Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

OTHER EXAM

ମୁଖ୍ୟ ଖବର

    ପ୍ରକାଶ ପାଇଲା ଓଜେଏସ ଫଳ, କେମିତି ଜାଣିବେ ପରୀକ୍ଷା ଫଳ

    Share on :
    ajab-Image
    Date: Apr 23, 2022    Views: 3281

    ଭୁବନେଶ୍ୱର : ବହୁ ପ୍ରତୀକ୍ଷିତ ଓଡ଼ିଶା ଜୁଡ଼ିସିଆଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି  । ଗତକାଲି ଓଜେଏସ ପ୍ରିଲିମନାରୀ ପରୀକ୍ଷା ଫଳ ବାହାରିଛି  । ପରୀକ୍ଷାରେ ୮୬୪ ଜଣ ପ୍ରାର୍ଥୀ ଲିଖିତ ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି  । ଓଡ଼ିଶା ଲୋକସେବା ଆୟୋଗରେ ଏହି ତାଲିକା ପ୍ରକାଶିତ ହୋଇଛି  । 

    ଯୋଗ୍ୟ ବିବେଚିତ ୮୬୪ ପରୀକ୍ଷାର୍ଥୀଙ୍କ ମଧ୍ୟରେ ୪୬୯ ଜଣ ମହିଳା ରହିଛନ୍ତି  । ୨୦୨୧ରେ ୫୩ ସିଭିଲ ଜଜ ପଦବୀ ପୂରଣ ନିମନ୍ତେ ମାର୍ଚ୍ଚ ୨୭ରେ ଏହି ପରୀକ୍ଷା ହୋଇଥିଲା  । ଆସନ୍ତା ଜୁନ ମାସ ଦ୍ୱିତୀୟ ସପ୍ତାହରେ ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ  । 

    Maximum 500 characters

    OTHER EXAM View all

    Find Us on Facebook