Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଓଲଟା ସ୍ୱସ୍ତିକ ଲେଖିଲେ ମନବାଂଛା ପୂରଣ ହୂଏ

    Share on :
    ajab-Image
    Date: Sep 17, 2023    Views: 2762

    ମନ୍ଦିର ହେଉକି ଦୋକାନ ସବୁଠାରେ ସ୍ୱସ୍ତିକ ଚିହ୍ନକୁ ଅତି ସୁନ୍ଦର ଓ ସଠିକ୍‌ ଭାବରେ ଲେଖାଯାଏ । କିନ୍ତୁ କଣ ଆପଣ ଜାଣିଛନ୍ତି ମଧ୍ୟପ୍ରଦେଶର ଖରଗୋନ ଜିଲ୍ଲାରେ ଏପରି ଏକ ଗଣେଶ ମନ୍ଦିର ରହିଛି ଯେଉଁଠାରେ ଓଲଟା ସ୍ୱସ୍ତିକ ଲେଖିବାର ପରମ୍ପରା ରହିଛି । ଏହି ମନ୍ଦିରଟି ୧୭୦୦ ଖ୍ରୀଷ୍ଟାଦ୍ଦରେ ନିର୍ମାଣ କରାଯାଇଥିଲା । 

    ଏହି ମନ୍ଦିରର ପୂଜାରୀ କୁହନ୍ତିକି ଏଠାରେ ଓଲଟା ସ୍ୱସ୍ତିକ ଲେଖିଲେ ଶ୍ରୀଗଣେଶ ଏଠାକୁ ଆସୁଥିବା ସମସ୍ତ ଭକ୍ତଙ୍କ ମନବାଂଛା ପୁରଣ କରିଥାନ୍ତି । 
    ନିଜର ଇଛା ପୂରଣ ହେବା ପରେ ଶ୍ରଧାଳୁ ମାନେ ଏହାକୁ ସିଧା କରି ଲେଖିଥାନ୍ତି । ଏହିପରି ଭାବେ ସେଠାରେ ଏହି ପରମ୍ପରା ଚାଲି ଆସୁଛି । ସାଧାରଣତଃ ମହିଳାମାନେ ଏଠାକୁ ନିଜର ସନ୍ତାନ ପ୍ରାପ୍ତ ପାଇଁ ଆସିଥାନ୍ତି ।  

     

    Maximum 500 characters

    ବିଶେଷ View all

    Find Us on Facebook