Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଘର ଭିତରେ ଜଳିଗଲେ ଦମ୍ପତ୍ତି

    Share on :
    ajab-Image
    Date: Oct 25, 2021    Views: 3906

    ଚମ୍ପୁଆ  : ଘର ଭିତରେ ଜଳିଗଲେ ଦମ୍ପତ୍ତି, ଅଳ୍ପକେ ବର୍ତ୍ତିଗଲା ୯ ବର୍ଷର ପୁଅ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିକଟସ୍ଥ ବାମେବାରୀ ଥାନା, ବଳଦା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି।

    ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ପୋଡ଼ି ହୋଇଥିବା ସନ୍ଦେହ  Keû~ûCQòö । ଫ୍ରିଜ୍ ଓ  ଅନ୍ୟାନ୍ୟ ଆସବାବପତ୍ର ପତ୍ର ପୋଡିଯାଇଥିବା ସୂଚନା còkòQòö । ମୃତ ଦମ୍ପତ୍ତି, ପୂର୍ଣ୍ଣଚନ୍ଦ୍ର ଦେହୁରୀ (୩୫), ଲକ୍ଷ୍ମୀ ଦେହୁରୀ (୩୩) । ମୃତଦେହ ଉଦ୍ଧାର କରି ବାମେବାରୀ ପୋଲିସର ତଦନ୍ତ ଆରମ୍ଭ କରିଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook