Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଗୋଟିଏ ଶ୍ରେଣୀରେ ପଢୁଥିଲେ ଧୋନି ଓ କୋହଲିଙ୍କ ପତ୍ନୀ

    Share on :
    ajab-Image
    Date: Jan 12, 2021    Views: 2393

    ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ସାକ୍ଷୀ ଧୋନି ଉଭୟେ ଭାରତୀୟ କି୍ରକେଟ ଦଳର ଦୁଇ ଅଧିନାୟକଙ୍କ ଧର୍ମପତ୍ନୀ । ଅନୁଷ୍କା, ବିରାଟଙ୍କୁ ଓ ସାକ୍ଷୀ ମହେନ୍ଦ୍ର ସିଂହ ଧୋନିଙ୍କୁ ବିବାହ କରିଛନ୍ତି । ଯଦି ଆପଣ ଭାବୁଛନ୍ତି ଉଭୟଙ୍କ ମଧ୍ୟରେ ଏହି ଗୋଟିଏ ସାମଞ୍ଜସ୍ୟ ରହିଛି, ତେବେ ଆପଣ ନିହାତି ଭାବେ ଭୁଲ କରୁଛନ୍ତି । ଅନୁଷ୍କା ଓ ସାକ୍ଷୀ ଏକ ସମୟରେ କ୍ଲାସମେଟ ଥିଲେ । ଅର୍ଥାତ ଗୋଟିଏ ସ୍କୁଲରେ ଗୋଟିଏ କ୍ଲାସରେ ପାଠ ପଢ଼ୁଥିଲେ । ଅନୁଷ୍କା ଏ କଥା ନିଜେ କହିଛନ୍ତି । ଉଭୟ ଆସାମର ଏକ ଛୋଟ ସହରରେ ରହୁଥିଲେ ଓ ଗୋଟିଏ ସ୍କୁଲରେ ପଢ଼ୁଥିଲେ । ସ୍କୁଲ ସମୟର ଏକ ଫଟୋ ଅନୁଷ୍କା ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି । 

    Maximum 500 characters

    ବିଶେଷ View all

    Find Us on Facebook