Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଟି-୨୦ ଓ ଦିନିକିଆ ପାଇଁ ଭାରତୀୟ ଦଳ ଘୋଷଣା କଲା ବିସିସିଆଇ

    Share on :
    ajab-Image
    Date: Jan 27, 2022    Views: 4011

    ଟିମ ଇଣ୍ଡିଆ ରୋହିତ ଶର୍ମାଙ୍କ କ୍ୟାପଟେନସିପରେ ଖେଳିବ ଟି-୨୦ ଓ ଦିନିକିଆ ମ୍ୟାଚ । ୱେଷ୍ଟଣ୍ଡିଜ ବିପକ୍ଷରେ ସିରିଜ ପାଇଁ ଦଳ ଘୋଷଣା କରିଛି ବିସିସିଆଇ । ଟି-୨୦ରେ କେଏଲ ରାହୁଲ, ଇଶାନ କିଷାନ, ବିରାଟ କୋହଲି, ଶ୍ରେୟସ ଆୟାର, ସୂର୍ଯ୍ୟ କୁମାର ଯାଦବ, ରିଷଭ ପନ୍ଥ, ଭେଙ୍କଟେଶ ଆୟାର, ଦୀପକ ଚହର, ଶାଦ୍ଦୁଲ ଠାକୁର, ରବି ବିଷ୍ଣୋୟୀ, ଅକ୍ସର ପଟେଲ, ୟୁଜବେନ୍ଦ୍ର ଚହଲ, ଓ୍ଵାସିଂଟନ୍‌ ସୁନ୍ଦର, ମହମ୍ମଦ ସିରଜ, ଭୁବନେଶ୍ୱର, ଆବେଶ ଖାନ୍‌, ହର୍ଷଲ ପେଟେଲ ସ୍ଥାନ ପାଇଛନ୍ତି ।

    ସେହିପରି ଦିନିକିଆ ସ୍କ୍ଵାଡ୍‌ରେ ଅଛନ୍ତି କ୍ୟାପଟେନ୍‌ ରୋହିତ ଶର୍ମା, ଭାଇସ କ୍ୟାପଟେନ୍‌ କେଏଲ ରାହୁଲ, ଋତୁରାଜ ଗାଏକଓ୍ଵାଡ୍‌, ଶିଖର ଧୱନ, ବିରାଟ କୋହଲି, ସୂର୍ଯ୍ୟ କୁମାର ଯାଦବ, ଶ୍ରେୟସ ଆୟାର, ଦୀପକ୍‌ ହୁଡ଼ା, ରିଷଭ ପନ୍ଥ, ଡି ଚହର,ଶାର୍ଦ୍ଦୁଲ ଠାକୁର, ଓ୍ଵାଇ ଚହଲ, କୁଲଦୀପ ଯାଦବ, ଓ୍ଵାସିଂଟନ୍‌ ସୁନ୍ଦର, ରବି ବିଷ୍ଣୋଇ, ମହମ୍ମଦ ଶିରାଜ, ପ୍ରସିଦ୍ଧ କ୍ରିଷ୍ଣା ଓ ଆବେଶ ଖାନ୍‌ । ଯଶପ୍ରିତ ବୁମ୍‌ରା ଓ ମହମ୍ମଦ ଶାମୀଙ୍କୁ ସିରିଜ୍‌ରୁ ବିଶ୍ରାମ ଦିଆଯାଇଛି। କେଏଲ ରାହୁଲ ଦ୍ୱିତୀୟ ଓଡିଆଇରୁ ସାମିଲ ହେବେ ।

    Maximum 500 characters

    ଖେଳ ଖବର View all

    Find Us on Facebook