Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ଶୃଙ୍ଖଳା

    Share on :
    ajab-Image
    Date: Dec 26, 2021    Views: 5055

    ସେଞ୍ଚୁରିଅନ: ବହୁ ପ୍ରତିକ୍ଷୀତ ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ଶୃଙ୍ଖଳା ଆଜିଠାରୁ ଆରମ୍ଭ ହେଉଛି। ଶୃଙ୍ଖଳାର ପ୍ରଥମ ମୁକାବିଲା ଦକ୍ଷିଣ ଆଫ୍ରିକାର ସେଞ୍ଚୁରିଅନ୍‌ସ୍ଥିତ ସୁପରସ୍ପୋଟ୍ସ ପାର୍କରେ ମୁକାବିଲା ହେବ। ବିରାଟ କୋହଲିଙ୍କ ନେତୃତ୍ବରେ ଭାରତ ଖେଳୁଥିବା ଏହି ମ୍ୟାଚ୍‌ ଅପରାହ୍ନ ସାଢ଼େ ଗୋଟିଏରେ ଆରମ୍ଭ ହେବ। ତିନିଟିକିଆ ମ୍ୟାଚ ବିଶିଷ୍ଟ ଏହି ଟେଷ୍ଟ ଶୃଙ୍ଖଳା ଜିତିବା ପାଇଁ ଭାରତୀୟ ଟିମ୍‌ ଦକ୍ଷିଣ ଆଫ୍ରିକାରେ ସମସ୍ତ ରଣକୌଶଳ ବ୍ୟବହାର କରିବ। ଅପରପକ୍ଷେ ଦକ୍ଷିଣ ଆଫ୍ରିକା ନିଜ ମାଟିରେ ଅତିଥି ଟିମ୍‌ ଠାରୁ ଆଦୌ ପରାସ୍ତ ହୋଇ ନଥିବାରୁ ଏହି ଧାରା ଜାରି ରଖିବାକୁ ଉଦ୍ୟମ କରିବ। 

    ଭାରତ: ବିରାଟ କୋହଲି (ଅଧିନାୟକ), କେଏଲ୍ ରାହୁଲ, ମୟଙ୍କ ଆଗ୍ରୱାଲ, ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ/ଶ୍ରେୟସ୍ ଆୟର/ହନୁମା ବିହାରୀ, ଋଷବ ପନ୍ତ, ଆର ଅଶ୍ବିନ, ଶାର୍ଦୁଳ ଠାକୁର, ମହମ୍ମଦ ସାମି, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସିରାଜ/ଈଶାନ୍ତ ଶର୍ମା।

    ଦକ୍ଷିଣ ଆଫ୍ରିକା: ଡିନ୍ ଏଲଗାର (ଅଧିନାୟକ), ଏଦେନ ମର୍କରାମ, କିଗାନ ପିଟରସନ୍, ରସି ଭାନଡର ଦୁସେନ, ତେମ୍ବା ବଭୁମା, କ୍ବିଣ୍ଟନ୍ ଡି’କକ୍, ୱିଆନ୍ ମୁଲଡର, କେଶବ ମହାରାଜ, କାଗିସୋ ରବାଦା, ଲୁଙ୍ଗି ଏନଗିଡ଼ି, ଦୁଆନ ଓଲିଭର। 

    Maximum 500 characters

    ଖେଳ ଖବର View all

    Find Us on Facebook