Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଏମ୍‌ସ ଭୁବନେଶ୍ୱରରେ ଛୁଟି ବାତିଲ

    Share on :
    ajab-Image
    Date: May 10, 2025    Views: 3277

    ଭୁବନେଶ୍ୱର : ଏମ୍‌ସ ଭୁବନେଶ୍ୱରରେ କାର୍ୟ୍ୟରତ ସମସ୍ତ  ଡାକ୍ତର, ଅଧିକାରୀ ଓ ପଦାଧିକାରୀଙ୍କ  ଛୁଟି ବାତିଲ କରାଯାଇଛି । ଏନେଇ  ଏମ୍‌ସ ପକ୍ଷରୁ ନୋଟିସ  ଜାରି କରାଯାଇଛି । ଭାରତ ଓ  ପାକିସ୍ତାନ ମଧ୍ୟରେ ଉପୁଜିଥିବା ଯୁଦ୍ଧ  ପରିସ୍ଥିତି ସମୟରେ ଏମ୍‌ସରେ କାର୍ୟ୍ୟରତ କୌଣସି ଡାକ୍ତର ଓ  ଅନ୍ୟ କର୍ମଚାରୀମାନେ ଛୁଟିରେ  ରହିପାରିବେନି । ଯେଉଁମାନେ ଛୁଟିରେ  ରହିଛନ୍ତି ସେମାନେ ଯଥାଶୀଘ୍ର କାର୍ୟ୍ୟରେ ଯୋଗଦେବାକୁ ଏମ୍‌ସ ପକ୍ଷରୁ ନିର୍ଦ୍ଦେଶ  ଦିଆଯାଇଛି।

    Maximum 500 characters

    ତାଜା ଖବର View all

    Find Us on Facebook