Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ୩୭ ବିଧାନସଭା ସିଟ୍‌ ପାଇଁ ପ୍ରାର୍ଥୀ ଦେଲା ଆମ୍‌ ଆଦମୀ ପାର୍ଟି

    Share on :
    ajab-Image
    Date: Apr 18, 2024    Views: 3203

    ଭୁବନେଶ୍ୱର: ଆମ୍‌ ଆଦମୀ ପାର୍ଟି ବୁଧବାର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ୟ୍ୟାୟରେ ଦଳ ରାଜ୍ୟର ୩୭ଟି ବିଧାନସଭା ସିଟ୍‌ ପାଇଁ ପ୍ରାର୍ଥୀ ଦେଇଛି। ବରଗଡ଼ରୁ ଆଶିଷ ଶତପଥୀ, ପଦ୍ମପୁରରୁ ବାଲ୍ମୀକି ନାୟକ, ଢେଙ୍କାନାଳରୁ ଭାରତ କୁମାର ଦାସ, ଅନୁଗୋଳରୁ ଦୀପ୍ତିମୟୀ ଦାସ, ବଲାଙ୍ଗୀରରୁ ଆଶିଷ ପାଣ୍ଡେ, ଭବାନୀପାଟଣାରୁ ରମେଶ ନାୟକ, ଚୌଦ୍ବାର-କଟକରୁ ବିଜୟଲକ୍ଷ୍ମୀ ମହାପାତ୍ର, ମହାକାଳପଡ଼ାରୁ ବୈବମନୁ ବେଉରା, ପାଟକୁରାରୁ ଅଶୋକ କୁମାର ତ୍ରିପାଠୀ, ମାହାଙ୍ଗାରୁ ସାରଦା ପ୍ରସାଦ ଦାସ, ଆଠଗଡ଼ରୁ ଦେବୀ ପ୍ରସାଦ ମହାପାତ୍ର, ବୌଦ୍ଧରୁ ସ୍ମୃତି ଶାଶ୍ୱତୀ ମିଶ୍ରଙ୍କୁ ଦଳ ଟିକେଟ ଦେଇଛି। ସେହିପରି ବାଲିକୁଦା-ଏରସମାରୁ ବରଦା ପ୍ରସନ୍ନ ସାହୁ, ପୁରୀରୁ ସତ୍ୟଜିତ ମହାନ୍ତି, ବ୍ରହ୍ମଗିରିରୁ ଅଶ୍ୱିନୀ କୁମାର ସାମନ୍ତସିଂହାର, ଭୁବନେଶ୍ୱର-ଉତ୍ତରରୁ ସୋମନାଥ ରାଉତ, ଦଶପଲ୍ଲାରୁ ଆଲୋକ ନାୟକ, ଭଞ୍ଜନଗରରୁ କବିରାଜ ବେହେରା, ଛତ୍ରପୁରରୁ ରିତୁ କୁମାରୀ ସେଠୀ, ଗୋପାଳପୁରରୁ ପି. ନୀଳକଣ୍ଠ, ବ୍ରହ୍ମପୁରରୁ ସୁବାସ ଚନ୍ଦ୍ର ରାଉତ, ଦିଗପହଣ୍ଡିରୁ ପି. ମନୋଜ କୁମାର, ଚିକିଟିରୁ ଡୁକା ଶ୍ରୀନିବାସ, ପାରଳାଖେମୁଣ୍ଡିରୁ ମନୋଜ ବଡ଼ୋନାୟକ, ଜୟପୁରରୁ ଗୌରୀ ଚରଣ ଦେବଶର୍ମା, କୋରାପୁଟରୁ କର୍ପୁର ହନ୍ତାଳ, ଚିତ୍ରକୋଣ୍ଡାରୁ ଶରତ ଚନ୍ଦ୍ର ଗୁରୁଡା, ଜି. ଉଦୟଗିରିରୁ ଯୌବନ ମଲ୍ଲିକ, ନର୍ଲାରୁ ପୃଥ୍ବୀରାଜ ଛତ୍ରିଆ, ବଡ଼ଚଣାରୁ ବିଜୟ ଦାସ, ମୋରଡ଼ାରୁ ଶଙ୍କର୍ଷଣ ମିଶ୍ର, ଉଦଳାରୁ ରାଜକିଶୋର ମାରାଣ୍ଡି, ରେଙ୍ଗାଲିରୁ ସୀତାକାନ୍ତ ରୋହିଦାସ, ବଣାଇରୁ କୁନି ମୁଣ୍ଡା, ଅତାବିରାରୁ ଜୟକୃଷ୍ଣ ଛୁରିଆ, ଭଟଲିରୁ ଶାହରୁଖ ଲୋଧିଆ ଏବଂ ବ୍ରଜରାଜନଗରରୁ କୁମୁଦ ରଞ୍ଜନ ପ୍ରସାଦଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିଛି।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook