Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଭିଜିଲାନ୍ସ ଜାଲରେ ଅଗ୍ନିଶମ ଅଧିକାରୀ

    Share on :
    ajab-Image
    Date: Sep 10, 2020    Views: 7252

    ବରଗଡ଼: ଭିଜିଲାନ୍ସ ଜାଲରେ  ପୁଣି ଜଣେ ସରକାରୀ ଅଧିକାରୀ ।  ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରିପଡ଼ିଛନ୍ତି ଜଣେ ସହକାରୀ ଅଗ୍ନିଶମ ଅଧିକାରୀ । ବରଗଡ଼ ସହକାରୀ ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ ମହାପାତ୍ରଙ୍କୁ ଭିଜିଲାନ୍ସ ଗିରଫ କରିଛି ।  ପେଟ୍ରୋଲ ପମ୍ପ ପାଇଁ ଫାୟାର ସେଫ୍ଟି ପ୍ରମାଣପତ୍ର ଦେବାକୁ ସେ ୧୨ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । 

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook