Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ICC WOMEN T-20

ମୁଖ୍ୟ ଖବର

    ଆଇସିସି ମହିଳା ଟି -୨୦ , କେଉଁ କେଉଁ ଦଳ ଅଂଶଗ୍ରହଣ କରିବେ ଜାଣନ୍ତୁ

    Share on :
    ajab-Image
    Date: Feb 7, 2023    Views: 5002


    ନୂଆଦିଲ୍ଲୀ : ଆଇସିସି ମହିଳା ଟି -୨୦ ବିଶ୍ୱକପ ୨୦୨୩ ଦକ୍ଷିଣ ଆଫ୍ରିକାରେ ହେବାକୁ ଯାଉଛି । ୧୦ଟି ଦଳକୁ ନେଇ ଏହି ମ୍ୟାଚ ଖେଳାଯିବ । ୧୦ଟି ଦଳକୁ ୨ଟି ପୁଲରେ ବିଭକ୍ତ କରାଯିବ । ଗୋଟିଏ ପୁଲରେ ୫ଟିଲେଖାଏ ଦଳ ରହିବେ । ତେବେ ଚଳିତ ଥର କେଉଁ କେଉଁ ଦଳ ଅଂଶଗ୍ରହଣ କରିବେ, ଆସନ୍ତୁ ଜାଣିବା 
    -ଭାରତ
    -ଆୟାରଲ୍ୟାଣ୍ଡ
    -ନିୟୁଜଲ୍ୟାଣ୍ଡ
    -ପାକିସ୍ତାନ
    -ଇଂଲଣ୍ଡ
    -ଶ୍ରୀଲଙ୍କା
    -ୱେଷ୍ଟଇଣ୍ଡିଜ୍‌
    -ଦକ୍ଷିଣ ଆଫ୍ରିକା
    -ବାଂଲାଦେଶ
    -ଅଷ୍ଟ୍ରେଲିଆ  

    Maximum 500 characters

    ICC WOMEN T-20 View all

    Find Us on Facebook