Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଚର୍ଚ୍ଚା: ବିଜେଡିରେ ମିଶିବେ ଚିରଞ୍ଜୀବ ବିଶ୍ୱାଳ

    Share on :
    ajab-Image
    Date: Mar 29, 2024    Views: 3261

    ଭୁବନେଶ୍ୱର:  କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ମଧ୍ୟ ଆଜି ବିଜେଡିରେ ମିଶିବା ନେଇ ଚର୍ଚ୍ଚା ହେଉଛି । ଶଙ୍ଖଭବନରେ ସେ ବିଜେଡିରେ ସାମିଲ ହେବେ ବୋଲି କୁହାଯାଉଛି । ୨୦୧୪ରେ କଂଗ୍ରେସ ଟିକେଟ୍ରୁ ଜଗତସିଂହପୁର ଆସନରୁ ବିଜୟୀ ହୋଇଥିଲେ । ଏହା ପରେ ୨୦୧୯ରେ ପୁଣି ଥରେ ଜଗତସିଂହପୁରରୁ ପ୍ରାର୍ଥୀ ହୋଇଥିଲେ ମଧ୍ୟ ପରାସ୍ତ ହୋଇଥିଲେ । ଦଳ ବିରୋଧୀ କାର୍ୟ୍ୟ ପାଇଁ ତାଙ୍କୁ ଗତ ବର୍ଷ କଂଗ୍ରେସରୁ ନିଲମ୍ବନ କରାଯାଇଥିଲା । କିଛି ଦିନ ପରେ ତାଙ୍କ ଉପରୁ ନିଲମ୍ବନ ହଟାଇଥିଲା ଏଆଇସିସି । ହେଲେ ପରବର୍ତୀ ସମୟରେ ତାଙ୍କୁ କୌଣସି ଦଳୀୟ କାର୍ୟ୍ୟକ୍ରମରେ ଦେଖିବାକୁ ମିଳିନଥିଲା । ତାଙ୍କ ପୋଷ୍ଟର ଓ ବ୍ୟାନରରେ କଂଗ୍ରେସ ଦଳୀୟ ନଥିଲା । ହେଲେ ଏପର୍ୟ୍ୟନ୍ତ ସେ କଂଗ୍ରେସରୁ ଇସ୍ତଫା ଦେଇନଥିଲେ ମଧ୍ୟ ଖୁବ୍ ଶୀଘ୍ର ବିଜେଡିରେ ମିଶିବା ଚର୍ଚ୍ଚା ହେଉଛି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook