Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଅଘଟଣ, ମାଆ ପୁଅଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

    Share on :
    ajab-Image
    Date: Aug 15, 2022    Views: 3280


    ଖଡିଆଳ : ଆଜି ସାରା ଦେଶ ଖୁସିରେ ସ୍ୱାଧୀନତା ଦିବସ ପାଳୁଥିବାବେଳେଏକ ଅଭାବନୀୟ ଘଟଣା ସାମ୍ନୋକୁ ଆସିଛି । ମାଆ ଓ ପୁଅଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବାଦି ଗାଁ’ରେ । ଘରଠାରୁ ଅଳ୍ପ ଦୂର କେନାଲ  ପାଖ ଗଛରୁ ଉଭୟଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି । ତେବେ ମାଆ ଓ ପୁଅ ଏଭଳି ନିଷ୍ପତ୍ତି କାହିଁକି ନେଲେ, ତା’ର କାରର ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଖଡିଆଳ ଥାନା ପୋଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି । 

    Maximum 500 characters

    ତାଜା ଖବର View all

    Find Us on Facebook