Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ମୁଁ ମଲା ଯାଏଁ କଂଗ୍ରେସରେ ରହିବି

    Share on :
    ajab-Image
    Date: Apr 16, 2024    Views: 2905

    ଭୁବନେଶ୍ୱର: କଂଗ୍ରସର ବଡ ଚେହେରା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ଉପରେ ବଡ କାର୍ୟ୍ୟାନୁଷ୍ଠାନ । ବିଶୃଙ୍ଖଳା ଓ ଦଳବିରୋଧୀ କାର୍ୟ୍ୟ ପାଇଁ ଦଳ ଦେଲା ୬ ବର୍ଷ ପାଇଁ ଶାସ୍ତି । ତେବେ କଂଗ୍ରେସର କାର୍ୟ୍ୟାନୁଷ୍ଠାନ ପରେ ପ୍ରତିକ୍ରିୟା ରଖିଛନ୍ତି ସୁର । କହିଛନ୍ତି- ବହିଷ୍କାର କଲେ କିଛି ଆପତ୍ତି ନାହିଁ । ମୁଁ ମଲା ପର୍ୟ୍ୟନ୍ତ କଂଗ୍ରେସରେ ରହିବି । ସେ ବହିଷ୍କୃତ କରନ୍ତୁ କି ନାହିଁ । ହାଇକମାଣ୍ଡଙ୍କ ପାଖରେ ଆପତ୍ତି କରିବି କିଛି ନବୁଝି କାର୍ୟ୍ୟାନୁଷ୍ଠାନ କାହିଁକି ନିଆଗଲା ।

    ତେବେ ବିଜେଡିର ଭୁବନେଶ୍ୱର ପାଇଁ ସାଂସଦ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ହେଉଛନ୍ତି ସୁରଙ୍କ ସାନ ପୁଅ । ତାଙ୍କ ପାଇଁ ସୁର ପ୍ରଚାର କରିବାର ଅଭିଯୋଗ ରହିଥିଲା । ତେଣୁ ଦଳର ଶୃଙ୍ଖଳା ଦୃଷ୍ଟିରୁ ବହିଷ୍କାର କରାଯାଇଥିବା ସୂଚନା ।

    Maximum 500 characters

    ରାଜନୀତି View all

    Find Us on Facebook