Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଡାଇବେଟିସ୍‌ରୁ ଦୂରେଇ ରଖେ ଏହି ପତ୍ର ରସ

    Share on :
    ajab-Image
    Date: Apr 15, 2024    Views: 2775

    ପରିବର୍ତ୍ତିତ ଜୀବନଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ଡାଇବେଟିସ୍‌ ସମସ୍ୟା ଦେଖାଦେଇଥାଏ। ତେବେ କିଛି ଘରୋଇ ଚିକିତ୍ସା ଦ୍ୱାରା ଏଥିରୁ ସହଜରେ ମୁକ୍ତି ମିଳିପାରେ। ପ୍ରତିଦିିନ ସକାଳେ କଲରା ପତ୍ର ରସ୍‌ ଦୁଇ ଚାମୁଚ ପିଇଲେ ଡାଇବେଟିସ୍‌ ଦୂର ହୁଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏହା ରକ୍ତ ଶର୍କରାସ୍ତର ନିୟନ୍ତ୍ରିତ କରିବା ସହିତ କୋଲେଷ୍ଟରକୁ ସ୍ବାଭାବିକ କରେ। ଫଳରେ ଉଚ୍ଚରକ୍ତଚାପ ସହିତ ହାର୍ଟ ଆଟାକ୍‌ରୁ ମଧ୍ୟ ମୁକ୍ତି ମିଳିଥାଏ। ସେହିପରି କଲରା ପତ୍ର ଭଜା ସପ୍ତାହରେ ୨-୩ଥର ଖାଇଲେ ମଧ୍ୟ ଅନେକ ଫାଇଦା ମିଳିଥାଏ।

    Maximum 500 characters

    ବିଶେଷ View all

    Find Us on Facebook