Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    କେ ଏଲ ରାହୁଲଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ ଟିମ ଇଣ୍ଡିଆ, ଭାରତ ଓ ଦକ୍ଷିଣ ଆଫି୍ରକା ଦିନିକିଆ ସିରିଜ

    Share on :
    ajab-Image
    Date: Jan 19, 2022    Views: 3783


     ଆଜିଠାରୁ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହେବ ଦିନିକିଆ ସିରିଜ। ଟେଷ୍ଟରେ ପରାଜୟ ପରେ ଏବେ ଟିମ ଇଣ୍ଡିଆ ନଜରରେ ଓ୍ଵାନଡେ ସିରିଜ । କେଏଲ ରାହୁଳଙ୍କ ନେତୃତ୍ୱରେ ଦଳ ୩ଟି ଦିନିକିଆ ସିରିଜ ଖେଳିବ । ବିରାଟ କୋହଲିଙ୍କ ପାଇଁ ସିରିଜ ଗୁରୁତ୍ୱପୂର୍ଣ୍ଣ । ଓ୍ଵାନଡେ ଅଧିନାୟକ ପଦରୁ ହଟିବା ପରେ ବିରାଟଙ୍କ ଏହା ପ୍ରଥମ ସିରିଜ ।

    ୨୦୧୭ ପରେ ପ୍ରଥମ ଥର ପାଇଁ ବିରାଟ ଅନ୍ୟ ଜଣେ ଦିନିକିଆ କ୍ୟାପଟେନଙ୍କ ଅଧିନରେ ମ୍ୟାଚ ଖେଳୁଛନ୍ତି । ମହେନ୍ଦ୍ର ସିଂହ ଧୋନୀଙ୍କ ପରେ କେଏଲ ରାହୁଳ ଦ୍ୱିତୀୟ କ୍ୟାପଟେନ ଯାହାଙ୍କ ଅଧିନାୟିକତ୍ୱରେ କୋହଲି ମ୍ୟାଚ ଖେଳିବେ । ଦକ୍ଷିଣ ଆଫ୍ରିକା ବିପକ୍ଷ ଭାରତୀୟ ଦଳ ଘୋଷଣା ବେଳେ ବିରାଟ କୋହଲିଙ୍କୁ ଅଧିନାୟକ ପଦରୁ ହଟାଯାଇଥିଲାା ଆଜି ପ୍ରଥମ ଦିନିକିଆ ଥିବା ବେଳେ ଆସନ୍ତା ୨୧ରେ ଦ୍ୱିତୀୟ ଓ ୨୩ରେ ତୃତୀୟ ଓ୍ଵାନଡେ ଖେଳାଯିବ ।

    Maximum 500 characters

    ଖେଳ ଖବର View all

    Find Us on Facebook