Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ପାଠକଙ୍କ ପସନ୍ଦ

ମୁଖ୍ୟ ଖବର

Read more

ଜୁଆ ଆଡ୍ଡାରେ ରେଡ୍, ୭୦ ଗିରଫ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଉପକଣ୍ଠ ଦେବିତି ଗାଁରେ ଚାଲିଥିଲା ଏକ ବଡ଼ଧରଣର ଜୁଆ ଆଡ୍ଡା । କେବଳ ପାରଳା ସହର ନୁହେଁ, ଗଜପତି ଜିଲ୍ଲା ଏବଂ ଓଡ଼ିଶାର ବିଭିନ୍ନ ସ୍ଥାନ  ସମେତ ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ଆସି ଲୋକମାନେ ଏଥଇରେ ସାମିଲ  ହେଉଥିଲେ । ଏହାର ...
Read more

ବୃଦ୍ଧଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା

ଆସ୍କା :‎ ସାମାନ୍ୟ ବଚସାରୁ ବୃଦ୍ଧଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ବ୍ରାହ୍ମଣଛାଇ ଗାଁରେ । ମୃତକ ହେଲେ ସେହି ଗାଁର କଂଗ୍ରେସ ନାହାକ ।  ସୂଚନାଅନୁସାରେ, ବିଳମ୍ବିତ ରାତିରେ ଦୁଇ ଯୁବକଙ୍କ ସହ ...
Read more

ରାଜନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍‌ଦାର ଗିରଫ

ଭୁବନେଶ୍ୱର: ମହିଳାଙ୍କୁ ସୁରକ୍ଷା ବଦଳରେ ଇଜ୍ଜତ ଲୁଟୁଛି ପୋଲିସ। ଖୋଦ୍‌ ଜଣେ ରାଜନେତ୍ରୀଙ୍କୁ ୬ ମାସ ହେବ ଯୌନ ନିର୍ଯାତନା ଦେଉଥିଲେ ପୋଲିସ କର୍ମଚାରୀ। ରାତି ହେଲେ ମହିଳାଙ୍କୁ ହ୍ବାଟ୍ସଆପ୍‌ରେ ଭିଡିଓ କଲ୍‌ କରି ଉଲଗ୍ନ ହେବାକୁ ବାଧ୍ୟ କରୁଥିଲେ। ନ ହେଲେ ମାମଲା ...
Read more

ବିଜେବି କଲେଜ ସଭାପତି ପ୍ରାର୍ଥୀଙ୍କୁ ମାଡ, ଥାନାରେ ଏତଲା

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ଭିତରେ ପ୍ରାକ୍ ନିର୍ବାଚନୀ ହିଂସା ଆରମ୍ଭ ହୋଇଛି । ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ସଭାପତି ପ୍ରାର୍ଥୀ ଆର୍ଯ୍ୟନ ମହାପାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ପିପିଲି ପଦା ପଡି଼ଆରେ ଭୋଜିଭାତ ଚାଲିଥିବା ବେଳେ ଏକ ...
Read more

ମହାଳୟା ତିଥିରେ ମା’ ସମଲେଶ୍ୱରୀଙ୍କଧବଳମୁଖୀ ବେଶ

ସମ୍ବଲପୁର: ଆଜି ପବିତ୍ର ମହାଳୟା ତିଥିରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ ଦୁର୍ ଧବଳମୁଖୀ ବେଶ ବା ଗଙ୍ଗାବେଶ ଧାରଣ କରନ୍ତି। ବର୍ଷ ତମାମ ସିନ୍ଦୁର ବର୍ଣ୍ଣରେ ଦର୍ଶନ ଦେଉଥିବା ମା' ସମଲେଶ୍ୱରୀ। କେବଳ ମହାଳୟାରେ ଗଙ୍ଗାବେଶରେ ଦର୍ଶନ ଦେବାର ପରମ୍ପରା ରହିଛି l ...
Read more

୨୩ରୁ ପାରାଦୀପ କଳିଙ୍ଗ ବାଲିଯାତ୍ରା, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ପାରାଦୀପ: ନଭେମ୍ବର ୨୩ରୁ ପାରାଦୀପ କଳିଙ୍ଗ ବାଲିଯାତ୍ରା। ସାତ ଦିନ ଧରି ଚାଲିବ ଏହି ମହାକୁମ୍ଭ। ଆବଶ୍ୟକ ପଡ଼ିଲେ ବଢ଼ିପାରେ ଅବଧି। ଏଥର ମଧ୍ୟ ବାଲିଯାତ୍ରାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବିଧିବଦ୍ଧ ଭାବେ ...
Read more

ରାଜ୍ୟରେ ବଢ଼ିଲାଣି ଖରା ପ୍ରକୋପ

ଭୁବନେଶ୍ୱର: ସରିଗଲା ଦକ୍ଷିଣ-ପଶ୍ଚିମ ମୌସୁମୀ  ଖେଳ । ଆସିଗଲା ମୌସୁମୀର  ଲେଉଟାଣି ବେଳ । ବିଭିନ୍ନ ରାଜ୍ୟରୁ  ବିଦାୟ ନେଇ ସାରିଲାଣି । ଆସନ୍ତା ୨-୩  ଦିନରେ ଓଡ଼ିଶାରୁ ବି ପ୍ରତ୍ୟାବର୍ତ୍ତନ  କରିବା ସମ୍ଭାବନା ରହିଛି । ଏଥର ଓଡ଼ିଶାରେ ନିଧୁର୍ମ  ବର୍ଷା ଦେଇ ...
Read more

ଟାଟୁ ପାଇଁ ମା'କୁ ଫେରି ପାଇଲା ପୁଅ

କେନ୍ଦ୍ରାପଡା: ଦୀର୍ଘ ୩୫ ବର୍ଷର ଆଶା, ଅପେକ୍ଷା ଓ ଦୁଃଖର ଅନ୍ତ ଘଟିଛି । ୩୫ ବର୍ଷ ଧରି ନିଖୋଜ ଥିବା ପ୍ରମିଳା ମଲିକ ଶେଷରେ ଆପଣାର ମାଟି ଓ ପରିବାର ନିକଟକୁ ଫେରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍‌ ଅଳପୁଆ ପଞ୍ଚାୟତର ନନ୍ଦଲାଲପାଟଣା ଗ୍ରାମରେ ଏବେ ...
Read more

ପୁଣି ବଢ଼ିଲା ଚିନି, ଡାଲି ଦର

ଭୁବନେଶ୍ୱର: ପୁଣି  ବଢ଼ିଲା ଚିନି ଦର । କୁଇଣ୍ଟାଲ ପିଛା ୫୦ କି  ୧୦୦ ନୁହେଁ, ଏକାଥରକେ ୩୦୦ରୁ ୫୦୦  ଟଙ୍କା ବଢ଼ିଛି । କିଛି ଦିନ ପୂର୍ବରୁ ଚିନି କୁଇଣ୍ଟାଲ ପିଛା ଦର ୫୦୦୦ ଟଙ୍କା ଥିବା ବେଳେ ଏବେ ଛୋଟଦାନା ଓ ବଡ଼ଦାନା ପ୍ରକାରଭେଦରେ  ୫୩୦୦ରୁ ୫୫୦୦ ଟଙ୍କା ହୋଇଯାଇଛି । ...
Read more

ହାଇକୋର୍ଟ ଗଲେ ବିଦ୍ୟାଭାରତୀ

କଟକ: ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି। ପୂର୍ବରୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ନମିଳିବା ପରେ ସେ ଏହି ଆବେଦନ ...
Read more

BDOଙ୍କ ପାଖକୁ ଚାଲି ଚାଲି ଗଲେ ଶତାଧିକ ଛାତ୍ରଛାତ୍ରୀ

 ମୟୁରଭଞ୍ଜ: ପ୍ରଧାନ ଶିକ୍ଷକଙ୍କ ନାରେ ଅଭିଯୋଗ କରିବାକୁ BDOଙ୍କ ପାଖକୁ ଚାଲି ଚାଲି ଗଲେ ଶହ ଶହ ଛାତ୍ରଛାତ୍ରୀ । ସ୍କୁଲରେ ଉପଯୁକ୍ତ ଖାଦ୍ୟ, ୟୁନିଫର୍ମ ମିଳୁନଥିବା ନେଇ ଛାତ୍ରଛାତ୍ରୀଙ୍କ ଅଭିଯୋଗ । ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଳକର ...
Read more

ଓଡ଼ିଶା ସୂଚନା ସେବା ସଂଘର ବାର୍ଷିକ ଉତ୍ସବ :କ୍ୟାଡର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଓଡ଼ିଶା ସୂଚନା ସେବା ସଂଘ ( ଓଆଇଏସଏ) ପକ୍ଷରୁ ଏହାର ବାର୍ଷିକ ଉତ୍ସବ-୨୦୨୬ ଆଜି  ଭୁବନେଶ୍ୱରସ୍ଥିତ ଭାରତୀୟ ବିଦ୍ୟା ଭବନ ପରିସରରେ ଅନୁଷ୍ଠିତ  ହୋଇଯାଇଛି । ଏଥିରେ ରାଜ୍ୟର ବିଭିନ୍ନ ଉପଖଣ୍ଡ, ଜିଲ୍ଲା,  ରାଜସ୍ୱ ଆୟୁକ୍ତ  କାର୍ଯ୍ୟାଳୟ ସମେତ ରାଜ୍ୟ ...
Read more

ନାଗ ସହ ରିଲ୍ସ, ଗଲା ଜୀବନ

ପୁରୀ: ବିଷାକ୍ତ ସାପକୁ ସହଜରେ  କାବୁ କରିନେଉଥିଲେ । ଯାହା ଘରେ ସାପ ପଶୁଥିଲା  ସେଠାରେ ପହଞ୍ଚି ଧରୁଥିଲେ । ସାପ ସହ ରିଲ୍ସ  କରୁଥିଲେ । ସାପ ସହ ଖେଳୁଥିବାରୁ ଦୃଶ୍ୟର ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ୍‌  କରୁଥିବା ସାପ ଧରାଳିଙ୍କର ଶୁକ୍ରବାର ନାଗ ସାପ  ଦଂଶନରେ ...
Read more

ସ୍ୱାମୀଙ୍କ ମୃତ୍ୟ ପରେ ଆଖି ବୁଜିଲେ ସ୍ତ୍ରୀ

ଅନୁଗୋଳ; ସ୍ବାମୀଙ୍କ ମୃତ୍ୟୁର କେଇ ଘଣ୍ଟା ମଧ୍ୟରେ ଆଖି ବୁଜି ବୁଜିଲେ ସ୍ତ୍ରୀ । ଅନୁଗୋଳ ସହର ଉପକଣ୍ଠ ଜରାସିଂହା ଗ୍ରାମରେ ଏଭଳି ହୃଦୟବିଦାରକ ଘଟଣା ଶୋକାକୁଳ ପରିବେଶ ସୃଷ୍ଟି କରିଛି । ମୃତକ ହେଲେ ଜରାସିଂହା ଗ୍ରାମର ପବିତ୍ର ନାଏକ(୫୫) ଓ ତାଙ୍କ ପତ୍ନୀ ସାବିତ୍ରୀ ...
Read more

୧୪ରେ ବସିବ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ

ପୁରୀ: ଆସନ୍ତା ୧୪ରେ ବସିବ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ।  ଶ୍ରୀମନ୍ଦିର ସଦର କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହେବ । ଅପରାହ୍ଣ ୫ଟାରୁ  ହେବାକୁ ଥିବା ଏହି ବୈଠକରେ ସମସ୍ତ ସେବାୟତ ନିଯୋଗ ପ୍ରତିନିଧି ଉପସ୍ଥିତ  ରହିବା ସହ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ...
Read more

ସତ୍ୟ, ତ୍ୟାଗ ଓ ନିଷ୍ଠାର ମୂର୍ତିମନ୍ତ ପ୍ରତୀକ ଉତ୍କଳମଣି ଗୋପବନ୍ଧୁ : ମନମୋହନ ସାମଲ

ଭୁବନେଶ୍ୱର,: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଆମ ଓଡିଶାର ବିଶ୍ୱାସ ଓ ବିଶ୍ୱାସନୀୟତାର ପ୍ରତୀକ ଅଟନ୍ତି । ସେ କେବଳ ଉତ୍କଳର ନୁହନ୍ତି, ସେ ହେଉଛନ୍ତି ସାରା ବିଶ୍ୱର ମଣି । ସେ ଏକାଧାରରେ ଥିଲେ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ, କବି, ଲେଖକ ଏବଂ ଦୈନିକ ଖବରକାଗଜ ସମାଜ ଓ ...
Read more

ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ ପୂଜା ମଣ୍ଡପ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଦେବାକୁ ପଡ଼ୁଥିବା ଗ୍ରାଉଣ୍ଡ ରେଣ୍ଟ (ପଡ଼ିଆ ...
Read more

ଦୋକାନ ଭିତରକୁ ପଶିଗଲା ହାଇୱା

ଛେଣ୍ଡିପଦା: ଅନୁଗୋଳ-ଛେଣ୍ଡିପଦା ୬୩ ନମ୍ବର ରାଜ୍ୟ ରାଜପଥର ନିଶା ଛକରେ ଦୁର୍ଘଟଣା । ଭାରସ୍ୟମ ହରାଇ ଜଳିଖିଆ ଦୋକାନ ଭିତରକୁ ପଶିଗଲା ହାଇୱା । ଅଳ୍ପକେ ବର୍ତ୍ତିଲେ ୧୫ ଜଣ । ସୂଚନା ଅନୁସାରେ,ଚଣ୍ଡିଖୋଲରୁ ନୟନୀ କୋଇଲା ଖଣିକୁ ଯାଉଥିବା ଏକ ଦ୍ରୁତଗାମୀ ହାଇୱା ଟ୍ରକ୍ ...
Read more

ଗୁଣିଗାରେଡ଼ି ଆଳରେ ଦୁଷ୍କର୍ମ, ଗୁଣିଆ ଗିରଫ

ରାଇରଙ୍ଗପୁର: ବିବାହର କିଛି ଦିନ ପରେ ନବବିବାହିତାଙ୍କୁ ଶାଶୁଘରେ ନିର୍ଯାତନା ଦିଆଯାଉଥିଲା । ପରିବାରରେ ଅଶାନ୍ତି ଲାଗି ରହିଥିଲା । ଅଶାନ୍ତି ଦୂର କରିବା ପାଇଁ ଗୁଣିଆ ପାଖରେ ଆଶ୍ରୟ ନେଇଥିଲେ ମହିଳା । ଗୁଣିଗାରେଡ଼ି ଦ୍ଵାରା ସମସ୍ତ ସମସ୍ୟାର ସମାଧାନ ହୋଇପାରିବ ବୋଲି ...
Read more

ଇପିଏଫ୍ଓ: କର୍ମଚାରୀଙ୍କ ଦରମା କାଣ୍ଟଛାଣ୍ଟ କରିପାରିବେନି କମ୍ପାନି

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୭ରେ କେନ୍ଦ୍ର ସରକାର କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ (ଇପିଏଫ୍ଓ)ର ମାସିକ ବେତନ ସୀମାକୁ ୧୫ ହଜାରରୁ ୨୫ ହଜାରକୁ ବୃଦ୍ଧି କରିଛନ୍ତି । ଏହାଦ୍ୱାରା ଦେଶରେ ୧ କୋଟିରୁ ଊଦ୍ଧ୍ୱର୍ ଲୋକ ସାମାଜିକ ସୁରକ୍ଷା ପରିସରଭୁକ୍ତ ହେବେ । ତେବେ ଏହି ...
Read more

ସ୍ମିତ୍ ମଚ୍ଛାରଙ୍କ ସହ କଥା ହେଲେ ନେତନ୍ୟାହୁ

ନୂଆଦିଲ୍ଲୀ:   ମୃତ୍ୟୁ ସହ ଲଢି ଫ୍ଲାଏଦୁବାଇ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିବା ସ୍ମିତ୍ ମଚ୍ଛାରଙ୍କ ସହ କଥା ହୋଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁ । ସ୍ମିତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି ନେତନ୍ୟାହୁ । ...
Read more

ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ୍ କୋଡ଼ିଙ୍ଗା ସଦର ...
Read more

ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା

କୋରାପୁଟ: ମଙ୍ଗଳବାର କୋରାପୁଟ ଜିଲାର ସୁନାବେଡ଼ା ଗସ୍ତରେ ଆସିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ତାଙ୍କ ସହ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ରହିବେ। ନୂଆଦିଲ୍ଲୀରୁ ବିଶାଖାପାଟଣା ଦେଇ ରାଜନାଥ ସିଂ ସିଧାସଳଖ ସୁନାବେଡ଼ାର ...
Read more

ଭାରତ, ଇଣ୍ଡୋନେସିଆ ଏବଂ ମିଆଁମାରରେ ଭୂକମ୍ପର ଝଟକା

 ଭାରତ, ଇଣ୍ଡୋନେସିଆ ଏବଂ ମିଆଁମାରର ଅନେକ ସହରରେ ଗତ ବିଳମ୍ୱିତ ରାତିରୁ ଆଜି ସକାଳ ପର୍ଯ୍ୟନ୍ତ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଭୂକମ୍ପ ହୋଇଥିବା ନିଶ୍ଚିତ କରି କହିଛି ଯେ, ଇଣ୍ଡୋନେସିଆରେ ଆଜି ସକାଳ ୫:୦୭ ସମୟରେ ଭୂକମ୍ପ ...
Read more

ବଡ଼ ଭାଇକୁ ହତ୍ୟା କଲା ସାନ

ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର  ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ (୩୫) ବୋଲି ପୁଲିସ ସୂଚନା ...
Read more

୨୬ ବରିଷ୍ଠ ଓଏଏସ ଅଫିସରଙ୍କ ବଦଳି

ରାଜ୍ୟ ସରକାର ୨୬ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ଦୁଇଟି ପୃଥକ ବିଜ୍ଞପ୍ତିରେ ଓଏଏସ୍ ଅଫିସରମାନଙ୍କ ଅଦଳବଦଳ ହୋଇଛି। ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ବରିଷ୍ଠ ଓଏଏସ୍ ସାଫଲ୍ୟମଣ୍ଡିତ ପ୍ରଧାନଙ୍କୁ ବିଏମସି ...
Read more

ଟ୍ରଲି ବ୍ୟାଗରେ ଗଞ୍ଜେଇ ଚାଲାଣ, ୬ ଯୁବତୀ ଅଟକ

ଟିଟିଲାଗଡ଼: ଟ୍ରଲି ବ୍ୟାଗରେ ଗଞ୍ଜେଇ ଚାଲାଣ କରି ୬ ଯୁବତୀ ଅଟକ । ଟିଟିଲାଗଡ଼ ରେଲୱେ ଷ୍ଟେସନରେ ଜିଆରପି ପୁଲିସକୁ ବଡ଼ ସଫଳତା । ପେଟ୍ରୋଲିଙ୍ଗ କରୁଥିବାବେଳେ ୬ ଜଣ ଯୁବତୀ ସମତା ଏକ୍ସପ୍ରେସ ଟ୍ରେନରେ ତାଙ୍କର ୬ ଟି ଟ୍ରଲି ବ୍ୟାଗକୁ ଦେଖି ଜିଆରପି ପୁଲିସର ସନ୍ଦେହ ...
Read more

ଫ୍ଲାଏଦୁବାଇ ବିମାନ ଘଟଣା: ଇରାନକୁ ଟ୍ରମ୍ପଙ୍କ ଚେତାବନୀ

ୱାଶିଂଟନ : ଫ୍ଲାଏଦୁବାଇ ବିମାନର ସହ ପାଇଲଟ୍‌ ସେହି ବିମାନର ମୁଖ୍ୟ ପାଇଲଟ୍‌ ସ୍ମିତ ମଚ୍ଛାରଙ୍କୁ ଛୁରିରେ ଆକ୍ରମଣ କରିବା ଏବଂ ଏହାର ପରବର୍ତ୍ତୀ ଘଟଣାକ୍ରମକୁ ନେଇ ଆମେରିକା ନିଜସ୍ବ ତଦନ୍ତ ଜାରି ରଖିଛି। ଆକ୍ରମଣକାରୀ ସହ ପାଇଲଟଙ୍କ ଇରାନ ସହ କୌଣସି ସମ୍ପର୍କ ...
Read more

ନୂଆପଲ୍ଲୀ ଦୁଷ୍କର୍ମ ମାମଲା: ଟିଆଇ ପରେଡ୍‌ରେ ଦୁଷ୍କର୍ମକାରୀକୁ ଚିହ୍ନଟ କଲେ ପୀଡ଼ିତା

ଭୁବନେଶ୍ୱର: ନୂଆପଲ୍ଲୀ ଅଞ୍ଚଳରେ ଘରେ ପଶି ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ପୁଲିସ ତ୍ୱରିତ ତଦନ୍ତ ସହ ଚାର୍ଜସିଟ୍ ଦାଖଲକୁ ଗୁରୁତ୍ୱ ଦେଉଛି । ସବୁ ଦିଗକୁ ତନ୍ନତନ୍ନ କରି ଅନୁଧ୍ୟାନ କରାଯାଉଛି । ସାକ୍ଷ୍ୟ ପ୍ରମାଣ ଯୋଗାଡି଼ବାରେ ପୁଲିସ ଦିନରାତି ଏକ କରିଦେଇଛି । ...
Read more

ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

ଖୁବଶୀଘ୍ର ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଘରକୁ ଆସିବେ କୁନି ଅତିଥି । ମାଆ ହେବେ ଜାଗୃତି ଶୁକ୍ଲା । ବିବାହର ବର୍ଷେ ପରେ ଏହି ଦମ୍ପତି ଖୁସି ଖବର ଦେଇଛନ୍ତି । ନବରାତ୍ରୀର ପ୍ରଥମ ଦିନରେ ଏହି ଗୁଡ୍ ନ୍ୟୁଜ୍ ଦେଇଛନ୍ତି ଅନୁଭବ ଓ ଜାଗୃତି । ସୋସିଆଲ ମିଡିଆରେ ଏହି ...