Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆମ ସମସ୍ୟା

ମୁଖ୍ୟ ଖବର

Read more

ଇଟାଲୀ ହାତରେ ୟୂରୋ କପ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ୟୂରୋ କପ ଶେଷ ହୋଇଛି  । ଇଂଲଣ୍ଡକୁ ପରାସ୍ତ କରି ଇଟାଲୀ ଚମ୍ପିଆନ ହୋଇଛି  । ଫାଇନାଲ ମ୍ୟାଚଟି ବେଶ ସଂଘର୍ଷମୟ ହୋଇଥିବାବେଳେ ପେନାଲଟି ଜରିଆରେ ଫଳାଫଳ ଘୋଷିତ ହୋଇଥିଲା  । ରବିବାର ଉଭୟ ଇଟାଲୀ ଓ ଇଂଲଣ୍ଡ ଚମ୍ପିଆନ କପ ହାତେଇବା ପାଇଁ ...
Read more

ଫାଇନାଲରେ ଇଟାଲି, ପେନାଲଟି ସୁଟଆଉଟରେ ହାରିଲା ସ୍ପେନ

ଲଣ୍ଡନ: ଚଳିତ ୟୁରୋ କପ ଫୁଟବଲ ପ୍ରତିଯୋଗିତାର ଫାଇନାଲରେ ପ୍ରଥମ ଦଳ ଭାବେ ଇଟାଲି ପ୍ରବେଶ କରିଛି । ମଙ୍ଗଳବାର ମଧ୍ୟରାତ୍ରିରେ ୱେମ୍ବଲି ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ଇଟାଲି ୪-୨ (୧-୧) ପେନାଲଟି ସୁଟଆଉଟରେ ସ୍ପେନକୁ ମାତ ଦେଇଥିଲା । ନିର୍ଦ୍ଧାରିତ ...
Read more

ପର୍ତ୍ତୁଗାଲକୁ ବିଦାକଲା ବେଲଜିୟମ

ସେଭିଲ: ବିଜେତା ପର୍ତ୍ତୁଗାଲର ୟୁରୋ କପ ଅଭିଯାନ ଶେଷ ହୋଇଯାଇଛି । ରବିବାରର ପି୍ରକ୍ୱାର୍ଟର ଫାଇନାଲରେ ବେଲଜିୟମ ୧-୦ ଗୋଲରେ ପର୍ତ୍ତୁଗାଲକୁ ହରାଇ ବିଦାୟ ରାସ୍ତା ଦେଖାଇଛି । ଏଥିସହି ଚତୁର୍ଥ ଦଳ ଭାବେ କ୍ୱାର୍ଟର ଫାଇନାଲ ସ୍ଥାନ ପକ୍କା କରିଛି । କ୍ୱାର୍ଟରରେ ଏହି ଦଳ ୩୧ ...
Read more

କ୍ୱାର୍ଟର ଫାଇନାଲରେ ଚେକ ଗଣରାଜ୍ୟ

ବୁଦାପେଷ୍ଟ: ଚଳିତ ୟୁରୋ କପର ତୃତୀୟ ଦଳ ଭାବେ ଚେକ ଗଣରାଜ୍ୟ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ରବିବାର ସ୍ଥାନୀୟ ପୁସ୍କାସ ଏରିନାରେ ଖେଳାଯାଇଥିବା ପି୍ରକ୍ୱାର୍ଟର ଫାଇନାଲରେ ଏହି ଦଳ ୨-୦ଗୋଲରେ ନେଦରଲାଣ୍ଡସକୁ ପରାସ୍ତ କରି ଏହି ଯୋଗ୍ୟତା ଅର୍ଜନ କରିଛି । ମ୍ୟାଚର ...
Read more

ବିଶ୍ୱରେକର୍ଡ କରିବେ ରୋନାଲ୍ଡୋ

ବୁଦାପେଷ୍ଟ : ଷ୍ଟାର ଫୁଟବଲ ଖେଳାଳି କି୍ରଷ୍ଟିଆନୋ ରୋନାଲ୍ଡୋ ପର୍ତ୍ତୁଗାଲ ପାଇଁ ୧୦୯ ଅନ୍ତର୍ଜାତୀୟ ଗୋଲ ସ୍କୋର କରିଛନ୍ତି । ୟୁରୋ କପରେ ଫ୍ରାନ୍ସ ବିପକ୍ଷ ମ୍ୟାଚରେ ୨ ଗୋଲ ସ୍କୋର କରି ସେ ଏହି ମାଇଲଖୁଣ୍ଟ ସ୍ପର୍ଶ କରିଛନ୍ତି । ଏଥିସହ ଅନ୍ତର୍ଜାତୀୟ ସ୍ତରରେ ପୁରୁଷ ...
Read more

ୟୁରୋ କପରୁ ବାଦ ପଡ଼ିଲେ ଡେମ୍ବଲେ

ପ୍ୟାରିସ: ଫ୍ରାନ୍ସ ଅଗ୍ରଭାଗ ଖେଳାଳି ଓସମାନ ଡେମ୍ବଲେ ଆହତ ଯୋଗୁଁ ୟୁରୋ ୨୦୨୦ରୁ ବାଦ ପଡ଼ିଛନ୍ତି ବୋଲି ସୋମବାର ଫ୍ରେଞ୍ଚ ଫୁଟବଲ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଶନିବାର ହଙ୍ଗେରି ବିପକ୍ଷ ମ୍ୟାଚର ଦ୍ୱିତୀୟାର୍ଦ୍ଧରେ ବଦଳ ଖେଳାଳି ଭାବେ ଡେମ୍ବଲେ ପ୍ରବେଶ କରିଥିଲେ । ...
Read more

ଇଂଲଣ୍ଡ-ସ୍କଟଲାଣ୍ଡ ଗୋଲ ଶୂନ୍ୟ

ଲଣ୍ଡନ: ସ୍ଥାନୀୟ ୱିମ୍ବଲ ଷ୍ଟାଡିୟମରେ ଶୁକ୍ରବାର ବିଳମ୍ବିତ ରାତିରେ ଇଂଲଣ୍ଡ ଓ ସ୍କଟଲାଣ୍ଡ ମଧ୍ୟରେ ଖେଳାଯାଇଥିବା ୟୁରୋା ୨୦୨୦ ମ୍ୟାଚ ଗୋଲ ଶୂନ୍ୟ ଭାବେ ଅମୀମାଂସିତ ରହିଛି । ଫଳରେ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟରେ ସନ୍ତୁଷ୍ଟ ରହିଥିଲେ । ମ୍ୟାଚର ଦ୍ୱାଦଶ ମିନିଟରେ ...
Read more

ସ୍ୱିଡେନର ପ୍ରଥମ ବିଜୟ

ସେଣ୍ଟ ପିଟର୍ସବର୍ଗ: ଚଳିତ ୟୁରୋ ୨୦୨୦ ରେ ସ୍ୱିଡେନ ପ୍ରଥମ ବିଜୟ ପାଇଛି । ସ୍ପେନ ବିପକ୍ଷ ନିଜର ପ୍ରଥମ ମ୍ୟାଚକୁ ଅମୀମାସିଂତ ରଖିଥିବା ସ୍ୱଡେନ ଶୁକ୍ରବାର ୧-୦ ଗୋଲରେ ସ୍ଲୋଭାକିଆକୁ ପରାସ୍ତ କରିଛି । ଫଳରେ ୨ ମ୍ୟାଚରୁ ସ୍ୱିଡେନ ୪ ପଏଣ୍ଟ ସହ ଟେବୁଲର ଶୀର୍ଷରେ ପହଞ୍ଚିଛି । ...
Read more

ନକଆଉଟରେ ନେଦରଲାଣ୍ଡସ

ଆମଷ୍ଟରଡାମ: ନେଦରଲାଣ୍ଡସ ଚଳିତ ୟୁରୋ ୨୦୨୦ର ନକଆଉଟରେ ପ୍ରବେଶ କରିଛି । ଶୁକ୍ରବାର ନେଦରଲାଣ୍ଡସ ୨-୦ ଗୋଲରେ ଅଷ୍ଟି୍ରଆକୁ ହରାଇ ଲଗାତାର ଦ୍ୱିତୀୟ ବିଜୟ ସହ ଗ୍ରୁପ ସିର ଶୀର୍ଷରେ ରହି ପ୍ରିକ୍ୱାର୍ଟର ଫାଇନାଲ ସ୍ଥାନ ନିଶ୍ଚିତ କରିଛି । ମ୍ୟାଚରେ ୧୧ତମ ମିନିଟରେ ...
Read more

ନକଆଉଟରେ ଇଟାଲି

ରୋମ: ଚଳିତ ୟୁରୋ ୨୦୨୦ ରେ ଇଟାଲି ପ୍ରଥମ ଦଳ ଭାବେ ନକଆଉଟ ପର୍ଯ୍ୟାୟରେ ପ୍ରବେଶ କରିଛି । ପ୍ରଥମ ମ୍ୟାଚରେ ତୁର୍କିକୁ ହରାଇଥିବା ଏହି ଦଳ ବୁଧବାର ମଧ୍ୟରାତ୍ରରେ ଷ୍ଟାଡିଓ ଅଲିମ୍ପିକୋରେ ଖେଳାଯାଇଥିବା ସ୍ୱିଜରଲାଣ୍ଡ ବିପକ୍ଷ ମ୍ୟାଚକୁ ୩-୦ ଗୋଲରେ ଜିତି ନେଇଛି । ମ୍ୟାଚର ...
Read more

ରୋନାଲ୍ଡୋ ରେକର୍ଡ

ବୁଦାପେଷ୍ଟ: ପର୍ତ୍ତୁଗାଲ ଅଧିନାୟକ କି୍ରଷ୍ଟିଆନୋ ରୋନାଲ୍ଡୋ ଚଳିତ ୟୁରୋ ଚାମ୍ପିୟନସିପରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭଙ୍ଗ କରିଚାଲିଛନ୍ତି । ହଙ୍ଗେରୀ ବିପକ୍ଷ ଗ୍ରୁପ ଏଫର ଏକ ମ୍ୟାଚରେ ରୋନାଲ୍ଡୋ ୨ଟି ଗୋଲ କରିଥିଲେ । ଫଳ ସ୍ୱରୂପ ତାଙ୍କ ନାମରେ ଏକାଧିକ ରେକର୍ଡ ...
Read more

ହୁମେଲ୍ସଙ୍କ ଆତ୍ମଘାତୀ ଗୋଲରେ ଜିତିଲା ଫ୍ରାନ୍ସ

ମୁନିକ: ଚଳିତ ୟୁରୋ କପର ବୁଧବାର ମ୍ୟାଚରେ ଜର୍ମାନିର ମ୍ୟାଟ୍ସ ହୁମେଲ୍ସଙ୍କ ଗୋଲ ଉପହାରରେ ଫ୍ରାନ୍ସ ବିଜୟୀ ହୋଇ ପୂରା ପଏଣ୍ଟ କରାୟତ୍ତ କରିଛି । ହୁମେଲ୍ସଙ୍କ ଆତ୍ମଘାତୀ ଗୋଲ ବଳରେ ବିଶ୍ୱ ବିଜେତା ଫ୍ରାନ୍ସ ୧-୦ ଗୋଲରେ ଜର୍ମାନିକୁ ମାତ ଦେଇଥିଲା । ଏଥିସହ ଆୟୋଜକ ...
Read more

ଫିନଲାଣ୍ଡକୁ ହରାଇଲା ରୁଷିଆ

ସେଣ୍ଟପିଟର୍ସବର୍ଗ: ଚଳିତ ୟୁରୋ କପରେ ରୁଷିଆ ବୁଧବାର ପ୍ରଥମ ବିଜୟ ପାଇଛି । ବେଲଜିୟମଠୁ ନିଜର ପ୍ରଥମ ମ୍ୟାଚ ହାରିଥିବା ରୁଷିଆ ଦ୍ୱିତୀୟ ମ୍ୟାଚରେ ୧-୦ ଗୋଲରେ ଫିନଲାଣ୍ଡକୁ ପରାସ୍ତ କରି ପୂରା ୩ ପଏଣ୍ଟ ପକେଟସ୍ଥ କରିଛି । ଏହି ବିଜୟ ସହ ରୁଷିଆ ଗ୍ରୁପ ବି’ର ଦ୍ୱିତୀୟ ...
Read more

ୟୂରୋ କପ : ଏହି ଖେଳାଳୀ ଦେଖାଇଛନ୍ତି କମାଲ

ୟୂରୋକପ ପାଇଁ ସମସ୍ତଙ୍କ ମନରେ ସ୍ୱାଭାବିକ ଭାବେ ଉତ୍ସାହ ଭରିଯାଇଥିବାବେଳେ ଯେଉଁ ଖେଳାଳୀମାନେ ଟୁର୍ଣ୍ଣାମେଂଟରେ ନିଜର କମାଲ ଦେଖାଇଛନ୍ତି ସେମାନଙ୍କ ବିଷୟରେ ଜାଣିବା ଦରକାର  । ୧୯୬୦ରେ ଫ୍ରାନ୍ସରେ ପ୍ରଥମ ଥର ପାଇଁ ଏହି ଟୁର୍ଣ୍ଣାମେଂଟ ଆରମ୍ଭ ହୋଇଥିବାବେଳେ ...
Read more

କେମିତି ଆରମ୍ଭ ହୋଇଥିଲା ୟୂରୋ କପ, ଜାଣନ୍ତୁ

ବିଶ୍ୱର ଯେଉଁ କେତେକ ହାତଗଣତି ଫୁଟବଲ ଟୁର୍ଣ୍ଣାମେଂଟ ଚର୍ଚ୍ଚା ସୃଷ୍ଟି କରିଥାଏ ସେଥିମଧ୍ୟରୁ ୟୂରୋ କପ ଅନ୍ୟତମ  । ଫ୍ରେଂଚ ଫୁଟବଲ ମହାସଂଘର ମହାସଚିବ ହେନେରି ଡେଲାଉନାୟ ପ୍ରଥମେ ଏଭଳି ଫୁଟବଲ ଟୁର୍ଣ୍ଣାମେଂଟର ପରିକଳ୍ପନା କରିଥିଲେ  । ୧୯୨୭ରେ ସେ ଏହା ପରିକଳ୍ପନା ...
Read more

ୟୂରୋ କପ : କେଉଁ ଗ୍ରୁପରେ କେଉଁ ଦଳ

ୟୂରୋ କପ ପାଇଁ ସମସ୍ତ ଫୁଟବଲ ପ୍ରେମୀଙ୍କ ମନରେ ପ୍ରବଳ ଉତ୍ସାହ  । କରୋନା ପାଇଁ ମନୋରଂଜନ ଓ କ୍ରୀଡ଼ା ଠପ ହୋଇଯାଇଥିବାବେଳେ ଏବେ ୟୂରୋ କପ ସମସ୍ତଙ୍କ ମନରେ ସ୍ୱାଭାବିକ ଭାବେ ଉଦ୍ଧୀପନା ଭରିଦେଇଛି  । ଆଗାମୀ ଜୁନ ୧୧ରୁ ଆସନ୍ତା ଜୁଲାଇ ୧୧ ପର୍ଯ୍ୟନ୍ତ ଏହି ସମ୍ମାନଜନକ ...