Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପୁଣି ଚାଲିଛି ଭିଜିଲାନ୍ସ ରେଡ଼, ଏବେ ଜାଲରେ ଲ୍ୟାମ୍ପ୍ସ ପରିଚାଳନା ନିଦେ୍ର୍ଧଶକ

    Share on :
    ajab-Image
    Date: Jan 28, 2022    Views: 3126

    ସୁନ୍ଦରଗଡ଼: ରାଜ୍ୟରେ କରୋନାର ପ୍ରକୋପ ବଢ଼ିବାରେ ଲାଗିଥିବା ବେଳେ । ରାଜ୍ୟକୁ ଭାରି ପଡ଼ିଛି ବିଭିନ୍ନ କ୍ଷେତ୍ରରେ ଚାପ, କାରଣ ଧିରେ ଧିରେ ଆର୍ଥୀକ ସ୍ଥିତି ରେ ପରିବର୍ତ୍ତନ ହେବାରେ ଲାଗିଛି । କରୋନା ମହାମାରୀ ଯୋଗୁଁ ରାଜ୍ୟରେ ଶିକ୍ଷାଗତ, ବାଣିଜ୍ୟ ତଥା ଅର୍ଥନୌତିକ କ୍ଷତି ସହୁଛନ୍ତି ସରକାର । କିନ୍ତୁ ଏଥିମଧ୍ୟରେ ଦୁର୍ନିତୀ ନିଜ ଯାଗାରେ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଦିନକୁ ଦିନ ଭିଜିଲାନ୍ସ ହାତରେ ପଡ଼ୁଛି ଦୁର୍ନିତୀ ଅଭିଯୁକ୍ତଙ୍କ କଳା କାରନାମା । ଏବେ ଭିଜିଲନ୍ସ ଜାଲରେ ଲ୍ୟାମ୍ପ୍ସ ପରିଚାଳନା ନିର୍ଦ୍ଦେଶକ। ରାଜଗାଙ୍ଗପୁର ବ୍ଳକ କୁକୁଡ଼ା ସମବାୟ ସମିତି ପରିଚାଳନା ନିର୍ଦ୍ଦେଶକ ପରୀକ୍ଷିତ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ବାସଭବନ ସମେତ ଅଫିସରେ ମଧ୍ୟ ରେଡ୍‌ କରାଯାଉଛି।

     ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଭିଜିଲାନ୍‌ସ DSPଙ୍କ ନେତୃତ୍ୱରେ ଟିମ୍‌ ରେଡ୍‌ କରୁଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook