Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ପାଟି ଦୁର୍ଗନ୍ଧ ହେଉଛି କି?

    Share on :
    ajab-Image
    Date: Jun 23, 2022    Views: 3014

    ସୁନ୍ଦର ସୁସ୍ଥ ଶରୀର ସମସ୍ତେ ଚାହାନ୍ତି । ଏହା ସହ ଶରୀର ଦୁର୍ଗନ୍ଧ କଲେ ସମସଙ୍କୁ ପାଖରେ ବସିବାକୁ ଖରାପ ଲାଗିଥାଏ । ଖାସ୍ କରି ପାଟି ଦୁର୍ଗନ୍ଧ କରେ । କାହା ସହ କଥା ହେବାକୁ ଖରାପ ଲାଗିଥାଏ । ଏଥିରୁ କିଭଳି ମୁକ୍ତି ପାଇବା ଆସନ୍ତୁ ଜାଣିବା:

    . ପାନମଧୁରୀ ଓ ମିଶିରି ମିଶାଇ ଖାଇବା ଦ୍ୱାରା ମୁଖ ଦୁର୍ଗନ୍ଧ ଦୂର ହୋଇଥାଏ । ମିଶିରି ଖାଇବା ଦ୍ୱାରା ପାଟିର ବ୍ୟାକ୍ଟେରିଆ ଦୂର ହୋଇଥାଏ ।
    . ଗୋଟେ ଗ୍ଲାସ ପାଣିରେ ମିଣିରି ମିଶାଇ ପିଇବା ଦ୍ୱାରା ପାଟି ଦୁର୍ଗନ୍ଧ ଦୂର ହୁଏ ।
    . ଖାଦ୍ୟ ଖାଇସାରିବା ପରେ ପାନ ମଧୁରୀ ଖାଇଲେ ଭଲ ।
    . ବାହାରକୁ ଯିବା ସମୟରେ ପାଟିରେ ଲବଙ୍ଗ ଜାକନ୍ତୁ । ପାଟି ଦୁର୍ଗନ୍ଧ ଦୂର ହୁଏ ।
    . ରାତିରେ ଶୋଇବା ପୂର୍ବରୁ ବ୍ରଶ୍ କରି ଦିଅନ୍ତୁ ।

    Maximum 500 characters

    ବିଶେଷ View all

    Find Us on Facebook