Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ୧୧୨ ବିଧାନସଭା ପ୍ରାର୍ଥୀଙ୍କ ନାମ ଜାଣନ୍ତୁ

    Share on :
    ajab-Image
    Date: Apr 2, 2024    Views: 3431

     ଭୁବନେଶ୍ୱର: ଅପେକ୍ଷାର ହେଲା ଅନ୍ତ । ଆସିଲା ବିଜେପି ପ୍ରାର୍ଥୀ ତାଲିକା । ପ୍ରଥମ ପର୍ଯ୍ୟାୟରେ ଦଳ ପକ୍ଷରୁ ୧୧୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ବଳକା ୩୫ ଆସନରେ ବିଜେପି ପ୍ରାର୍ଥୀ ଘୋଷଣା କରିନାହିଁ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଦଳ ଏଥର ପୁଣି ଚାନ୍ଦବାଲିରୁ ପ୍ରାର୍ଥୀ କରିଛି। ତେବେ କିଏ କେଉଁ ବିଧାନସଭା ଆସନରୁ ପ୍ରାର୍ଥୀ ହେଲେ ଜାଣନ୍ତୁ
     
    ନଂ ବିଧାନସଭା ଆସନ ପ୍ରାର୍ଥୀ
    ୧  ପଦ୍ମପୁର          ଗୋବର୍ଦ୍ଧନ ଭୋଏ
    ୨  ବିଜେପୁର        ସନତ କୁମାର ଗର୍ତିଆ
    ୩  ବରଗଡ        ଅଶ୍ୱିନୀ କୁମାର ଷଡଙ୍ଗୀ
    ୪  ଅତାବିରା        ନିହାର ରଞ୍ଜନ ମହାନନ୍ଦ
    ୫ ଭଟଲୀ         ଇରାଶିଷ ଆଚାର୍ୟ୍ୟ
    ୬ ବ୍ରଜରାଜନଗର ସୁରେଶ ପୂଜାରୀ
    ୭ ଝାରସୁଗୁଡା         ଟଙ୍କଧର ତ୍ରୀପାଠି
    ୮ ତଲସରା         ଭବାନୀ ଶଙ୍କର ଭୋଇ
    ୯ ସୁନ୍ଦରଗଡ        କୁସୁମ ଟେଟେ
    ୧୦ ବୀରମିତ୍ରପୁର ଶଙ୍କର ଓରାମ
    ୧୧ ରଘୁନାଥପାଲ୍ଲୀ ଦୁର୍ଗାଚରଣ ତନ୍ତୀ
    ୧୨ ରାଜଗାଙ୍ଗପୁର ନରସିଂହ ମିଞ୍ଜ୍
    ୧୩ ବଣେଇ      ସେବତୀ ନାୟକ
    ୧୪ କୁଚିଣ୍ଡା      ରବିନାରାୟଣ ନାୟକ
    ୧୫ ରେଙ୍ଗାଳି       ନାଉରୀ ନାୟକ
    ୧୬ ସମ୍ବଲପୁର       ଜୟନାରାୟଣ ମିଶ୍ର
    ୧୭ ରେଢାଖୋଲ ଦେବେନ୍ଦ୍ର ମହାପାତ୍ର
    ୧୮ ଦେଓଗଡ       ସୁବାଷ ଚନ୍ଦ୍ର ପାଣିଗ୍ରାହୀ
    ୧୯ ଆନନ୍ଦପୁର      ଆଲୋକ କୁମାର ସେଠୀ
    ୨୦ କେନ୍ଦୁଝର     ମୋହନ ଚରଣ ମାଝୀ
    ୨୧ ଯଶୀପୁର    ଗଣେଶ ରାମ ସିଂ ଖୁଣ୍ଟିଆ
    ୨୨ ଉଦଳା      ଭାସ୍କର ମଢେଇ
    ୨୩ ବଡସାହି      ସନାତନ ବିଜୁଳି
    ୨୪ ବାରିପଦା     ପ୍ରକାଶ ସୋରେନ
    ୨୫ ମୋରଡା    କୃଷ୍ଣଚନ୍ଦ୍ର ମହାପାତ୍ର
    ୨୬ ଜଳେଶ୍ୱର     ବ୍ରଜ ପ୍ରଧାନ
    ୨୭ ବାଲେଶ୍ବର     ମାନସ କୁମାର ଦତ୍ତ
    ୨୮ ରେମୁଣା     ଗୋବିନ୍ଦ ଚନ୍ଦ୍ର ଦାସ
    ୨୯ ସୋରୋ     ରାଜେନ୍ଦ୍ର ଦାସ
    ୩୦ ସିମୁଳିଆ     ପଦ୍ମ ଲୋଚନ ପଣ୍ଡା
    ୩୧ ଭଦ୍ରକ     ଶୀତାଂଶୁ ଶେଖର ମହାପାତ୍ର
    ୩୨ ଧାମନଗର      ସୂର୍ୟ୍ୟବଂଶୀ ସୂରଜ
    ୩୩ ଚାନ୍ଦବାଲି     ମନମୋହନ ସାମଲ
    ୩୪ ବିଞ୍ଝାରପୁର    ବବିତା ମଲ୍ଲିକ
    ୩୫ ବଡଚଣା     ଅମର କୁମାର ନାୟକ
    ୩୬ ଧର୍ମଶାଳା    ସ୍ମୃତିରେଖା ପାହି
    ୩୭ ଯାଜପୁର    ଗୌତମ ରାୟ
    ୩୮ କୋରେଇ     ଆକାଶ ଦାସ ନାୟକ
    ୩୯ ସୁକିନ୍ଦା    ପ୍ରଦୀପ ବଳସାମନ୍ତ
    ୪୦ ଢେଙ୍କାନାଳ      କୃଷ୍ଣଚନ୍ଦ୍ର ପାତ୍ର
    ୪୧ କାମାକ୍ଷାନଗର ଶତ୍ରୁଘ୍ନ ଜେନା
    ୪୨ ପରଜଙ୍ଗ     ବିଭୂତି ଭୂଷଣ ପ୍ରଧାନ
    ୪୩ ପାଲଲହଡା       ଅଶୋକ ମହାନ୍ତି
    ୪୪ ତାଳଚେର     କାଳନ୍ଦୀ ଚରଣ ସାମଲ
    ୪୫ ଅନୁଗୋଳ      ପ୍ରତାପ ଚନ୍ଦ୍ର ପ୍ରଧାନ
    ୪୬ ଛେଣ୍ଡିପଦା      ଅଗସ୍ତୀ ବେହେରା
    ୪୭ ଆଠମଲ୍ଲିକ      ସଞ୍ଜୀବ ସାହୁ
    ୪୮ ବୀରମହାରାଜପୁର    ରଘୁନାଥ ଜଗଦଲ୍ଲା
    ୪୯ ସୋନପୁର      ପ୍ରମୋଦ ମହାପାତ୍ର
    ୫୦ ଲୋଇସିଂହା      ମୁକେଶ ମହାଲିଙ୍ଗ
    ୫୧ ପାଟଣାଗଡ     କନକବର୍ଦ୍ଧନ ସିଂହଦେଓ
    ୫୨ ବଲାଙ୍ଗୀର     ଗୋପାଳଜୀ ପାଣିଗ୍ରାହୀ
    ୫୩ ଟିଟିଲାଗଡ      ନବୀନ ଜୈନ
    ୫୪ କଣ୍ଟାବାଞ୍ଜି     ଲକ୍ଷ୍ମଣ ବାଗ
    ୫୫ ନୂଆପଡା     ଅଭିନନ୍ଦନ କୁମାର ପଣ୍ଡା
    ୫୬ ଖଡିଆଳ      ହିତେଶ କୁମାର ବାବର୍ତ୍ତୀ
    ୫୭ ଉମରକୋଟ     ନିତ୍ୟାନନ୍ଦ ଗୋଣ୍ଡ
    ୫୮ ନବରଙ୍ଗପୁର      ଗୌରୀ ଶଙ୍କର ମାଝୀ
    ୫୯ ଲାଞ୍ଜିଗଡ      ରମେଶ ଚନ୍ଦ୍ର ମାଝୀ
    ୬୦ ଜୁନାଗଡ       ମନୋଜ କୁମାର ମେହେର
    ୬୧ ଧର୍ମଗଡ           ସୁଧିର ପାଟ୍ଟଯୋଶୀ
    ୬୨ ଭବାନୀପାଟଣା      ପ୍ରଦୀପ୍ତ କୁମାର ନାୟକ
    ୬୩ ନର୍ଲା                ଅନିରୁଦ୍ଧ ପ୍ରଧାନ
    ୬୪ ବାଲିଗୁଡା       କଳ୍ପନା କୁମାରୀ କହଁର
    ୬୫ ଜି. ଉଦୟଗିରି     ମାନଗୋବିନ୍ଦ ପ୍ରଧାନ
    ୬୬ ଫୁଲବାଣୀ     ଉମାଚରଣ ମଲ୍ଲିକ
    ୬୭ କଣ୍ଟାମାଳ    କହ୍ନେଇ ଚରଣ ଡାଙ୍ଗ
    ୬୮ ବୌଦ୍ଧ        ସରୋଜ ପ୍ରଧାନ
    ୬୯ ବଡମ୍ବା         ସମ୍ବିତ ତ୍ରୀପାଠି
    ୭୦ ବାଙ୍କୀ        ତୁଷାର କାନ୍ତ ଚକ୍ରବର୍ତ୍ତୀ
    ୭୧ ଆଠଗଡ        ଅଭୟ କୁମାର ବାରିକ
    ୭୨ ଚୌଦ୍ୱାର କଟକ        ନୟନ କିଶୋର ମହାନ୍ତି
    ୭୩ ନିଆଳି          ଛବି ମଲ୍ଲିକ
    ୭୪ କଟକ ସଦର     ପ୍ରକାଶ ଚନ୍ଦ୍ର ସେଠୀ
    ୭୫ ମାହାଙ୍ଗା      ସୁମନ୍ତ କୁମାର ଘଡେଇ
    ୭୬ ପାଟକୁରା      ତେଜେଶ୍ୱର ପରିଡା
    ୭୭ ଆଳି        କୃଷ୍ଣଚନ୍ଦ୍ର ପଣ୍ଡା
    ୭୮ ମହାକାଳପଡା     ଦୁର୍ଗାପ୍ରସନ୍ନ ନାୟକ
    ୭୯ ପାରାଦ୍ୱୀପ         ସମ୍ପଦ କୁମାର ସ୍ୱାଇଁ
    ୮୦ ତିର୍ତ୍ତୋଲ        ରାଜକିଶୋର ବେହେରା
    ୮୧ ନିମାପଡା    ପ୍ରଭାତୀ ପରିଡା
    ୮୨ ପୁରୀ       ଜୟନ୍ତ କୁମାର ଷଡଙ୍ଗୀ
    ୮୩ ବ୍ରହ୍ମଗିରି    ଉପାସନା ମହାପାତ୍ର
    ୮୪ ସତ୍ୟବାଦୀ     ଓମ ପ୍ରକାଶ ମିଶ୍ର
    ୮୫ ପିପିଲି          ଆଶ୍ରିତ କୁମାର ପଟ୍ଟନାୟକ
    ୮୬ ଜୟଦେବ       ଅରବିନ୍ଦ ଢାଲି
    ୮୭ ଭୁବନେଶ୍ୱର ମଧ୍ୟ    ଜଗନ୍ନାଥ ପ୍ରଧାନ
    ୮୮ ଭୁବନେଶ୍ୱର ଉତ୍ତର     ପ୍ରିୟଦର୍ଶୀ ମିଶ୍ର
    ୮୯ ଏକାମ୍ର ଭୁବନେଶ୍ୱର    ବାବୁ ସିଂ
    ୯୦ ଜଟଣୀ      ବିଶ୍ୱରଞ୍ଜନ ବଡଜେନା
    ୯୧ ଚିଲିକା     ପୃଥ୍ୱୀରାଜ ହରିଚନ୍ଦନ
    ୯୨ ରଣପୁର    ତାପସ ରଞ୍ଜନ ମାର୍ଥା
    ୯୩ ଖଣ୍ଡପଡା      ଦୁଷ୍ମନ୍ତ ସ୍ୱାଇଁ
    ୯୪ ଦଶପଲ୍ଲା      ରାଘବ ମଲ୍ଲିକ
    ୯୫ ନୟାଗଡ      ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ
    ୯୬ ଭଞ୍ଜନଗର       ପ୍ରଦ୍ୟୁମ୍ନ କୁମାର ନାୟକ
    ୯୭ ପୋଲସରା      ଗୋକୁଳ ନନ୍ଦ ମଲ୍ଲିକ
    ୯୮ କବିସୂର୍ୟ୍ୟ ନଗର   ପ୍ରତାପଚନ୍ଦ୍ର ନାୟକ
    ୯୯ ଖଲ୍ଲିକୋଟ          ପୂର୍ଣ୍ଣଚନ୍ଦ୍ର ସେଠୀ
    ୧୦୦ ଛତ୍ରପୁର      କୃଷ୍ଣଚନ୍ଦ୍ର ନାୟକ
    ୧୦୧ ଆସ୍କା        ସରୋଜ କୁମାର ପାଢୀ
    ୧୦୨ ସୋରଡା      ନୀଳମଣି ବିଶୋଇ
    ୧୦୩ ହିଞ୍ଜିଳି         ଶିଶିର ମିଶ୍ର
    ୧୦୪ ଗୋପାଳପୁର     ବିଭୂତି ଭୂଷଣ ଜେନା
    ୧୦୫ ବ୍ରହ୍ମପୁର          କେ ଅନୀଲ କୁମାର
    ୧୦୬ ଦିଗପହଣ୍ଡି        ସିଦ୍ଧାନ୍ତ ମହାପାତ୍ର
    ୧୦୭ ଚିକିଟି             ମନୋରଞ୍ଜନ ଦ୍ୟାନ ସାମନ୍ତରାୟ
    ୧୦୮ ପାରଳାଖେମୁଣ୍ଡି       ନାରାୟଣ ରାଓ
    ୧୦୯ ଗୁଣୁପୁର            ତ୍ରୀନାଥ ଗମାଙ୍ଗ
    ୧୧୦ କୋରାପୁଟ       ରଘୁରାମ ମାଚ୍ଛା
    ୧୧୧ ପଟ୍ଟାଙ୍ଗୀ            ଚୈତନ୍ୟ ହନ୍ତାଳ
    ୧୧୨ ମାଲକାନଗିରି        ନରସିଂହ ମାଡକାମୀ

    Maximum 500 characters

    ତାଜା ଖବର View all

    Find Us on Facebook