Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ମ୍ୟାଡାମ୍ ତୁସାଡ୍ ସଂଗ୍ରହାଳୟରେ କୋହଲିଙ୍କ ମହମ ପ୍ରତିମୂର୍ତ୍ତି

    Share on :
    ajab-Image
    Date: Oct 20, 2021    Views: 3642

    ଦୁବାଇ : ଉନ୍ମୋଚିତ ହେଲା ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ମହମ ପ୍ରତିମୂର୍ତ୍ତି । ଦୁବାଇର ମ୍ୟାଡାମ୍ ତୁସାଡ୍ ସଂଗ୍ରହାଳୟରେ କୋହଲିଙ୍କ ମହମ ପ୍ରତିମୂର୍ତ୍ତୀକୁ ସ୍ଥାନୀତ କରାଯାଇଛି ।

    ଏଥିରେ ବିରାଟ ଏକ ଉଚ୍ଚ ବ୍ୟାକଲିଫ୍ଟ ସହିତ ଏକ ବଡ଼ ସଟ୍ ଖେଳିବାକୁ ପ୍ରସ୍ତୁତ ଥିବା ଦେଖାଯାଉଛି ଏବଂ ବଲକୁ ଧ୍ୟାନ ଦେଇ ଦେଖୁଛନ୍ତି। ବିରାଟଙ୍କ ମହମ ପ୍ରତିମୂର୍ତ୍ତୀକୁ ୧୯୯୨ ମସିହାରେ ବିଶ୍ୱକପ୍ ଡିଜାଇନ୍ ଜର୍ସି ପିନ୍ଧାଯାଇଛି ।

    କୋହଲି ହେଉଛନ୍ତି ଦ୍ୱିତୀୟ ଭାରତୀୟ କ୍ରିକେଟର, ଯାହାଙ୍କ ପ୍ରତିମୂର୍ତ୍ତୀଅନେକ ସଂଗ୍ରହାଳୟରେ ସ୍ଥାପନ କରାଯାଇଛି। ତାଙ୍କ ପୂର୍ବରୁ ଅନେକ ସଂଗ୍ରହାଳୟରେ ସଚିନ ତେନ୍ଦୁଲକରଙ୍କ ଚିତ୍ର ସ୍ଥାପନ କରାଯାଇଥିଲା।

    Maximum 500 characters

    ଖେଳ ଖବର View all

    Find Us on Facebook