Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସିନେମା

ମୁଖ୍ୟ ଖବର

    କଣ କିଆରା ହେବେ ଡନ୍‌-୩ର ହିରୋଇନ୍‌ ?

    Share on :
    ajab-Image
    Date: Aug 17, 2023    Views: 2752

    ଭୁବନେଶ୍ୱର :  ଡାଇରେକ୍ଟର ଫରାହନ୍‌ ଅଖତରଙ୍କ ଅପ୍‌କମିଙ୍ଗ୍‌ ଫିଲ୍ମ ଡନ୍‌-୩ର ଟିଜର ନିକଟରେ ଜାରୀ କରଯାଇଥିଲା । ଏହି ଫିଲ୍ମର କଳାକାରଙ୍କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ରହିଥିଲା । ଏହା ସହ ଫିଲ୍ମରେ ଅଭିନୟ କରୁଥିବା ମୁଖ୍ୟ ଅଭିନେତାଙ୍କ ନାମରୁ ମଧ୍ୟ ପରଦା ହଟା ଯାଇଛି । ଫରାହନ୍‌ ଅଖତର ଏନେଇ ମୁହଁ ଖୋଲିଛନ୍ତି । ଡନ୍‌-୩ରେ ରଣବୀର ସିଂହ ଡନ୍‌ର ଭୂମିକାରେ ଅଭିନୟ କରିଛନ୍ତି । ଡନ୍‌-୩ରେ କେଉଁ ଅଭିନେତ୍ରୀ ରହିବେ ସେ ନେଇ ସ୍ପଷ୍ଟ ହୋଇନଥିଲେ ମଧ୍ୟ ବିଶେଷ ସୁତ୍ରରୁ ଜଣାପଡୁଛି ଯେ ଏହା ଲାଗି କିଆରାଙ୍କୁ ଆଡଭାନୀଙ୍କୁ ଆପ୍ରୋଚ କରାଯାଇଛି ।  

     

    Maximum 500 characters

    ସିନେମା View all

    Find Us on Facebook