Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    କୋହିଲଙ୍କ ‘ବିରାଟ’ ଶତକ

    Share on :
    ajab-Image
    Date: Mar 12, 2023    Views: 4593

    ନୂଆଦିଲ୍ଲୀ:   ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚରେ କୋହିଲଙ୍କ ‘ବିରାଟ’ ଶତକ । ଏହାସହ ଅନ୍ତର୍ଜାତୀୟ କ୍ରିକେଟରେ କୋହଲି ୭୫ ତମ ଶତକ ହାସଲ କରିଛନ୍ତି । ଟେଷ୍ଟରେ ଏହା କୋହଲିଙ୍କର ୨୮ତମ ଶତକ ।  ମୋଦୀ ଷ୍ଟାଡିୟମରେ କୋହଲିଙ୍କ ଶତକ । ଦୀର୍ଘ ୩ ବର୍ଷ ଅପେକ୍ଷାର ହେଲା ଅନ୍ତ । ସେହିଭଳି ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚରେ ଏହା କୋହଲିଙ୍କର ୮ମ ଶତକ । ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ସହ କୋହଲି ସୁନୀଲ ଗାଭାସ୍କରଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି । ଗାଭାସ୍କର ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚରେ ୮ଟି ଶତକ ହାସଲ କରିଛନ୍ତି । କୋହଲିଙ୍କ ଉପରେ କେବଳ ସଚିନ୍ ରହିଛନ୍ତି, ଯିଏ ଅଷ୍ଟ୍ରେଲିଆ ବିପକ୍ଷରେ ୧୧ଟି ଶତକ ହାସଲ କରିଛନ୍ତି ।

    Maximum 500 characters

    ଖେଳ ଖବର View all

    Find Us on Facebook