Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

IPL

ମୁଖ୍ୟ ଖବର

    ଯୋଗ କଲେ କ’ଣ ଲାଭ ମିଳେ?

    Share on :
    ajab-Image
    Date: Jun 18, 2022    Views: 2829

    ଭୁବନେଶ୍ୱର : ପ୍ରାଚୀନ ସମୟରୁ ଭାରତରେ ଯୋଗର ଆଦର ରହିଆସିଛି  । ସୁସ୍ଥ ଜୀବନଶୈଳୀ ନିମନ୍ତେ ଏହାର ଆବଶ୍ୟକତା ସବୁଠୁ ଅଧିକ ବୋଲି ବିଶେଷଜ୍ଞଙ୍କ ମତ  ।
    -ଯୋଗ କଲେ ସୁସ୍ଥ ଜୀବନଶୈଳୀ ଅତିବାହିତ କରିବା ସହିତ ଆମ ମନ ମଧ୍ୟ ପ୍ରଫୁଲ୍ଲ ରହେ  । ଏବେ ବିଶ୍ୱର ପ୍ରମୁଖ ରାଷ୍ଟ୍ରରେ ଯୋଗର ପ୍ରସାର ଓ ପ୍ରଚାର ଉଭୟ ବଢ଼ିବାରେ ଲାଗିଛି  ।
    -ନିୟମିତ ଯୋଗ କରିବା ଦ୍ୱାରା ଆମ ଏକାଗ୍ରତା ବଢ଼ିବା ସହ ଶରୀରର ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏ  ।
    -ଅବସାଦଗ୍ରସ୍ତ ରହୁଥିବା ଲୋକ ପ୍ରତ୍ୟହ ୧୫ ୟୁନିଟ୍ ଯୋଗ କଲେ ସେମାନଙ୍କ ସମସ୍ୟାର ସମାଧାନ ହେଉଥିବାର ବିଶେଷଜ୍ଞଙ୍କ ମତ  ।
    -ମାନସିକ ଚାପ, ଉଚ୍ଚରକ୍ତଚାପ ରୋଗୀ ୧ ସପ୍ତାହ ନିୟମିତ ଯୋଗ କଲେ ସେମାନେ ଫରକ୍ ଜାଣିପାରିବେ  ।
    -ଯୋଗ ଓ ଧ୍ୟାନ ସମସ୍ତ ରୋଗର ସମାଧାନ ବୋଲି ବିଭିନ୍ନ ଅନୁଧ୍ୟାନରୁ ପ୍ରମାଣିତ ହୋଇଛି  । ନିଜ ବ୍ୟସ୍ତବହୁଳ ଜୀବନରେ ମାତ୍ର ୨୦ ମିନିଟ୍ ଲେଖାଏଁ ଯୋଗ କଲେ ସୁସ୍ଥ ଓ ନିରୋଗ ଜୀବନ ଅତିବାହିତ କରିପାରିବେ  ।

    Maximum 500 characters

    Find Us on Facebook