Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବଡ଼ ଖବର: ଆଉ ୪ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

    Share on :
    ajab-Image
    Date: Apr 18, 2024    Views: 3534

    ଭୁବନେଶ୍ୱର: ଗୁରୁବାର କଂଗ୍ରେସ ପକ୍ଷରୁ ଆଉ ୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । କେଉଁ ଆସନ ପାଇଁ କିଏ ଜାଣନ୍ତୁ:

    ମାହାଙ୍ଗା- ଦେବେନ୍ଦ୍ର ସାହୁ
    ସତ୍ୟବାଦୀ-ମନୋଜ ରଥ
    ଭୁବନେଶ୍ୱର ମଧ୍ୟ- ପ୍ରକାଶ ଜେନା
    ଭୁବନେଶ୍ୱର ଉତ୍ତର- ଅଶୋକ ଦାସ

    Maximum 500 characters

    ରାଜନୀତି View all

    Find Us on Facebook