Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ICSE 10TH

ମୁଖ୍ୟ ଖବର

    ଏପ୍ରିଲରେ ଆଇସିଏସଇ ଦ୍ୱିତୀୟ ସେମିଷ୍ଟାର ବୋର୍ଡ ପରୀକ୍ଷା

    Share on :
    ajab-Image
    Date: Apr 10, 2022    Views: 3859

    ମୁମ୍ୱାଇ: କାଉନସିଲ୍ ଅଫ୍ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା (ସିଆଇଏସସିଇ) ଘୋଷଣା କରିଛି ଯେ, ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ସେମିଷ୍ଟାର୍ ୨ ବୋର୍ଡ ପରୀକ୍ଷା ଏପ୍ରିଲ୍ ଶେଷ ସପ୍ତାହରେ ଅନୁଷ୍ଠିତ ହେବ ।

    ପ୍ରି-ବୋର୍ଡ କରିବା ପୂର୍ବରୁ ଅବଶିଷ୍ଟ ୫୦% ସିଲାବସ୍ ଏବଂ ରିଭିଜନ୍ ସଂପୂର୍ଣ୍ଣ କରିବାକୁ ବୋର୍ଡ ବିଦ୍ୟାଳୟଗୁଡ଼ିକୁ ନିଦେ୍ର୍ଧଶ ଦେଇଛି ।

    ଆଇସିଏସଇ ପରୀକ୍ଷା ଏପ୍ରିଲ ୨୫ରୁ ମେ ୨୦ ମଧ୍ୟରେ ସକାଳ ୧୧ଟାରେ ଅନୁଷ୍ଠିତ ହେଉଥିବାବେଳେ ଏପ୍ରିଲ୨୫ରୁ ଜୁନ ୬ ମଧ୍ୟରେ ଅପରାହ୍ନ୨ଟାରେ ଆଇଏସସି ପରୀକ୍ଷା ଅନୁଷ୍ଠିତ ହେବ । ଉଭୟ ଆଇସିଏସଇ ଏବଂ ଆଇଏସସି ଛାତ୍ରଛାତ୍ରୀମାନେ ସେମାନଙ୍କର ୨୦ମିନିଟର ପରୀକ୍ଷାର ପ୍ରଶ୍ନପତ୍ର ପଢ଼ିବା ପାଇଁ ୧୦ମିନିଟ ପାଇବେ ।

     

    Maximum 500 characters

    ICSE 10TH View all

    Find Us on Facebook