Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଫାଇନାଲ ମ୍ୟାଚ୍‌ : ଇଲିଙ୍ଗୱର୍ଥ ଓ କେଟଲବରୋ ଅମ୍ପାୟାର

    Share on :
    ajab-Image
    Date: Nov 19, 2023    Views: 3120

    ଅହମ୍ମଦାବାଦ୍‌ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା କ୍ରିକେଟ୍‌ ବିଶ୍ବକପ୍‌ର ଫାଇନାଲ ମ୍ୟାଚ୍‌କୁ ପରିଚାଳନା କରିବେ ରିଚାର୍ଡ ଇଲିଙ୍ଗୱର୍ଥ ଓ ରିଚାର୍ଡ କେଟଲବରୋ। ରବିବାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ୍‌ ନିମନ୍ତେ ଇଲିଙ୍ଗୱର୍ଥ ଓ କେଟଲବରୋ ପଡ଼ିଆ ଅମ୍ପାୟାର ଭାବେ ଦାୟିତ୍ବ ନିର୍ବାହ କରିବାକୁ ଥିବା ବେଳେ ତୃତୀୟ ଅମ୍ପାୟାର ଭାବେ ଜୋଏଲ୍‌ ୱିଲିସନ ଓ ଚତୁର୍ଥ ଅମ୍ପାୟାର ଭାବେ କ୍ରିସ୍‌ ଗଫାନେ ଦାୟିତ୍ବରେ ରହିବେ। ମ୍ୟାଚ୍‌ ରେଫରି ଭାବେ ଆଣ୍ଡି ପାଏକ୍ରଫ୍ଟଙ୍କୁ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ତରଫରୁ ନିଯୁକ୍ତ କରାଯାଇଛି।

    Maximum 500 characters

    ଖେଳ ଖବର View all

    Find Us on Facebook