Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୨୧ରେ ବିଜେପିର ଚାର୍ଜସିଟ

    Share on :
    ajab-Image
    Date: Apr 15, 2024    Views: 4235

    ଭୁବନେଶ୍ୱର: ମଇ ମାସ ପ୍ରଥମ ସପ୍ତାହରେ ରାଜ୍ୟ ବିଜେପିର ସଂକଳ୍ପପତ୍ର ଆସିବ । ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ତେବେ ଆସନ୍ତା ୨୧ ତାରିଖରେ ରାଜ୍ୟ ବିଜେପି ବିଜେଡି ସରକାରଙ୍କ ବିରୋଧରେ ଚାର୍ଜସିଟ ଆଣିବ ବୋଲି ଶ୍ରୀ ସାମଲ ସୂଚନା ଦେଇଛନ୍ତି । କେନ୍ଦ୍ରୀୟ ନେତାଙ୍କ ଉପସ୍ଥିତିରେ ଦଳ ଚାର୍ଜସିଟ ଜାରି କରିବ ବୋଲି ଶ୍ରୀ ସାମଲ ସୂଚନା ଦେଇଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook