Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ICC WOMEN T-20

ମୁଖ୍ୟ ଖବର

    ଆଇସିସି ମହିଳା ଟି -୨୦ , ଭାରତୀୟ ଦଳରେ କେଉଁମାନେ ଅଛନ୍ତି ଜାଣନ୍ତୁ

    Share on :
    ajab-Image
    Date: Feb 7, 2023    Views: 4814


    ନୂଆଦିଲ୍ଲୀ : ଆଇସିସି ମହିଳା ଟି -୨୦ ବିଶ୍ୱକପ ୨୦୨୩ ଦକ୍ଷିଣ ଆଫ୍ରିକାରେ ହେବାକୁ ଯାଉଛି । ୧୦ଟି ଦଳକୁ ନେଇ ଏହି ମ୍ୟାଚ ଖେଳାଯିବ । ୧୦ଟି ଦଳକୁ ୨ଟି ପୁଲରେ ବିଭକ୍ତ କରାଯିବ । ଗୋଟିଏ ପୁଲରେ ୫ଟିଲେଖାଏ ଦଳ ରହିବେ । ଭାରତୀୟ ଦଳ ଏଥର ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି । ଏଥର ଭାରତୀୟ ଦଳରେ କେଉଁମାନେ ଅଛନ୍ତି ଆସନ୍ତୁ ଜାଣିବା ।

    -ୟାସ୍ତିକା ଭାଟିଆ
    -ହାର୍ଲିନ ଦେଓଲ
    -ରାଜେଶ୍ୱରୀ ଗାୟକୱାଡ
    -ରିଚା ଘୋଷ
    -ହରମନପ୍ରୀତ କୌର
    -ସ୍ମୃତି ମନ୍ଦାନା
    -ଶିଖା ପଣ୍ଡେ
    -ଜେମିମା ରୋଡ୍ରିଗ୍ୟୁସ
    -ଅଞ୍ଜଳୀ ସର୍ବାନୀ
    -ଦିପ୍ତି ଶର୍ମା
    -ରେଣୁକା ଠାକୁର
    -ଦେବିକା ଭୈଦ୍ୟ
    -ପୂଜା ବସ୍ତ୍ରାକର
    -ଶଫାଳୀ ବର୍ମା
    -ରାଧା ଯାଦବ

    Maximum 500 characters

    ICC WOMEN T-20 View all

    Find Us on Facebook