Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ନବୀନ ନିବାସରେ ଆଶୀର୍ବାଦ ବେହେରା

    Share on :
    ajab-Image
    Date: Apr 14, 2024    Views: 3737

    ଭୁବନେଶ୍ୱର: ନିର୍ବାଚନୀ ମାହୋଲ ଭିତରେ ପ୍ରତ୍ୟେକ ଦିନ କେହି ନା କେହି ନବୀନ ନିର୍ବାସ ଆସୁଛନ୍ତି । ଏହାରି ଭିତରେ ଆଜି ନବୀନ ନିବାସରେ ଆସି ପହଞ୍ଚିଛନ୍ତି ଆଶୀର୍ବାଦ ବେହେରା ଓ ତାଙ୍କ ପୁଅ ସଞ୍ଜୟ ବେହେରା । ଉଭୟ ୧୫ ଜଣ କର୍ପୋରେଟରଙ୍କୁ ସାଙ୍ଗରେ ଧରି ନବୀନ ନିବାସରେ ପହଞ୍ଚିଛନ୍ତି । କୁହାଯାଉଛି ସଞ୍ଜୟ ବେହେରା କଟକ-ବାରବାଟୀ ଆସନ ପାଇଁ ଦାବିଦାର ଥିଲେ । ତେବେ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟଙ୍କୁ ବିରୋଧ କରି ଆଶୀର୍ବାଦ ବେହେରା ଓ ତାଙ୍କ ପୁଅ ସଞ୍ଜୟ ବେହେରା ନବୀନ ନିବାସ ଆସିଥିବେ ଚର୍ଚ୍ଚା ହେଉଛି ।

     

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook