Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଟମାଟୋ କିଲୋ ୧୪୦ଟଙ୍କା!

    Share on :
    ajab-Image
    Date: Nov 24, 2021    Views: 4123


    ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ତାମିଲନାଡୁରେ ଟମାଟୋ ଦର ଆକାଶ ଛୁଅାଁ ହୋଇଛି । ଦକ୍ଷିଣ ଭାରତରେ ଅଧିକାଂଶ ରାଜ୍ୟରେ ଟମାଟୋ କିଲୋ ପିଛା ୧୦୦ ଟଙ୍କାରେ ବିକି୍ର ହେଉଛି । ଚେନ୍ନାଇରେ ସ୍ଥିତି ଖରାପ  । ସେଠାରେ ଟମାଟୋ କିଲୋ ଏବେ ୧୪୦ଟଙ୍କାରେ ବିକି୍ର ହେଉଛି । 
    କିନ୍ତୁ ଚଳିତ ମାସ ଆରମ୍ଭରେ ଟମାଟୋ କିଲୋ ୪୦ ଟଙ୍କା ଥିଲା । କ୍ୟାପସିକମ ଓ ପିଆଜ ପରି ଅନ୍ୟ ପନିପରିବା ଦର ମଧ୍ୟ ବଢ଼ିଛି । ଫଳରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କୁ ଆଉ ଏକ ବିଷୟବସ୍ତୁ ମିଳିଛି । ଦେଶରେ ସବୁଠୁ ଅଧିକ ଟମାଟୋ ଆନ୍ଧ୍ରପ୍ରଦେଶରେ ଉପôନ୍ନ ହୁଏ । କିନ୍ତୁ ଆନ୍ଧ୍ରପ୍ରଦେଶରେ ବି ଟମାଟୋ କିଲୋ ୧୦୦ ଟଙ୍କା ଅଛି ।

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook