Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଜାଣନ୍ତୁ କିଏ ହେଲେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ

    Share on :
    ajab-Image
    Date: May 13, 2022    Views: 3489

    କଲମ୍ବୋ: ଶ୍ରୀଲଙ୍କାରେ ୫ ଥର ପ୍ରଧାନମନ୍ତ୍ରୀ ହୋଇଥିବା ରାନିଲ ବିକ୍ରମସିଂଘେ ପୁଣିଥରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେପଇଛନ୍ତି । ଶ୍ରୀଲଙ୍କା ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାବେଳେ ତାଙ୍କୁ ନୂଆ ପ୍ରଧାନମନ୍ତ୍ରୀ ଭାବେ ରାଷ୍ଟ୍ରପତି ନିଯୁକ୍ତ ଦେଇଛନ୍ତି । ଶ୍ରୀଲଙ୍କା ସଂସଦରେ ବିକ୍ରମସିଂଘେଙ୍କ ଦଳର ମାତ୍ର ଗୋଟିଏ ଆସନ ଥିଲେ ମଧ୍ୟ ତାଙ୍କୁ ପ୍ରଧାନମନ୍ତ୍ରୀ କରାଯାଇଛି । 

    ଶ୍ରୀଲଙ୍କା ବିରୋଧୀ ଦଳ ନେତା ସିଜିଥ ପ୍ରେମଦାସ ସରକାର ଗଠନ ପାଇଁ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ଗ୍ରହଣ କରିବାପରେ ବିକ୍ରମସିଂଘେ ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି। ତେବେ ସକିଥ ରାଷ୍ଟ୍ରପତି ଗୋଟାବାୟାଙ୍କ ନିକଟରେ ୪ଟି ସର୍ତ୍ତ ରଖିଛନ୍ତି । ଏହି ୪ଟି ସର୍ତ୍ତ ମଧ୍ୟରୁ ଏକ ପ୍ରମୁଖ ସର୍ତ୍ତ ହେଉଛି ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଇସ୍ତଫା ଦେବା ଉଚିତ୍ । କିନ୍ତୁ ରାଷ୍ଟ୍ରପତି ଏଥିରେ ରାଜି ହେଉ ନାହନ୍ତି । ଅନ୍ୟପକ୍ଷେ ଆସନ୍ତା ୧୭ ତାରିଖରେ ଶ୍ରୀଲଙ୍କା ସଂସଦରେ ଗୋଟାବାୟା ରାଜପକ୍ଷେଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ନେଇ ଆଲୋଚନା ହେବ ।  

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook