Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    କଂଗ୍ରେସର ୭୫ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା

    Share on :
    ajab-Image
    Date: Apr 15, 2024    Views: 3463

     ଭୁବନେଶ୍ୱର: କଂଗ୍ରେସ ଓଡ଼ିଶାର ଆଉ ୭୫ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ୭୫ଟି ବିଧାନସଭା ଆସନରେ ଦଳ ପାଇଁ କିଏ ପ୍ରାର୍ଥୀ ହେବେ, ତା’ର ତାଲିକା ସାର୍ବଜନୀନ କରିଛି।

    କଂଗ୍ରେସର ପ୍ରାର୍ଥୀ ତାଲିକା

    ଅତାବିରା- ଅଭିଷେକ ସେଠ୍‌

    ତଳସରା- ଦେବେନ୍ଦ୍ର ଭିଟାରିଆ

    କୁଚିଣ୍ଡା- କେଦାରନାଥ ବରିହା

    ରେଙ୍ଗାଲି- ଦିଲୀପ ଦୁରିଆ

    ସମ୍ବଲପୁର- ଦୁର୍ଗା ପ୍ରସାଦ ପାଢ଼ୀ

    ରେଢ଼ାଖୋଲ- ଅସଫ ଅଲ୍ଲୀ ଖାନ୍‌

    ଦେବଗଡ଼- ସେମ୍‌ ହେମ୍ବ୍ରମ୍‌

    ତେଲକୋଇ- ନିର୍ମଳ ଚନ୍ଦ୍ର ନାୟକ

    ଘସିପୁରା- ସୁବ୍ରତ ଚକ୍ର

    ଆନନ୍ଦପୁର- ଜୟଦେବ ଜେନା

    ପାଟଣା- ହୃଷିକେଶ ନାଏକ

    କେନ୍ଦୁଝର- ପ୍ରତିଭା ମଞ୍ଜରୀ ନାଏକ

    ଚମ୍ପୁଆ- ଯଶୋବନ୍ତ ଲାଘୁରୀ

    ଯଶୀପୁର- ଶ୍ୱେତା ଚତ୍ତର

    ସାରସକଣା- ରାମକୁମାର ସୋରେନ

    ରାଇରଙ୍ଗପୁର- ଯୋଗେନ୍ଦ୍ର ବନ୍‌ରା

    ବାଙ୍ଗିରିପୋଷି- ମୁରଲୀଧର ନାଏକ

    କରଞ୍ଜିଆ- ଲକ୍ଷ୍ମୀଧର ସିଂହ

    ଉଦଳା- ଦୁର୍ଗାଚରଣ ଟୁଡୁ

    ବାରିପଦା- ବାଦଲ ହେମ୍ବ୍ରମ୍‌

    ମୋରଡ଼ା- ପ୍ରଭାସ କରମହାପାତ୍ର

    ଭୋଗରାଇ- ସତ୍ୟଶିବ ଦାସ

    ବସ୍ତା- ବିଜନ ନାୟକ

    ରେମୁଣା- ସୁଦର୍ଶନ ଜେନା

    ସୋର- ସୁବ୍ରତ ଧଡ୍ଡା

    ସିମୁଳିଆ- ହିଂମାଶୁ ଶେଖର ବେହେରା

    ଭଣ୍ଡାରୀପୋଖରୀ- ନିରଞ୍ଜନ ପଟ୍ଟନାୟକ

    ଭଦ୍ରକ- ଅସିତ ପଟ୍ଟନାୟକ

    ବାସୁଦେବପୁର- ଅଶୋକ ଦାସ

    ଧାମନଗର- ରଞ୍ଜନ ବେହେରା

    ଚାନ୍ଦବାଲି- ଅମୀୟ ମହାପାତ୍ର

    ବିଞ୍ଝାରପୁର- କନକଲତା ମଲ୍ଲିକ୍‌

    ବରୀ- ଆରତି ଦେଓ

    ଧର୍ମଶାଳା- କିଶନ ପଣ୍ଡା

    ଯାଜପୁର- ସୁଦୀପ କର

    କୋରେଇ- ବନ୍ଦିତା ପରିଡ଼ା

    ଢେଙ୍କାନାଳ- ସୁସ୍ମିତା ସିଂଦେଓ

    ହିନ୍ଦୋଳ- ଗୋବର୍ଦ୍ଧନ ଶେଖର ନାୟକ

    କାମାକ୍ଷାନଗର- ବିପ୍ରବର ସାହୁ

    ପରଜଙ୍ଗ- ରଞ୍ଜିତ କୁମାର ସାହୁ

    ତାଳଚେର- ପ୍ରଫୁଲ୍ଲ ଚନ୍ଦ୍ର ଦାସ

    ଅନୁଗୁଳ- ଅମ୍ବିକା ପ୍ରସାଦ ଭଟ୍ଟ

    ଛେଣ୍ଡିପଦା- ନରୋତ୍ତମ ନାୟକ

    ଆଠମଲ୍ଲିକ- ବିଜୟାନନ୍ଦ ଚାଉଳିଆ

    ବୀରମହାରାଜପୁର- ପ୍ରଦୀପ ସେଠୀ

    ସୋନପୁର- ପ୍ରିୟବ୍ରତ ସାହୁ

    ଟିଟିଲାଗଡ଼- ବୀରେନ୍ଦ୍ର ବାଗ୍‌

    ଖଡ଼ିଆଳ- କମଳ ଚରଣ ତାଣ୍ଡି

    ବାଲିଗୁଡ଼ା- ଉପେନ୍ଦ୍ର ପ୍ରଧାନ

    ବଡ଼ମ୍ବା- ସଞ୍ଜୟ କୁମାର ସାହୁ

    ବାଙ୍କୀ- ଦେବାଶିଷ ପଟ୍ଟନାୟକ

    ଆଠଗଡ଼- ମେହବୁବ ଅହମ୍ମଦ ଖାନ୍‌

    ଚୌଦ୍ୱାର କଟକ- ମୀରା ମଲ୍ଲିକ

    ନିଆଳି- ଜ୍ୟୋତିରଂଜନ ମଲ୍ଲିକ୍‌

    କଟକ ସଦର- ରାମଚନ୍ଦ୍ର ଗୋଚ୍ଛାୟତ

    ସାଲେପୁର- ଆକ୍ୱିକ ଉଜମାନ ଖାନ୍‌

    ପାଟକୁରା- ରତିକାନ୍ତ କାନୁନଗୋ

    ଆଳି- ଦେବସ୍ମିତା ଶର୍ମା

    ପାରାଦୀପ- ନିରଞ୍ଜନ ନାୟକ

    ତିର୍ତ୍ତୋଲ- ହିଂମାଶୁ ଭୂଷଣ ମଲ୍ଲିକ

    ବାଲିକୁଦା-ଏରସମା- ଇ. ନଳିନୀ ସ୍ୱାଇଁ

    ପୁରୀ- ସୁଜିତ ମହାପାତ୍ର

    ବ୍ରହ୍ମଗିରି- ମିତ୍ରଭାନୁ ମହାପାତ୍ର

     ଜୟଦେବ- ଜୟନ୍ତ କୁମାର ଭୋଇ

    ଏକାମ୍ର ଭୁବନେଶ୍ୱର- ପ୍ରଶାନ୍ତ ଚମ୍ପତ୍ତି

    ଜଟଣୀ- ସନ୍ତୋଷ ଜେନା

    ବେଗୁନିଆ- ପୃଥ୍ୱୀବଲ୍ଲଭ ପଟ୍ଟନାୟକ

    ରଣପୁର- ବିଭୂ ପ୍ରସାଦ ମିଶ୍ର

    ନୟାଗଡ଼- ରଞ୍ଜିତ ଦାଶ

    କବିସୂର୍ୟ୍ୟନଗର- ବିପିନ ବିହାରୀ ସ୍ୱାଇଁ

    ଖଲ୍ଲିକୋଟ- ଚିତ୍ରସେନ ବେହେରା

    ଆସ୍କା- ସୁରଭି ବିଷୋୟୀ

    ହିଞ୍ଜିଳି- ରଞ୍ଜିକାନ୍ତ ପାଢ଼ୀ

    ବ୍ରହ୍ମପୁର- ଦୀପକ ପଟ୍ଟନାୟକ

    ଦିଗପହଣ୍ଡି- ଶୀଧର ପାଢ଼ୀ

    Maximum 500 characters

    ରାଜନୀତି View all

    Find Us on Facebook