Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବିଜେପି ଯିବେ ସିଦ୍ଧାନ୍ତ!

    Share on :
    ajab-Image
    Date: Mar 28, 2024    Views: 3845

    ଭୁବନେଶ୍ୱର: ଆଗକୁ ନିର୍ବାଚନ ଥିବାରୁ ରାଜନୈତିକ ଦଳର ମିଶ୍ରଣ ପର୍ବ ଜାରି ରହିଛି । ଟିକେଟ୍‌ ପାଇବା ଆଶାରେ ହେଉ ଅବା ନମିଳିବା ଆଶାରେ ଦଳ ଡିଆଁ କରୁଛନ୍ତି ନେତା ଓ କର୍ମୀ । ସେପଟେ ବିଜେପିରେ ମିଶିପାରନ୍ତି ସିଦ୍ଧାନ୍ତ ମହାପାତ୍ର ।

    ସିନେ ଷ୍ଟାର ତଥା ପୂର୍ବତନ ବିଜେଡି ସାଂସଦ ସିଦ୍ଧାନ୍ତ ମହାପାତ୍ର ପଦ୍ମ ଧରିପାରନ୍ତି । ସିଦ୍ଧାନ୍ତ ବିଜେପିରେ ମିଶିବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

    ଆଜି ୨.୩୦ରେ ବିଜେପି ମୁଖ୍ୟାଳୟରେ ହେବାକୁ ଥିବା ମିଶ୍ରଣ ପର୍ବରେ ସେ ବିଧିବଦ୍ଧଭାବେ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି । 

     

    Maximum 500 characters

    ତାଜା ଖବର View all

    Find Us on Facebook