସ୍ୱାଇଁଙ୍କ ବିସ୍ଫୋରକ ମନ୍ତବ୍ୟ, ଜାଣିଲେ ହେବେ ଚକିତ

ଧର୍ମେନ୍ଦ୍ର ପ୍ରଥମେ ବିଜେପିର ରାଜ୍ୟ ସଭାପତି ହୁଅନ୍ତୁ ନବୀନଙ୍କ ବିରୋଧରେ ନକହିବା ପାଇଁ କେନ୍ଦ୍ରୀୟ ନେତାମାନେ କହିଥିଲେ ଏବେ ଆରଏସଏସରେ ମୋର ବିରୋଧୀ ନାହାନ୍ତି ଗୌତମ ଆଦାନୀଙ୍କ ପାଇଁ ମୁଁ ୨୦୧୪ରେ ବିଜେପିକୁ ଯାଇପାରିନଥିଲି  ଭୁବନେଶ୍ୱର : ବରିଷ୍ଠ ବିଜେପି ...
Read more

କାହିଁକି ନବୀନ ନିବାସ ଯାଇଥିଲେ ଦିଲୀପ ରାୟ, ଖୋଲିଲା ଗୁମର

ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ହଠାତ ବିଜେପି ଛାଡ଼ି ଦେଇଥିଲେ ଦିଲୀପ ରାୟ  । କିଛିଦିନ ପରେ ତାଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଥିଲା  । ତେବେ ଦିଲୀପ କାହିଁକି ନବୀନ ନିବାସ ଯାଇଥିଲେ, ତାହାର ଗୁମର ଏବେ ଖୋଲିଛି । ଏହି ଗୁମର ଖୋଲିଛନ୍ତି ତାଙ୍କର ...
Read more

ଏବେ ମୁଁ ସ୍ୱାଧୀନ ବିଧାୟକ,ଦୌପଦୀ ମୁର୍ମୁଙ୍କୁ ଭୋଟ ଦେବି:ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆସନ୍ତା ୮ ତାରିଖରେ ନିଜ ପ୍ରଚାର ପାଇଁ ଓଡ଼ିଶା ଗସ୍ତରେ ଆସିବେ । ମହାରାଷ୍ଟ୍ରରେ ବିଜେପି ସମର୍ଥିତ ସରକାର ଗଠନ ଓ ବିଭିନ୍ନ ରାଜନୀତିକ ଦଳ ନିଜଆଡ଼ୁ ସମର୍ଥନ ଘୋଷଣା କରିବା ପରେ ସଂଖ୍ୟାଗଣିତ ଦୃଷ୍ଟିରୁ ଏନଡିଏ ...
Read more

କଂଗ୍ରେସ ଛାଡ଼ିବେ ସତ୍ୟ ନାୟକ ?

ଭୁବନେଶ୍ୱର : ନିର୍ବାଚନ ବେଳ ଠାରୁ ଏଯାବତ ପ୍ରତିଦିନ ବିଜେଡ଼ି ଓ ବିଜେପିକୁ ଘେରୁଥିଲେ ସତ୍ୟ ପ୍ରକାଶ ନାୟକ  । ନୂଆ ନୂଆ ପ୍ରସଙ୍ଗରେ ସରକାରଙ୍କୁ ସେ ନିଶାନା ସାଧୁଥିଲେ  । ତଥ୍ୟ ପ୍ରମାଣ ସହ ବର୍ଷୁଥିଲେ  । କିନ୍ତୁ ଏବେ ସତ୍ୟଙ୍କ ତୁଣ୍ଡରେ ତୁଣ୍ଡି ବାନ୍ଧିବାର ଉଦ୍ୟମ ...
Read more

ନୂଆ ଦଳ ଗଢ଼ିବେ ବୈଜୟନ୍ତ !

ଭୁବନେଶ୍ୱର (ଓଡ଼ିଆ ସ୍ପଟ ନୁ୍ୟଜ) : ବିଜେଡ଼ିରୁ ପ୍ରଥମେ ନିଲମ୍ବିତ ହେବା ପରେ ଦଳ ଛାଡିଥିବା ବୈଜୟନ୍ତ ପଣ୍ଡା ନୂଆ ଦଳ ଗଢ଼ିବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି  । ବିଜେପି ଦୁର୍ବଳ ହୋଇ ପଡ଼ିଥିବାରୁ ସେ ବିଜେପିରେ ଯୋଗ ନଦେଇ ନିଜର ଦଳ ଗଢ଼ିବେ ବୋଲି ଜାତୀୟ ...
Read more

ସୋମବାର ବିଜେପିରେ ମିଶିବେ ବୈଜୟନ୍ତ

ଭୁବନେଶ୍ୱର: ସବୁ ପ୍ରତୀକ୍ଷାର ଅବସାନ ଘଟିବାକୁ ଯାଉଛି । କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କେଉଁ ଦଳକୁ ଯିବେ ସେନେଇ ନାନାଦି ଚର୍ଚ୍ଚା ହୋଇଆସୁଥିଲା । ଅଧିକାଂଶ ସମୟ ସେ ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ହେଉଥିବାବେଳେ କିଛି ସମୟ ପାଇଁ କଂଗ୍ରେସରେ ...
Read more

ନୂଆ ଚ୍ୟାନେଲ ନେଇ ସଂକେତ ଦେଲେ ଅର୍ଦ୍ଧେନ୍ଦୁ, ଖୁବ ଶୀଘ୍ର ଆସୁଛି

ଭୁବନେଶ୍ୱର : ନ୍ୟୁଜ 7 ଛାଡ଼ିବା ପରେ କୁଆଡେ ଯିବେ ଅର୍ଦ୍ଧେନ୍ଦୁ ଦାସ? ସାମ୍ବାଦିକତା ଲାଇନରେ ରହିବେ ନା ରାଜନୀତି କରିବେ ? ତାଙ୍କର ହଜାର ହଜାର ସମର୍ଥକଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରିଥିଲା ! ହେଲେ ସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି ଅର୍ଦ୍ଧେନ୍ଦୁ ! ଆଜି ହେଉଛି ଅକ୍ଷୟ ...
Read more

୩୧ ପର୍ୟ୍ୟନ୍ତ ସ୍ଥଗିତ ରହିଲା ବସ୍ ଧର୍ମଘଟ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ କରି ଆରମ୍ଭ ହୋଇଥିବା ବସ୍ ଧର୍ମଘଟକୁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ଚଳିତମାସ ୩୧ତାରିଖ ପର୍ୟ୍ୟନ୍ତ ବସ୍ ଧର୍ମଘଟ ...
Read more

ଦିଲୀପ ରାୟଙ୍କୁ ଫସାଇବାକୁ ଉଦ୍ୟମ କରିଥିଲା ବିଜେପି, କାହିଁକି ଜାଣନ୍ତୁ ?

ଭୁବନେଶ୍ୱର : ନିକଟରେ କୋଇଲା ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଦିଲୀପ ରାୟ  । ହାଇକୋର୍ଟ ଜେଲ ଦଣ୍ଡରେ ବି ଦଣ୍ଡିତ କରିଥିଲେ । କିନ୍ତୁ ପରେ ଏହି ରାୟକୁ ଦିଲ୍ଲୀ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଥିଲେ  । ତେବେ ଏଭଳି କାହିଁକି ହୋଇଥିଲା ? ଦିଲୀପ ରାୟଙ୍କ ପୁରୁଣା ...
Read more

ଆପ ଯିବେ ଅପରାଜିତା ! ଖବରକୁ ନେଇ ରାଗିଲେ ସାଂସଦ

ଭୁବନେଶ୍ୱର : ସମ୍ପ୍ରତି କେତେକ ଗଣମାଧ୍ୟମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆମ ଆଦମୀ ପାର୍ଟି ଯିବେ ବୋଲି ଚର୍ଚ୍ଚା ହେଉଛି  । ବିଜୟ ମହାପାତ୍ର, ଶ୍ରୀକାନ୍ତ ଜେନା, ଦିଲ୍ଲୀପ ରାୟ ଓ ଅପରାଜିତାଙ୍କ ଭଳି କେତେକ ନେତା ଓ ନେତ୍ରୀ ଆପରେ ଯୋଗଦେବା ସହ ୨୦୨୪ ପାଇଁ ...
Read more

ସିଟି ବସରେ କଂଗ୍ରେସ ଭବନ ଆସିଲେ ଜିତେନ୍ଦ୍ର ସିଂହ, ଯାତ୍ରୀଙ୍କ ସହ କଥାହେଲେ

ଭୁବନେଶ୍ୱର : ତରିକା ବଦଳାଇ ଦେଇଛି କଂଗ୍ରେସ  । ପ୍ରାର୍ଥୀ ଚୟନ ହେଉକି ପ୍ରଚାର ଅବା ହେଉ ସଭ୍ୟ ସଂଗ୍ରହ  । ପୁରୁଣା ଶଗଡ଼ଗୁଳା ଛାଡ଼ି କଂଗ୍ରେସ ଏବେ ନୂଆ ରାସ୍ତା ଧରିଛି  । ଏହି କ୍ରମରେ ଆଜି ଏଆଇସିସି ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ନିଆରା ସିଟି ବସ ଯାତ୍ରାକୁ ନେଇ ...
Read more

ସତ୍ୟଜିତ ବିଜେଡ଼ି ମିଡ଼ିଆ ପ୍ୟାନେଲିଷ୍ଟ

ଭୁବନେଶ୍ୱର : ଲୋକପି୍ରୟ ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କୁ ବିଜେଡ଼ି ପ୍ୟାନେଲିଷ୍ଟ ଭାବେ ନିଯୁକ୍ତ କରାଯାଇଛି  । ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଶ୍ରୀ ମିଶ୍ରଙ୍କ ସମେତ ସଂଜୟ ବାବୁ ଓ ଚକ୍ରଧର ଦାଶଙ୍କୁ ପ୍ୟାନେଲିଷ୍ଟ ଭାବେ ନିଯୁକ୍ତ କରିଛନ୍ତି  ...
Read more

ଚିଲିକା : ଦାଦା ପୁତୁରା କଳି, ବିଜେପି ଛାଡ଼ିବେ ଲଲାଟେନ୍ଦୁ

ଭୁବନେଶ୍ୱର (http://odiaspotnews.in) : ଚିଲିକା ବିଜେପି ରାଜନୀତି ଏବେ କଡ଼ ଲେଉଟାଇବାରେ ଲାଗିଛି  । ହରିଚନ୍ଦନ ପରିବାରର ରାଜନୀତିରେ ଆଉ ଅନ୍ୟ ଯୁବ ନେତାମାନେ ମୁଣ୍ଡ ଟେକି ପାରୁନାହାନ୍ତି  । ଯେଉଁ ଯୁବନେତାମାନେ ନିଜ ସ୍ୱକୀୟ ପ୍ରଚେଷ୍ଟା ଓ ପରିଶ୍ରମ ବଳରେ ବିଜେପି ସଂଗଠନକୁ ...
Read more

ମୋଦି ପୁରୀରୁ ଲଢ଼ିଲେ ବିଜେପି ଭଲ ମାଲ ପାଇବ : ମହାରଥୀ

ଭୁବନେଶ୍ୱର : ମୋଦି ପୁରୀରୁ ଲଢ଼ିଲେ ବିଜେପି ଭଲ ମାଲ ପାଇବ  । ହେଲେ ବିଜେଡ଼ି ଉପରେ ଏହାର କିଛି ପ୍ରଭାବ ପଡ଼ିବ ନାହିଁ ବୋଲି କହିଛନ୍ତି ପ୍ରଦୀପ ମହାରଥୀ  । ସେହିପରି ସେ ମୋଦିଙ୍କୁ ପୁରୀରୁ ଲଢ଼ିବାକୁ ଆହ୍ୱାନ ମଧ୍ୟ ଦେଇଛନ୍ତି  । ପୁରୀ ବନ୍ଦ ପାଳନ ବେଳେ ମନ୍ତ୍ରୀ ...