Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

State Board

ମୁଖ୍ୟ ଖବର

    ମାଟ୍ରିକ୍ ରେଜଲ୍ଟକୁ ନେଇ ବଡ ଖବର, ଜାଣନ୍ତୁ କ’ଣ

    Share on :
    ajab-Image
    Date: Jun 4, 2022    Views: 4048

    ଭୁବନେଶ୍ୱର : ଗତ ଦୁଇ ବର୍ଷ ପରେ ଚଳିତ ବର୍ଷ ଅଫଲାଇନ୍ରେ ମାଟ୍ରିକ୍ ପାରୀକ୍ଷା କରାଯାଇଥିଲା । ସମସ୍ତ ପ୍ରକାର କୋଭିଡ୍ ଗାଇଡଲାଇନ୍ ମାନି ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇଥିଲେ । ତେବେ ମାଟ୍ରିକ୍ ରେଜଲ୍ଟ ବାହାରିବାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ ଉକôଣ୍ଠା ରହିଥିଲା । ମାଟ୍ରିକ ପରୀକ୍ଷା ଖାତା ଦେଖା ଶେଷ ହୋଇଛି । ତେବେ ଜୁନ୍ ଶେଷ ସପ୍ତାହ ସୁଦ୍ଧା ମାଟ୍ରିକ୍ ପାରକ୍ଷା ଫଳ ପ୍ରକାଶ ପାଇବ  । ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି । 
     

    Maximum 500 characters

    State Board View all

    Find Us on Facebook