Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ଏହି ୫ଟି ଉପାୟ ଆଣିଦେବ ଜୀବନରେ ସଫଳତା

    Share on :
    ajab-Image
    Date: May 4, 2022    Views: 6008

    ଭୁବନେଶ୍ୱର: ପରିଶ୍ରମ ଦ୍ୱାରା ସଫଳତା ପ୍ରାପ୍ତି ହୁଏ । କିନ୍ତୁ ଅନେକ ସମୟରେ ପରିଶ୍ରମ ସତ୍ତେ୍ୱ ସଫଳତା ମଧ୍ୟ ମିଳିନଥାଏ । ଏହି କ୍ଷେତ୍ରରେ ପେଙ୍ଗସୁଇ ଜଡିତ ୫ଟି ଉପାୟ ଆପଣଙ୍କ ପାଇଁ ସଫଳତା ଆଣିଦେବ । ତେବେ ଚାଲନ୍ତୁ ଆଜି ଏହି ବାସ୍ତୁଶାସ୍ତ୍ର ଉପରେ ଜାଣିବା ଯାହା ଆପଣଙ୍କ ଘରକୁ ସୁଖ, ଶାନ୍ତି ଓ ସଫଳତା ଆଣିଦବ ।

    - ଘରର ଦକ୍ଷିଣ ଦିଗରେ ପ୍ରତିଦିନ ସନ୍ଧ୍ୟାରେ ଲାଲ ରଙ୍ଗର ଆଲୋକ ପ୍ରଦାନ କରୁଥିବା ଇଲେକ୍ଟ୍ରି ବଲ୍‌ବ ଲଗାନ୍ତୁ । ଏହି ବଲବ ଯଦି କାଠର ଟେବୁଲ ଲ୍ୟାମ୍ପ ସହିତ ଥାଏ, ତାହେଲେ ଉତ୍ତମ । ସମ୍ମାନ ଓ ପ୍ରସିଦ୍ଧି ପାଇଁ ଏହି ଉପାୟ କରାଯାଏ । 

    - ବ୍ୟାପାରରେ ଲାଭ ହେବା ପାଇଁ ଅଫିସି ଟେବୁଲର ଦକ୍ଷିଣ ଭାଗରେ ଏକ କ୍ରିଷ୍ଟାଲ ବଲବ ରଖନ୍ତୁ । ଅଫିସ ଟେବୁଲ ଉପରେ ଏମିତି ଏକ ଡ୍ରାଗନ ମୃର୍ତ୍ତି  ରଖନ୍ତୁ । ଯାହାର ଅଣ୍ଟା ଉପରେ ଗୋଟେ କଇଁଛ ବସିଥିବ । ଏଭଳି ମୃର୍ତ୍ତି  ଅଫିସରେ ରଖିବା ଦ୍ୱାରା ଅନ୍ୟ ମାନଙ୍କର ସାହାର୍ଯ୍ୟ ଓ ସହଯୋଗ ମିଳିବା ସହିତ ବିରୋଧିଙ୍କ ଉପରେ ବିଜୟ ପ୍ରାପ୍ତି ହୁଏ । 

    - ଘରେ କିମ୍ବା ଅଫିସର ଦକ୍ଷିଣ ଦିଗରେ  ଜଳସ୍ରୋତ କିମ୍ବା ଜଳ ସମ୍ବନ୍ଧୀୟ କୌଣସି ଫଟୋ ରଖନ୍ତୁ ନାହିଁ । ଏହା ଖ୍ୟାତି ଅର୍ଜନ ଦିଗରେ ବାଧା ସୃଷ୍ଟି କରିଥାଏ । 

    - ଘରେ କିମ୍ବା ଅଫିସରେ ଦକ୍ଷିଣ ଦିଗ୯ଟି କାଠି ଥିବା କାଠ ନିର୍ମିତ ଓି୍ୱଣ୍ଡ୍‌ ଚାଇମ୍‌ ରଖନ୍ତୁ ।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook