Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମନୋଜ କୁମାର ମହାପାତ୍ରଙ୍କୁ ମିଡିଆ ଇନଚାର୍ଜ ଦାୟିତ୍ୱ

    Share on :
    ajab-Image
    Date: Jan 28, 2022    Views: 2986


    ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ ମୁଖପାତ୍ର ମନୋଜ କୁମାର ମହାପାତ୍ରଙ୍କୁ ଦଳ ତରଫରୁ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ମିଡିଆ ଇନଚାର୍ଜ ଦାୟିତ୍ୱ ଦିଆଯାଇଛି । ଶ୍ରୀ ମହାପାତ୍ର ନିର୍ବାଚନ ସମ୍ପର୍କିତ ସମସ୍ତ ମିଡିଆ ଦାୟିତ୍ୱ ନିର୍ବାହ କରିବେ ବୋଲି ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟିର ଆବାହକ ଯଜେ୍ଞଶ୍ୱର ବାବୁ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook