Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଘରକରଣ

ମୁଖ୍ୟ ଖବର

    ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍

    Share on :
    ajab-Image
    Date: May 29, 2023    Views: 3947

    କରଞ୍ଜିଆ : କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କରଞ୍ଜିଆ ତହସିଲଦାର ଚାର୍ଲ୍ସ ନାୟକଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ରେଡ୍ କରିଛି। ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ ତିନୋଟି ସ୍ଥାନରେ ରେଡ୍ କରୁଛନ୍ତି। ତହସିଲଦାରଙ୍କ ସରକାରୀ ବାସଭବନ ସମେତ ତହସିଲ କାର୍ୟ୍ୟାଳୟ ଏବଂ ଭଦ୍ରକ ଜିଲ୍ଲାରେ ଥିବା ପୈତୃକ ଘରେ ଚଢାଉ ଚାଲିଛି।

    Maximum 500 characters

    ଘରକରଣ View all

    Find Us on Facebook