Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ପାକସାଳା

ମୁଖ୍ୟ ଖବର

Read more

ପଞ୍ଜାବରେ ଖୁବଶୀଘ୍ର ଘୋଷଣା ହେବ ମୁଖ୍ୟମନ୍ତ୍ରୀ ଚେହେରା: ରାହୁଲ

ଚଣ୍ଡିଗଡ଼: ପଞ୍ଜାବ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା କିଏ । ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ବିରୋଧୀ ଏହି ପ୍ରଶ୍ନକୁ ନେଇ କଂଗ୍ରେସକୁ ଘେରିଛନ୍ତି । ରାହୁଲ ଗାନ୍ଧୀ ଗତକାଲି ପଞ୍ଜାବ ଯାଇଥିବାବେଳେ ଏହି ପ୍ରସଙ୍ଗ ପୁଣି ଥରେ ଜୋର ଧରିଛି । ତେବେ ଅତିଶୀଘ୍ର ଏନେଇ ...
Read more

ପଞ୍ଜାବ ବିଧାନସଭା ନିର୍ବାଚନ; ୬୫ ଆସନରେ ଲଢ଼ିବ ବିଜେପି

ଅମୃତସର: ପଞ୍ଜାବ ବିଧାନସଭା ନିର୍ବାଚନରେ ତ୍ରିକୋଣୀୟ ଗଠବନ୍ଧନ ଭିତରେ ଦୁଇଟି ଆଞ୍ଚଳିକ ଦଳ ସହ ଆସନ ବୁଝାମଣା କଲା ବିଜେପି। ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ସୂଚନା ଦେଇଛନ୍ତି ଯେ ବିଜେପି ୬୫ ଆସନରେ ନିର୍ବାଚନ ଲଢ଼ିବା ବେଳେ ପଞ୍ଜାବ ଲୋକ କଂଗ୍ରେସ ୩୭ ଓ ଶିରୋମଣି ଅକାଳୀ ...
Read more

ସିଦ୍ଧୁଙ୍କୁ ଟକ୍କର ଦେବେ ଅକାଳୀ ନେତା ବିକ୍ରମ ମାଜିଥିଆ

ଅମୃତସର: ପଞ୍ଜାବ ବିଧାନସଭା ନିର୍ବାଚନରେ ସବୁଠାରୁ ହାଇଭୋଲଟେଜ ଲଢ଼େଇ ଅମୃତସର ଇଷ୍ଟରେ ଦେଖିବାକୁ ମିଳିବ। କାରଣ ଏହି ଆସନରେ କଂଗ୍ରେସର ପଞ୍ଜାବ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କୁ ଟକ୍କର ଦେବେ ଅକାଳୀ ନେତା ବିକ୍ରମ ମାଜିଥିଆ। ଡ୍ରଗ କେସ୍‌ରେ ମାଜିଥିଆଙ୍କୁ ଗିରଫ ...
Read more

ଅମରିନ୍ଦରଙ୍କ ବିସ୍ଫୋରକ ବୟାନ, ସିଦ୍ଧୁଙ୍କୁ ମନ୍ତ୍ରୀ କରିବାକୁ ଫୋନ କରିଥିଲେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ

ଚଣ୍ଡୀଗଡ଼: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ବିଜେପି ସହ ଆସନ ଭାଗବଣ୍ଟା ନେଇ ଘୋଷଣା କରିବା ବେଳେ ତାଙ୍କର ପ୍ରଧାନ ଶତ୍ରୁ ପୂର୍ବତନ କ୍ରିକେଟର ତଥା ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ବିଷୟରେ ଏକ ବିସ୍ଫୋରକ ବୟାନ ...
Read more

କଂଗ୍ରେସକୁ କେହି ପରାସ୍ତ କରିପାରିବେ ନାହିଁ:ସିଦ୍ଧୁ

ନୂଆଦିଲ୍ଲୀ: ବିଧାନସଭା ନର୍ବାଚନକୁ ନେଇ ପଞ୍ଜାବରେ ରାଜନୈତିକ ପାରା ବଢ଼ିଛି। କ୍ଷମତାରେ ଥିବା କଂଗ୍ରେସର‌ ଆଗାମୀ ନିର୍ବାଚନରେ ପୁଣି ଜିତିବ ବୋଲି ଆଶା ରଖିଛି। ଏହାରି ମଧ୍ୟରେ ନବଜ୍ୟୋତ ସିଂହ ସିଦ୍ଧୁ କହିଛନ୍ତି, ପଂଜାବ ନିର୍ବାଚନରେ କଂଗ୍ରେସକୁ ହିଁ କଂଗ୍ରେସ ...
Read more

ଭଗୱନ୍ତ ମାନ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷିତ

ଚଣ୍ଡିଗଡ: ପଞ୍ଜାବ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ଆମ୍ ଆଦମୀ ପାର୍ଟି । ଭଗୱନ୍ତ ମାନ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷିତ। ଜନମତ ଆଧାରରେ ପ୍ରାର୍ଥୀ ନାମ ଘୋଷଣା କଲେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ବର୍ତ୍ତମାନ ଭଗୱନ୍ତ ମାନ ପଞ୍ଜାବର ସଙ୍ଗରୁର ...
Read more

ଚନ୍ନିଙ୍କ ରାସ୍ତାରେ ବିଜେପି, ନିର୍ବାଚନ ଘୁଞ୍ଚାଇବାକୁ ଦାବି

ଅମୃତଶର: ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପରେ ବିଜେପି ମଧ୍ୟ ସମାନ ଦାବି କରିଛି। ପଞ୍ଜାବ ବିଧାନସଭା ନିର୍ବାଚନକୁ ଘୁଞ୍ଚାଇବାକୁ ବିଜେପି ଦାବି କରିଛି। ଫେବୃଆରୀ ୧୪ରେ ହେବାକୁ ଥିବା ନିର୍ବାଚନକୁ ସ୍ଥଗିତ ରଖିବାକୁ ବିଜେପି  ନିର୍ବାଚନ କମିଶନଙ୍କ ନିକଟରେ ନିବେଦନ ...
Read more

ପଞ୍ଜାବ ନିର୍ବାଚନ ଘୁଞ୍ଚାଇବା ପାଇଁ ନିର୍ବାଚନ କମିଶନଙ୍କୁ ଚନ୍ନିଙ୍କ ଚିଠି

ଚଣ୍ଡିଗଡ: ଆଉ କିଛି ଦିନ ପରେ ଅନୁଷ୍ଠିତ ହେବ ୫ ରାଜ୍ୟରେ ବିଧାନସଭା ନିର୍ବାଚନ । ବାଜି ସାରିଛି ବିଗୁଲ ଆଉ ସବୁ ଦଳର ନେତାମାନେ ଆରମ୍ଭ କରିଦେଇଛନ୍ତି ମାନସ ମନ୍ଥନ । ଭୋଟରଙ୍କ ମନ ଜିତିବାକୁ ଅଣ୍ଟା ଭିଡିଲେଣି ନେତା । ଏହାରି ଭିତରେ ପଞ୍ଜାବ ନିର୍ବାଚନ ଘୁଞ୍ଚାଇବା ପାଇଁ ...
Read more

ଅମୃତସର ଇଷ୍ଟରୁ ଲଢ଼ିବେ ସିଦ୍ଧୁ

ଚଣ୍ଡିଗଡ଼: ଆସନ୍ତା ଫେବୃଆରୀ ୧୪ରେ ପଞ୍ଜାବର ସମସ୍ତ ୧୧୭ ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ରାଜ୍ୟରେ କ୍ଷମତାସୀନ କଂଗ୍ରେସ ଆଜି ପ୍ରଥମ ଦଫାରେ ୮୩ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। କଂଗ୍ରେସର ନିଷ୍ପତ୍ତି ଅନୁଯାୟୀ, ପଞ୍ଜାବ ...
Read more

ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାହା ପଞ୍ଜାବ ଜନତା ନିର୍ଣ୍ଣୟ ନେବେ:ସିଦ୍ଧୁ

ନୂଆଦିଲ୍ଲୀ:  ହାଇକମାଣ୍ଡଙ୍କ ତାଗିଦ୍‌ ସତ୍ତ୍ୱେ ସିଦ୍ଧୁଙ୍କ ତୁଣ୍ଡ ଥୟ ଧରୁନି।  ପଞ୍ଜାବ କଂଗ୍ରେସର ମୁଖ୍ୟ ନବଜୋତ ସିଂ ସିଦ୍ଧୁ ଏବେ ହାଇକମାଣ୍ଡଙ୍କୁ ଚ୍ୟାଲେଞ୍ଜ କଲା ଭଳି ବୟାନ ଦେଇନ୍ତି । ସିଦ୍ଧୁ କହିଛନ୍ତି ଯେ, ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ...