Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ମାର୍ଚ୍ଚ ସୁଦ୍ଧା ଘରୋଇକରଣ ହେବ ଭୁବନେଶ୍ବର ବିମାନବନ୍ଦର

    Share on :
    ajab-Image
    Date: Oct 27, 2021    Views: 3119

    ଭୁବନେଶ୍ବର: ଖୁବଶୀଘ୍ର ଘରୋଇକରଣ ହେବ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର । ଭୁବନେଶ୍ଵର ସମେତ ୧୩ଟି ପ୍ରମୁଖ ବିମାନବନ୍ଦରର ଘରୋଇକରଣ ପାଇଁ ଏଏଆଇb ପ୍ରକ୍ରିୟା ଆରମ୍ଭ କରିଛି । ଆସନ୍ତା ମାର୍ଚ୍ଚ ସୁଦ୍ଧା ଏହିସବୁ ଏୟାରପୋର୍ଟର ଘରୋଇକରଣ ହେବା ନେଇ ସୂଚନା ମିଳିଛି ।

    ଭୁବନେଶ୍ୱର, ବାରଣାସୀ, ଅମୃତସର, ତ୍ରିଚି, ଇନ୍ଦୋର, ରାୟପୁର ଭଳି ବଡ଼ ବଡ ବିମାନବନ୍ଦର ଓ ଝାରସୁଗୁଡା, ଗୟା, କୁଶିନଗର, କାଙ୍ଗରା, ତିରୁପତି, ଜବଲପୁର ଓ ଜଳଗାଁଓ ଭଳି ଛୋଟ ଛୋଟ ବିମାନବନ୍ଦର ଘରୋଇକରଣ କରାଯିବ । ଏଏଆଇ ପକ୍ଷରୁ ଏହି ପ୍ରସ୍ତାବକୁ ମଞ୍ଜୁର ମିଳିଛି । ଘରୋଇକରଣକୁ ଅଧିକ ଆକର୍ଷଣୀୟ କରିବାକୁ ବଡ ବିମାନବନ୍ଦର ସହିତ ଛୋଟ ବିମାନବନ୍ଦରକୁ ମିଶ୍ରଣ କରାଯିବା ନେଇ ସୂଚନା ରହିଛି ।

    Maximum 500 characters

    ତାଜା ଖବର View all

    Find Us on Facebook