Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ରାୟଗଡା ଅବକାରୀ ଅଧୀକ୍ଷକ ଗିରଫ

    Share on :
    ajab-Image
    Date: May 14, 2022    Views: 3395

    ଭୁବନେଶ୍ୱର: ରାୟଗଡା ଅବକାରୀ ଅଧୀକ୍ଷକ ନିନା ବେଉରା ଗିରଫ । ରାୟଗଡାରୁ ଭୁବନଶ୍ୱେରକୁ ଆସିବା ସମୟରେ ଗିରଫ ହୋଇଛନ୍ତି । ଅବକାରୀ ଅଧୀକ୍ଷକ ନିନାଙ୍କ ଠାରୁ ୬ଲକ୍ଷ ଟଙ୍କା ଜବତ କରାଯାଇଛି । ଟଙ୍କା ସମ୍ପର୍କରେ ପଚାରିବାରୁ ନିନା ସନ୍ତୋଷଜନକ ଉତ୍ତର ହେଇପାରି ନଥିଲେ । ନିନା ଏବଂ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ଚଢାଉ କରୁଛି ।
    ନିନାଙ୍କ ସ୍ୱାମୀ ନିହାର ରଞ୍ଜନ ଦାସ ମାହାଙ୍ଗା ଥାନା ଆଇଆଇସି । ରେଡ୍ ସୂଚନା ପାଇ ମାହାଙ୍ଗା କ୍ୱାର୍ଟର୍ସରେ ସ୍ୱାମୀ ତାଲା ପକାଇଛନ୍ତି । ସ୍ୱାମୀ ନିହାରଙ୍କ ସହ ଭିଜିଲାନ୍ସ ଯୋଗାଯୋଗ କରିପାରୁନି । ତୁରନ୍ତ ଭୁବନେଶ୍ୱର ଭିଜିଲାନ୍ସ ଅଫିସରେ ହାଜର ପାଇଁ ନିହାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

    Maximum 500 characters

    ତାଜା ଖବର View all

    Find Us on Facebook