Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

TOKYO OLYMPIC

ମୁଖ୍ୟ ଖବର

    ଟୋକିଓ ଅଲମ୍ପିକ୍ସ : କେଉଁ ଦେଶକୁ କେତେ ପଦକ ଜାଣନ୍ତୁ

    Share on :
    ajab-Image
    Date: Jul 30, 2021    Views: 5480

    ଟୋକିଓ : ଟୋକିଓ ଅଲମ୍ପିକ୍ସ ଜାରି ରହିଛି  । ପଦକ ରେସରେ ଚାଇନା ପ୍ରଥମ ସ୍ଥାନରେ ଥିବାବେଳେ ଦ୍ୱିତୀୟରେ ରହିଛି ଆୟୋଜକ ଜାପାନ  । ଅପରପକ୍ଷରେ ଆମେରିକା ଏବେ ତୃତୀୟ ସ୍ଥାନରେ ରହିଛି  । ସେହିପରି ଋଷିଆ ୪ ନମ୍ବର ସ୍ଥାନରେ ଥିବାବେଳେ ଅଷ୍ଟ୍ରେଲିଆ ୫ମ ସ୍ଥାନରେ ଅଛି  ।

    ଚାଇନାକୁ ଏଯାବତ ୧୬ ସ୍ୱର୍ଣ୍ଣ, ୭ ରୌପ୍ୟ ଓ ୧୦ ବ୍ରୋଞ୍ଜ ପଦକ ମିଳିଥିବାବେଳେ ଜାପାନ ୧୫ ସ୍ୱର୍ଣ୍ଣ, ୪ ରୌପ୍ୟ ଓ ୭ ବ୍ରୋଞ୍ଜ ପଦକ ପାଇଛି  । ସେହିପରି ଆମେରିକା ୧୪ ସ୍ୱର୍ଣ୍ଣ, ୧୬ ରୌପ୍ୟ ଓ ୧୧ ବ୍ରୋଞ୍ଜ ପଦକ ହାସଲ କରିପାରିଛି  । ସେହିପରି ଋଷିଆକୁ ୯ ସ୍ୱର୍ଣ୍ଣ ଓ ୧୨ ରୌପ୍ୟ ସହ ୩୦ ପଦକ, ଅଷ୍ଟ୍ରେଲିଆକୁ ୯ ସ୍ୱର୍ଣ୍ଣ ସହ ୨୨ ପଦକ, ବ୍ରିଟେନକୁ ୬ ସ୍ୱର୍ଣ୍ଣ ସହ ୨୩ ପଦକ ମିଳିଛି  । ଅପରପକ୍ଷରେ  ଦକ୍ଷିଣ କୋରିଆକୁ ୪ ସ୍ୱର୍ଣ୍ଣ, ନେଦରଲାଣ୍ଡକୁ ୩, ଫ୍ରାନ୍ସକୁ ୩, ଜର୍ମାନୀକୁ ୩ ଓ କାନାଡ଼ାକୁ ୩ ପଦକ ମିଳିଛି  ।

    ଭାରତ ପାଇଁ ମୀରାବାଇ ଚାନୁ ଏକମାତ୍ର ପଦକ ଆଣି ଦେଇଥିବାବେଳେ ଲଭଲିନା ଆଉ ଏକ ପଦକ ନିଶ୍ଚିତ କରିସାରିଛନ୍ତି  ।

    Maximum 500 characters

    TOKYO OLYMPIC View all

    Find Us on Facebook