ମୁଖ୍ୟ ଖବର
କରଞ୍ଜିଆ : କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କରଞ୍ଜିଆ ତହସିଲଦାର ଚାର୍ଲ୍ସ ନାୟକଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ରେଡ୍ କରିଛି। ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ ତିନୋଟି ସ୍ଥାନରେ ରେଡ୍ କରୁଛନ୍ତି। ତହସିଲଦାରଙ୍କ ସରକାରୀ ବାସଭବନ ସମେତ ତହସିଲ କାର୍ୟ୍ୟାଳୟ ଏବଂ ଭଦ୍ରକ ଜିଲ୍ଲାରେ ଥିବା ପୈତୃକ ଘରେ ଚଢାଉ ଚାଲିଛି।
Comments ସମସ୍ତ ମତାମତ